Author: Charcha News

ଭୁବନେଶ୍ୱର ଟଙ୍କପାଣି ବ୍ରିଜ ଉପରୁ ବିଳମ୍ବିତ ରାତିରେ ଡେଇଁ ପଡିଲେ ଓଲଡ ଟାଉନ ବାରିକ ସାହିର ଭବାନୀ ଶଙ୍କର ଖଟେଇ। ରାତି ପ୍ରାୟ ସାଢେ ୧୦ଟାରୁ ୧୧ଟା ମଧ୍ୟରେ ଟଙ୍କପାଣି ବ୍ରିଜ ଉପରକୁ ଆସିଥିଲେ ଭବାନୀ। ଭୁବନେଶ୍ୱର: ସ୍କୁଟିରେ ଆସିଲେ, ବ୍ରିଜ ଉପରେ ରଖିଦେଇ ହଠାତ କୁଆଖାଇ ନଦୀକୁ ଡେଇଁ ପଡିଲେ। ବ୍ରିଜ ଉପରୁ ନଦୀକୁ ଡେଇଁ ଯୁବକନିଖୋଜ। ଭୁବନେଶ୍ୱର ଟଙ୍କପାଣି ବ୍ରିଜ ଉପରୁ ବିଳମ୍ବିତ ରାତିରେ ଡେଇଁ ପଡିଲେ ଓଲଡ ଟାଉନ ବାରିକ ସାହିର ଭବାନୀ ଶଙ୍କର ଖଟେଇ। ରାତି ପ୍ରାୟ ସାଢେ ୧୦ଟାରୁ ୧୧ଟା ମଧ୍ୟରେ ଟଙ୍କପାଣି ବ୍ରିଜ ଉପରକୁ ଆସିଥିଲେ ଭବାନୀ। ହଠାତ କେହି କିଛି ବୁଝିବା ପୂର୍ବରୁ ସ୍କୁଟି ରଖି ବ୍ରିଜ ଉପରକୁ ଉଠି ନଦୀକୁ ଡେଇଁ ପଡ଼ିଥିଲେ। ଘଟଣା ବିଷୟରେ ଖବର ପାଇ ପ୍ରଥମେ ବାଲିଅନ୍ତା ଫାୟାର ଷ୍ଟେସନର ଗୋଟେ ଟିମ ଓ ଭୁବନେଶ୍ୱର ଫାୟାର ଷ୍ଟେସନର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ…

Read More

ଜବାହରଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆଜି ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକକୁ ବିଜେପିର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଉଦ୍‌ଘାଟନ କରିଛନ୍ତି। କଟକ: ଜବାହରଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆଜି ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକକୁ ବିଜେପିର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ବୈଠକରେ ଦୁଇଦିନ ଧରି ୧୦ଟି ପ୍ରସଙ୍ଗରେ ଆଲୋଚନା ହେବ। ବିଶେଷକରି ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଏଥିପାଇଁ ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା ହେବ ବୋଲି କୁହାଯାଉଛି। ‌ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର…

