Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, April 11
    Facebook X (Twitter) YouTube Instagram
    Trending
    • ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::
    • ଗୁଣପୁର ମାଟି ପାଇଁ ଜିବନ ଦେବୁ :;
    • ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।
    • ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::
    • କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;
    • ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;
    • ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;
    • ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::
    • ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ
    • ଛେନା ପୋଡ…
    • ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;
    • ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;
    • ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :
    • ଜାଣନ୍ତୁ ଆଜିର ରାଶିଫଳ :;
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଶିଫଳ»ଜାଣନ୍ତୁ ଆଜିର ରାଶିଫଳ :;

    ଜାଣନ୍ତୁ ଆଜିର ରାଶିଫଳ :;

    By Charcha NewsApril 11, 2026
    Share
    Facebook Twitter Email WhatsApp

    କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ।

    By-SUBHASMITA-DT-11.4.2026

    ମେଷ: ଆପଣଙ୍କ ସହିତ ସବୁ କିଛି ଭଲ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଇଂଜିନିୟର କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ। ନିଜର ସ୍ବଭାବ ନରମ ରଖନ୍ତୁ। ଗର୍ଦନ ସମସ୍ୟାରୁ ଆରାମ ପାଇବେ। ‌

    ବୃଷ: ଦିନଟି ଲାଭଦାୟକ ରହିବ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ସମୟ ଉତ୍ତମ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। କୃଷକଙ୍କ ଲାଗି ଦିନଟି ଭଲ ରହିବ। ‌

    ମିଥୁନ: ସଫ୍ଟୱର ଇଂଜିନିୟର ଛାତ୍ର ନିଜର ଜୁନିୟର ଛାତ୍ରଙ୍କୁ କିଛି ନୂଆ ଶିଖାଇବେ। ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ। ‌

    କର୍କଟ: କୌଣସି ସରକାରୀ ଅଧିକାରୀ ଆପଣଙ୍କ ଜମି ବିବାଦର ସମାଧାନ କରିବା ପାଇଁ ସାହାଯ୍ୟ କରିବେ। କୌଣସି ନୂଆ କାମ ଭାଇଙ୍କ ଦ୍ବାରା କରିବେ। ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ ସକାରାତ୍ମକ ଫଳ ପାଇବେ।

    ‌ସିଂହ: ବନ୍ଧୁ ସହିତ ମିଶି ନୂଆ ବ୍ୟବସାୟ ଆରମ୍ଭ କରିବେ। କୌଣସି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଅଫିସରେ କୌଣସି କାମକୁ ନେଇ ଅଧିକ ବ୍ୟସ୍ତ ରହିବେ। ‌

    କନ୍ୟା: ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି। ସାମାଜିକ କାର୍ଯ୍ୟରେ ସଫଳ ହେବେ। ଜୀବନସାଥୀ ସହ ଭଲ ତାଳମେଳ ବଜାୟ ରହିବ। ‌

    ତୁଳା: ଆତ୍ମବିଶ୍ବାସ ଭଲ ରହିବ। କୌଣସି ଜରୁରୀ କାମରେ ସଫଳତା ପାଇବେ। ଅଫିସରେ କୌଣସି କାମ ତରବରିଆରେ କଲେ ହାନି ହୋଇପାରେ। ଅର୍ଥ ବିଷୟରେ ସତର୍କ ରହନ୍ତୁ। ‌

    ବିଛା: ଟଙ୍କାପଇସା ବିଷୟରେ ଆପଣ ଉନ୍ନତି ମାର୍ଗର ଯିବେ। ପିଲାଙ୍କ ସଫଳତାରେ ଆପଣ ନିଜକୁ ଗୌରବାନ୍ବିତ ଅନୁଭବ କରିବେ। ଜୀବନସାଥୀ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।  ‌

    ଧନୁ: ଆପଣଙ୍କର ଚିନ୍ତା କମ୍ ହେବ। ବଢ଼ିଆ ପରିଣାମ ପାଇବା ଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତି ସଂପର୍କିତ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ‌

    ମକର: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। କୌଣସି ସମାରୋହକୁ ଯିବାର ସୁଯୋଗ ପାଇବେ। ନୂଆ ବ୍ୟବସାୟ କରିବା ପାଇଁ ଭାବି ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। 

    କୁମ୍ଭ: ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ। ବିବାହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବ୍ୟବସାୟରେ ଧନଲାଭ ହେବ। ଚାକିରି ଖୋଜୁଥିବା ଭଲ ଖବର ପାଇବେ। 

    ମୀନ: ଆପଣଙ୍କର ଦିନଚର୍ଯ୍ୟା ଭଲ ରହିବ। ବ୍ୟବସାୟରେ ଭଲ ଲାଭ ପାଇବେ। ରାଜନୀତିରେ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମାନ ସମ୍ମାନ ପାଇବେ। ଆପଣଙ୍କ ଝିଅର ଚୟନ ଭଲ ଚାକିରିରେ ହୋଇଯିବ। 

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଜାଣନ୍ତୁ ଏ ସପ୍ତାହର ରାଶିଫଳ :;

    April 10, 2026 ରାଜ୍ୟ

    ଜାଣନ୍ତୁ ଆଜିର ରାଶିଫଳ :;

    April 9, 2026 ରାଶିଫଳ

    ଆଜିର ରାଶିଫଳ ::

    April 8, 2026 ଆଜିର ଖବର

    ଆଜିର ରାଶିଫଳ ::

    April 6, 2026 ଆଜିର ଖବର

    ଆଜିର ରାଶିଫଳ : ଆସନ୍ତୁ ଜାଣିବା କେମିତି କାଟିବ ଆଜି ଆପଣମାନଙ୍କ ଦିନ :

    April 5, 2026 ଆଜିର ଖବର
    Watch YouTube

    You May Like

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026

    ଗୁଣପୁର ମାଟି ପାଇଁ ଜିବନ ଦେବୁ :;

    April 11, 2026

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026

    ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    April 11, 2026

    କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;

    April 11, 2026

    ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;

    April 11, 2026

    ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;

    April 11, 2026

    ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::

    April 11, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.