Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 9
    Facebook X (Twitter) YouTube Instagram
    Trending
    • ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;
    • ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;
    • ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::
    • କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::
    • ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :
    • ରାଜ୍ୟ ପୋଲିସ ମୁଖ୍ୟାଳୟ :;
    • ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:
    • ଜାଣନ୍ତୁ ଆଜିର ରାଶିଫଳ :;
    • ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ
    • ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।
    • ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;
    • ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::
    • ବଂଶଧାରା ଟ୍ରିବୁନାଲ ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୋଧକରି ପ୍ରେସ ବିବୃତି ::
    • ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ରାଷ୍ଟ୍ରୀୟ ଲୋକଅଦାଲତରେ ୪୦, ୧୧୨ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୪୭,୮୮,୬୯୭ ଟଙ୍କା ଆଦାୟ ହୋଇଅଛି

    ରାଷ୍ଟ୍ରୀୟ ଲୋକଅଦାଲତରେ ୪୦, ୧୧୨ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୪୭,୮୮,୬୯୭ ଟଙ୍କା ଆଦାୟ ହୋଇଅଛି

    By Charcha NewsMarch 14, 2026
    Share
    Facebook Twitter Email WhatsApp

    ତାରିଖ-୧୪-୦୩-୨୦୨୬
    ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର


    ରାୟଗଡ଼ା : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୧୭୮ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୪୫,୪୨,୬୮୧/-(ପଇଞ୍ଚାଲିସ ଲକ୍ଷ ବୟାଳିସ ହଜାର ଛଅ ସହ ଏକାସୀ ଟଙ୍କା) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ସେହିପରି ରାଜସ୍ୱ ସମ୍ବନ୍ଧିତ ୩୯୯୧୬ ଟି ମାମଲା ଫଇସଲା ହୋଇଅଛି ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୧୮ ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୨,୪୬,୦୧୬/-(ଦୁଇ ଲକ୍ଷ ଛୟାଳିସ୍ ହଜାର ଷୋହଳ) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ସସ୍ମିତା ମିଶ୍ର ପରିଚାଳନା କରିଥିଲେ I

    ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଆଳ୍ପନା ସ୍ୱାଇଁ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ଆଶିସ ପଟ୍ଟନାଏକ, ରେଜିଷ୍ଟ୍ରାର ଶ୍ରୀ ରାଣା ଘୋସ୍, ଏସ. ଡି. ଜେମ୍ ଶ୍ରୀମତି ବର୍ଷା ଦାସ୍, ଗ୍ରାମ ନ୍ୟାୟଧିକାରୀ ଶ୍ରୀମତି ଜ୍ୟୋତିରମୟୀ ଷଡଙ୍ଗୀ, ଜେ.ଏମ୍.ଏଫ୍.ସି ଏସ୍.ଆର ତୋସାଲି ଏବଂ ରାୟଗଡା ବାର ଆସୋସିଏସନର ସଭାପତି ଶ୍ରୀ ଦେବିପ୍ରସାଦ ପଟ୍ଟନାଏକ, ସଚିବ ଶ୍ରୀ ମଙ୍ଗଳ ମୂର୍ତ୍ତୀ ବେଉରିଆ ଓ ଅନ୍ୟ ଆଇନଜୀବି ଶ୍ରୀ ମଦନ ମୋହନ ପାଢୀ, ଶ୍ରୀ ନବ କୁମାର କାଣ୍ଟା, ଶ୍ରୀ ବିଶ୍ୱନାଥ ଗନ୍ତାୟତ, ଶ୍ରୀ ବାବୁ ରାଜଗୁରୁ, ଶ୍ରୀ ଦେବରାଜ ନାଏକ, ଶ୍ରୀମତି ଭାରତି ତ୍ରିପାଠି ଓ ଅନ୍ୟ ଆଇନଜୀବି ପ୍ରମୁଖ ବିଭିନ୍ନ ଅଦାଲତ ପରିସରରେ ଅନୁଷ୍ଠିତ ହେଇଥିବା ବେଞ୍ଛରେ ଯୋଗଦେଇଥିଲେ l ଏହି ଲୋକ ଅଦାଲତ ଟିକୁ ସଫଳ କରିଥିବାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ସସ୍ମିତା ମିଶ୍ର ଜିଲ୍ଳାର ଜନସାଧାରଣ ତଥା ଆଇନଜୀବି ଓ ରାଜସ୍ୱ ବିଭାଗ ଓ ସରକାରୀ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

    Share. Facebook Twitter WhatsApp

    Related Posts

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026 ଆଜିର ଖବର

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026 ଆଜିର ଖବର

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026 ଆଜିର ଖବର

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026 ଆଜିର ଖବର

    ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

    April 8, 2026 ଆଜିର ଖବର

    ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।

    April 8, 2026 ଆଜିର ଖବର

    ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;

    April 8, 2026 ଅପରାଧ

    ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::

    April 8, 2026 ଆଜିର ଖବର

    ବଂଶଧାରା ଟ୍ରିବୁନାଲ ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୋଧକରି ପ୍ରେସ ବିବୃତି ::

    April 8, 2026 ଆଜିର ଖବର

    ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର ::

    April 8, 2026 ଆଜିର ଖବର

    ଓଡ଼ିଆ ବର୍ଣ୍ଣବୋଧ ଓ ଶିଶୁ ଲେଖା ପୁସ୍ତକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ ହୋଇଛି |

    April 8, 2026 ଆଜିର ଖବର

    କଟକଙ୍କ ଜାରିକୃତ ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢ଼ାଉ ::

    April 8, 2026 ଅପରାଧ
    Watch YouTube

    You May Like

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026

    ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:

    April 9, 2026

    ଜାଣନ୍ତୁ ଆଜିର ରାଶିଫଳ :;

    April 9, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.