Read More

ପିସିସି ସଭାପତି ଭକ୍ତଚରଣ ଦାସ ଗତକାଲି ନିଜର ଏକ ଟିମ୍‌ ଘୋଷଣା କରିଛନ୍ତି। ଓଡ଼ିଶା କଂଗ୍ରେସ ଇତିହାସରେ ପିସିସିର ପୂର୍ବରୁ ଏତେବଡ଼ ଟିମ୍‌ କେବେ ଗଠନ ହୋଇନାହିଁ। ଭୁବନେଶ୍ବର: ପିସିସି ସଭାପତି ଭକ୍ତଚରଣ ଦାସ ଗତକାଲି ନିଜର ଏକ ଜ‌ୁମ୍ବୋ ଟିମ୍‌ ଘୋଷଣା କରିଛନ୍ତି। ଓଡ଼ିଶା କଂଗ୍ରେସ ଇତିହାସରେ ପିସିସିର ପୂର୍ବରୁ ଏତେବଡ଼ ଟିମ୍‌ କେବେ ଗଠନ ହୋଇନାହିଁ। ୨୫୬ଜଣଙ୍କୁ ନେଇ ଗଠିତ ଏହି ଟିମ୍‌ ଏତେ ବଡ଼ ଯେ ଖୋଦ୍‌ ଦଳୀୟ ନେତାମାନେ ଏହା ପଛର ଉଦ୍ଦେଶ୍ୟକୁ ବୁଝିପାରୁନାହାନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଟିମ୍‌ରେ ଏଭଳି କିଛି ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି ସେମାନେ ରାଜନୀତିରେ ସକ୍ରିୟ ନାହାନ୍ତି। କୌଣସି କାର୍ଯ୍ୟକ୍ରମ ପାଇଁ ମଧ୍ୟ କଂଗ୍ରେସ ଭବନକୁ ଆସିପାରୁନାହାନ୍ତି। ସେମାନଙ୍କୁ କମିଟିରେ ସ୍ଥାନ ଦେଇ ଭକ୍ତ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହାକୁ ନେଇ ଦଳୀୟ ନେତାମାନେ ପ୍ରଶ୍ନ ଉଠାଇଛନ୍ତି। ପିସିସିର ନୂଆ ଟିମ୍‌ କଂଗ୍ରେସ ସଂଗଠନକୁ ନେଇ କିଭଳି…

Read More

ରୁଷ ବିରୋଧରେ ନୂଆ କଟକଣା ଲଗାଇବାକୁ ଆମେରିକା ଆଣିଥିବା ବିଲ୍‌କୁ ନେଇ ଏବେ ଅଡୁଆ ସୃଷ୍ଟି ହୋଇଛି। ଆମେରିକା ସିନେଟ୍‌ରେ ବିଲ୍‌ଟି ବିପୁଳ ସମର୍ଥନ ପାଇଥିଲେ ମଧ୍ୟ ପ୍ରତିନିଧି ସଭାରେ ଏହାକୁ ନେଇ ମତଭେଦ ଦେଖାଦେଇଛି । ରୁଷ ବିରୋଧୀ ବିଲ୍‌କୁ ନେଇ ଆମେରିକାରେ ଅଡୁଆ, ଭାରତ ଉପରେ ୧୦୦% ଟାରିଫ୍‌ର ଭୟ ସାମୟିକ ଭାବେ ଟଳିପାରେ ରୁଷ ବିରୋଧରେ ନୂଆ କଟକଣା ଲଗାଇବାକୁ ଆମେରିକା ଆଣିଥିବା ବିଲ୍‌କୁ ନେଇ ଏବେ ଅଡୁଆ ସୃଷ୍ଟି ହୋଇଛି। ଆମେରିକା ସିନେଟ୍‌ରେ ବିଲ୍‌ଟି ବିପୁଳ ସମର୍ଥନ ପାଇଥିଲେ ମଧ୍ୟ ପ୍ରତିନିଧି ସଭାରେ ଏହାକୁ ନେଇ ମତଭେଦ ଦେଖାଦେଇଛି । ରୁଷ ବିରୋଧରେ ନୂଆ କଟକଣା ଲଗାଇବାକୁ ଆମେରିକା ଆଣିଥିବା ବିଲ୍‌କୁ ନେଇ ଏବେ ଅଡୁଆ ସୃଷ୍ଟି ହୋଇଛି। ଆମେରିକା ସିନେଟ୍‌ରେ ବିଲ୍‌ଟି ବିପୁଳ ସମର୍ଥନ ପାଇଥିଲେ ମଧ୍ୟ ପ୍ରତିନିଧି ସଭାରେ ଏହାକୁ ନେଇ ମତଭେଦ ଦେଖାଦେଇଛି । ତେଣୁ ନଭେମ୍ବର ନିର୍ବାଚନ ପୂର୍ବରୁ ବିଲ୍‌ଟି…

