Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 9
    Facebook X (Twitter) YouTube Instagram
    Trending
    • ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::
    • PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::
    • ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;
    • ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;
    • ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::
    • କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::
    • ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :
    • ରାଜ୍ୟ ପୋଲିସ ମୁଖ୍ୟାଳୟ :;
    • ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:
    • ଜାଣନ୍ତୁ ଆଜିର ରାଶିଫଳ :;
    • ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ
    • ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।
    • ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;
    • ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»କଟକଙ୍କ ଜାରିକୃତ ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢ଼ାଉ ::

    କଟକଙ୍କ ଜାରିକୃତ ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢ଼ାଉ ::

    By Charcha NewsApril 8, 2026
    Share
    Facebook Twitter Email WhatsApp

    ଡ଼ିଶାରେ ଅସମାନୁପାତିକ ସମ୍ପତ୍ତି ