Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 9
    Facebook X (Twitter) YouTube Instagram
    Trending
    • ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::
    • PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::
    • ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;
    • ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;
    • ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::
    • କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::
    • ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :
    • ରାଜ୍ୟ ପୋଲିସ ମୁଖ୍ୟାଳୟ :;
    • ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:
    • ଜାଣନ୍ତୁ ଆଜିର ରାଶିଫଳ :;
    • ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ
    • ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।
    • ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;
    • ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    By Charcha NewsApril 9, 2026
    Share
    Facebook Twitter Email WhatsApp

    BY-ରାଜୀବ କୁମାର ବେହେରା

    ଉଦଳା : କାଳ ବୈଶାଖୀ ଝଡ଼ ବର୍ଷାରେ ଉଦଳା ଵିଜ୍ଞାପିତ ଅଞ୍ଚଳ ପରିଷଦ ର ୧୨ ନମ୍ବର ୱାର୍ଡ ରେ ନୂତନ ମଟନ ଓ ଚିକେନ ମାର୍କେଟର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଚାରିଆଡ଼େ ପାଣି ଭରିଯାଇ ଆଣ୍ଠୁଏ ଯାଏ ପାଣି ଛିଡା ହୋଇଥିବାରୁ ମାର୍କେଟ ଭିତରକୁ ପସିବାକୁ ଗ୍ରାହକ ନାରାଜ ହେଉଛନ୍ତି। ଦୂଇ ତିନିମାସ ହେବ ଏହି ମାର୍କେଟ କୁ ସମସ୍ତ ଆମିଷ ଦୋକାନୀ ଙ୍କୁ ସ୍ଥାନାନ୍ତର କରାଯାଇ ବିସ୍ଥାପିତ କରା ଯାଇ ଥିଲା l ହେଲେ ମାର୍କେଟ ରେ ମୌଳିକ ସୁବିଧା ଠିକ ଠାକ ନଥିବା ଅଭିଯୋଗ ହୋଇଛି l

    ଫଳରେ ଦୋକାନୀମାନେ ହନ୍ତସନ୍ତ ଅବସ୍ଥାରେ ପଡ଼ିଥିବା ବେଳେ, ବ୍ୟବସାୟ ପୂରା ପ୍ରଭାବିତ ହୋଇଛି। ଜୀବନ ଜୀବିକା ଏବେ ବାଜିରେ ପଡ଼ିଛି ବୋଲି ଦୋକାନୀମାନେ କହିଛନ୍ତି।

    ସ୍ଥାଇ ଦୋକାନ ଗୃହ ନଥିବା କାରଣରୁ ବର୍ଷା ପବନ ବେଳେ ଭୟଙ୍କର ସମସ୍ୟା ହେଉଛି l ଏତେ ଅସୁବିଧା ସତ୍ତ୍ୱେ ମଧ୍ୟ ପାଲ ଟାଣି ଦୋକାନ ଚଳା ଇବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀମାନେ।

    ତେବେ ଦୋକାନୀମାନେ ପ୍ରଶାସନଙ୍କ ସ୍ଥାନାନ୍ତର ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ମଧ୍ୟ, ଏଯାବତ ନୂତନ ମାର୍କେଟରେ ମୌଳିକ ସୁବିଧାର ଅଭାବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ଏବଂ ଦୋକାନୀ।

    ଦୋକାନ ପିଣ୍ଡି,ସ୍ଥାଇ ଦୋକାନ ଘର, ଶୌଚାଳୟ ଓ ଡ୍ରେନେଜ୍ ବ୍ୟବସ୍ଥା, ସମତଳ ଜାଗା ନଥିବାରୁ ଦୋକାନୀ ଓ ଗ୍ରାହକ ଦୁହେଁ ନାନା ସମସ୍ୟାରେ ପଡ଼ୁଛନ୍ତି।

    ଯଥାଶୀଘ୍ର ଏହି ସମସ୍ୟାଗୁଡ଼ିକର ସମାଧାନ କରାଗଲେ ଦୋକାନୀ ଓ ସାଧାରଣ ଲୋକେ ଉପକୃତ ହେବେ ବୋଲି ଦାବି ଉଠିଛି।

    ଆଗକୁ ଦେଖିବାକୁ ବାକି ଅଛି ଏହି ଅବ୍ୟବସ୍ଥା ପ୍ରତି କେବେ ପ୍ରଶାସନ ର ନଜର ପଡୁଛି ଆଉ କେବେ ଏହାର ସମାଧାନ ହେଉଛି ଲ

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026 ରାଜ୍ୟ

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026 ଆଜିର ଖବର

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026 ଆଜିର ଖବର

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026 ଆଜିର ଖବର

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026 ରାଜ୍ୟ

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026 ଆଜିର ଖବର

    ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:

    April 9, 2026 ରାଜ୍ୟ

    ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

    April 8, 2026 ଆଜିର ଖବର

    ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;

    April 8, 2026 ଅପରାଧ

    ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର ::

    April 8, 2026 ଆଜିର ଖବର

    ଓଡ଼ିଆ ବର୍ଣ୍ଣବୋଧ ଓ ଶିଶୁ ଲେଖା ପୁସ୍ତକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ ହୋଇଛି |

    April 8, 2026 ଆଜିର ଖବର

    ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା ::

    April 8, 2026 ଆଜିର ଖବର
    Watch YouTube

    You May Like

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.