Read More

ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆନ୍ଦୋଳନସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଶିକ୍ଷକଙ୍କୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିବ । ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ, ଖୁବ୍‌ଶୀଘ୍ର ଶିକ୍ଷକଙ୍କ ପ୍ରସଙ୍ଗରେ ହେବ ନିଷ୍ପତ୍ତି । ଆନ୍ଦୋଳନସ୍ଥଳକୁ ଆସି ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆନ୍ଦୋଳନସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଶିକ୍ଷକଙ୍କୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିବ । ଯାହା ବି ସମସ୍ୟା ଅଛି ସମାଧାନ ହେବାର ଆବଶ୍ୟକତା ରହିଛି । ଶିକ୍ଷକଙ୍କ ଦାବିକୁ ରେଜିଷ୍ଟର ପାଇଁ କମିଟି ଗଠିତ ହୋଇଥିଲା। କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛି । ୮୦୦ ପୃଷ୍ଠା…

Read More

ପ୍ରବାସରେ ଜନ୍ମାଷ୍ଟମୀ ପାର୍ବଣରେ ପ୍ରବାସୀ ଓଡିଆ ଉତ୍କଳ ଯାଦବ ସମାଜ କଲ୍ୟାଣ ସମିତିର ପଞ୍ଚମ ବର୍ଷ ଜନ୍ମାଷ୍ଟମୀ ମହୋତ୍ସବ BY-ରାଜୀବ କୁମାର ଦାସ କୋଲକାତା :ପ୍ରଭୁ ଶ୍ରୀକୃଷ୍ଣ ମାନବ କଲ୍ୟାଣରେ ଧରାଧାମକୁ ଅବତରି ଥିଲେ, ଦୁଷ୍ଟ ବିନାଶ କରି ଧର୍ମ ସ୍ଥାପନ ଲକ୍ଷ୍ୟରେ। କେବଳ ଯାଦବ ସମାଜ ନୁହେଁ, ସମଗ୍ର ମାନବ ସମାଜର ସେ ଆରାଧ୍ୟ ଦେବତା ବୋଲି କହିଲେ ଅତିଥିମାନେ। କୋଲକାତାର ବାଘାଯତିନ ପଲ୍ଲୀ ସଚ୍ଚିମାତା ହଲରେ ଉତ୍କଳ ଯାଦବ ସମାଜ କଲ୍ୟାଣ ସମିତି ଆୟୋଜିତ ଜନ୍ମାଷ୍ଟମୀ ମହୋତ୍ସବକୁ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ ବିଶିଷ୍ଟ ସମାଜସେବୀ ଧନେଶ୍ବର ଜେନା। ସେ କହିଲେ କୃଷ୍ଣ ଚେତନା ହିଁ ବିଶ୍ବ ଚେତନା। ଯେତେବେଳେ ଧରାପୃଷ୍ଠ ଅନାଚାର, ବ୍ୟଭିଚାରରେ ଅତିଷ୍ଠ ସେତେବେଳେ ମାନବ ରୂପରେ ପ୍ରଭୁଙ୍କ ଅବତାର ଧରାପୃଷ୍ଠରେ। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ବଧ ସହ ନାନା ଉପାଖ୍ୟାନ ତୋଳି ଧରି ଏଧରଣ ଆୟୋଜନର ପ୍ରଂଶସା କରିଥିଲେ। ସମ୍ମାନୀତ ଅତିଥିଭାବେ ସମ୍ମାନୀତ ଅତିଥି ଭାବେ…

