Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, April 11
    Facebook X (Twitter) YouTube Instagram
    Trending
    • ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::
    • ଗୁଣପୁର ମାଟି ପାଇଁ ଜିବନ ଦେବୁ :;
    • ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।
    • ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::
    • କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;
    • ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;
    • ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;
    • ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::
    • ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ
    • ଛେନା ପୋଡ…
    • ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;
    • ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;
    • ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :
    • ଜାଣନ୍ତୁ ଆଜିର ରାଶିଫଳ :;
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    By Charcha NewsApril 11, 2026
    Share
    Facebook Twitter Email WhatsApp

    ରାତିଅଧରେ ଅଶାନ୍ତ ହେଲା ସାଲିଆସାହି। ସାଲିଆସାହି ମହାବୀରନଗରରେ ରହୁଥିବା ଚିତ୍ତରଞ୍ଜନ ସାମନ୍ତରାୟଙ୍କ ଛୁରାମାଡ଼ରେ ତାଙ୍କ ସାନଭାଇ ନିରଞ୍ଜନ ସାମନ୍ତରାୟ ଓରଫ୍‌ ଜିତୁ ଗୁରୁତର ଭାବେ ଆହତ ହୋଇଛନ୍ତି।

    BY-SUBHASMITA-DT 1.4.2026

    ଭୁବନେଶ୍ବର: DT 1.4.2026: ଭାଇ ବନିଲା ଭାଇର ଶତ୍ରୁ ,ରାତିଅଧରେ ସାଲିଆସାହି ହେଲା ପ୍ରବଳ ଅଶାନ୍ତ | ସୂଚନା ମୁତାବକ ସାଲିଆସାହି ମହାବୀରନଗରରେ ରହୁଥିବା ଚିତ୍ତରଞ୍ଜନ ସାମନ୍ତରାୟଙ୍କ ଛୁରାମାଡ଼ରେ ତାଙ୍କ ସାନଭାଇ ନିରଞ୍ଜନ ସାମନ୍ତରାୟ ଓରଫ୍‌ ଜିତୁ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଅଭିଯୁକ୍ତ ବଡ଼ଭାଇ ଚିତ୍ତରଂଜନ ସାମନ୍ତରାୟକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି।

    ଆହତ ଜିତୁଙ୍କ ବାପା ଜୟଦେବ ସାମନ୍ତରାୟଙ୍କ, କିଛିଦିନ ହେବ ପାରିବାରିକ କଳହକୁ କେନ୍ଦ୍ର କରି ଚିତ୍ତରଞ୍ଜନ ବାରମ୍ବାର ଜିତୁଙ୍କୁ ଧମକଚମକ ଦେଉଥିଲା। ନିଶାସକ୍ତ ଚିତ୍ତରଞ୍ଜନ ଆଜି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଜିତୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ଛୁରିରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ତାର ଏଭଳି ଆତଙ୍କ ଦେଖି ତାକୁ ଅଟକାଇବାକୁ କେହି ସାହସ ଜୁଟାଇ ପାରି ନଥିଲେ। ଯାହାର ଫାଇଦା ନେଇ ଚିତ୍ତରଞ୍ଜନ ଜିତୁଙ୍କ ପେଟ, ଛାତି, ପିଠିକୁ ଛୁରିରେ ଭୁସି ପକାଇଥିଲା।  ଜିତୁ ରକ୍ତାକ୍ତ ଅବସ୍ଥାରେ ଦୌଡ଼ିଦୌଡ଼ି ନୟାପଲ୍ଲୀ ଥାନାରେ ପହଞ୍ଚିଥିଲେ। ପୁଲିସ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଛୁରାମାଡ଼ କରି ଚିତ୍ତରଞ୍ଜନ ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ସ୍ଥାନୀୟ ଯୁବକ ସାହସ ଜୁଟାଇ ତାକୁ କାବୁ କରି ନୟାପଲ୍ଲ ଥାନା ଜିମା ଦେଇଥିଲେ। ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି। ଅପ‌ରପକ୍ଷେ ଆକ୍ରମଣ ହୋଇଥିବା ଅଞ୍ଚଳ ମୈତ୍ରୀବିହାର ଥାନା ଅଧୀନରେ ଯାଉଥିବାରୁ ମୈତ୍ରୀବିହାର ଥାନା ପୁଲିସ କ୍ୟାପିଟାଲ ହସ୍‌ପିଟାଲ ଓ ସାଲିଆସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଗୁଣପୁର ମାଟି ପାଇଁ ଜିବନ ଦେବୁ :;

    April 11, 2026 ରାଜ୍ୟ

    କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;

    April 11, 2026 ରାଜ୍ୟ

    ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;

    April 11, 2026 ରାଜ୍ୟ

    ଛେନା ପୋଡ…

    April 11, 2026 ଆଜିର ଖବର

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026 ରାଜ୍ୟ

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026 ଆଜିର ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026 ଆଜିର ଖବର

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।

    April 10, 2026 ରାଜ୍ୟ

    ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;

    April 10, 2026 ରାଜ୍ୟ

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::

    April 10, 2026 ଆଜିର ଖବର

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ

    April 10, 2026 ଆଜିର ଖବର

    କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

    April 10, 2026 ରାଜ୍ୟ
    Watch YouTube

    You May Like

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026

    ଗୁଣପୁର ମାଟି ପାଇଁ ଜିବନ ଦେବୁ :;

    April 11, 2026

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026

    ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    April 11, 2026

    କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;

    April 11, 2026

    ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;

    April 11, 2026

    ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;

    April 11, 2026

    ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::

    April 11, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.