Read More

BY-ରାଜୀବ କୁମାର ବେହେରା ଉଦଳା ରାସ୍ତା କାମରେ ମହା ଦୁର୍ନୀତି, ଆସିଲା ସାଙ୍ଘାତିକ ଅଭିଯୋଗ l କପ୍ତିପଦାରେ ମୁଖ୍ୟ ରାସ୍ତା ରେ ହେଉଥିବା PWD କାମକୁ ନେଇ ଉଠିଲା ପ୍ରଶ୍ନ ବାଲିରେ କାଦୁଅ ଓ ମାଟି ମିଶିଥିବା ଅଭିଯୋଗ, ଗୁଣବତ୍ତା ଯାଞ୍ଚ ପାଇଁ ସ୍ଥାନୀୟଙ୍କ ଦାବି l କପ୍ତିପଦା ଅଞ୍ଚଳରେ ଚାଲିଥିବା ଏକ PWD ରାସ୍ତା କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ରାସ୍ତା ନିର୍ମାଣ କାମରେ ବ୍ୟବହୃତ ବାଲିର ଗୁଣବତ୍ତାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, କାମରେ ବ୍ୟବହୃତ କେତେକ ବାଲିରେ କାଦୁଅ, ପଙ୍କ ଓ ମାଟିର ଅଂଶ ମିଶିଥିବା ଦେଖାଯାଉଛି। ଏଭଳି ସାମଗ୍ରୀ ବ୍ୟବହାର ହେଉଥିଲେ ନିର୍ମାଣ କାମର ଗୁଣବତ୍ତା ଓ ରାସ୍ତାର ସ୍ଥାୟୀତ୍ୱ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ଫଟୋ ଓ ଭିଡିଓ ମାଧ୍ୟମରେ ଏହି ଅଭିଯୋଗ ସାମ୍ନାକୁ ଆସିଥିବା ଦାବି କରାଯାଇଛି। ତେବେ…

Read More

BY-ରାଜୀବ କୁମାର ବେହେରା ଉଦଳା:ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ଡିହିରାକୁଳ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମୋତ୍ସବ ରୀତିନୀତି ଓ ଭକ୍ତିଭାବର ସହ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମନ୍ଦିର ପରିସର ଭଜନ, କୀର୍ତ୍ତନ ଓ ଶ୍ରଦ୍ଧାଳୁଙ୍କ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମଦିବସ ଭାବେ ପାଳନ କରାଯାଇଥାଏ। ଦୁଷ୍ଟଙ୍କ ବିନାଶ ଓ ସଜ୍ଜନଙ୍କ ରକ୍ଷା ସହିତ ଜଗତର କଲ୍ୟାଣ ପାଇଁ ଭଗବାନ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଥିଲେ ବୋଲି ଧାର୍ମିକ ବିଶ୍ୱାସ ରହିଛି। *“ସର୍ବେ ଭବନ୍ତୁ ସୁଖିନଃ”*ର ମହାନ ବାର୍ତ୍ତାକୁ ଆଧାର କରି ଡିହିରାକୁଳ ଗ୍ରାମବାସୀ ପ୍ରତିବର୍ଷ ଏହି ପବିତ୍ର ଉତ୍ସବକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରିଆସୁଛନ୍ତି। ସକାଳ ୫ଟା ୧୫ ମିନିଟ୍‌ରେ ମନ୍ଦିରର ଦ୍ୱାର ଫିଟା ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ,…

Read More

ତୁରେକେଲା ନିକଟରେ ଚଳନ୍ତା ଟ୍ରେନରୁ ଖସିଲେ ଯୁବକ l Anchor – ତୁରେକେଲାଠାରୁ ପ୍ରାୟ ୫ କିଲୋମିଟର ଆଗରେ ଚଳନ୍ତା ଟ୍ରେନରୁ ଜଣେ ପ୍ରାୟ ୩୦ ବର୍ଷୀୟ ବ୍ୟକ୍ତି ଖସିପଡ଼ିଥିବା ସୂଚନା।ତୁରେକେଲା – ହରିଶଙ୍କର ରୋଡ ରେଳପଥରେ ଘଟିଛି ଘଟଣା। ବ୍ୟକ୍ତି ଜଣକ କେଉଁ ପରିସ୍ଥିତିରେ ଟ୍ରେନରୁ ଖସିଲେ, ତାହା ଅସ୍ପଷ୍ଟ। ତାଙ୍କ ପରିଚୟ ଓ ସ୍ଥିତି ଜଣାପଡ଼ିନାହିଁ। ଘଟଣାକୁ ନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଉଛି ।ବଲାଙ୍ଗିର ରୁ ଦେବେନ୍ଦ୍ର ପୋଡ଼

Read More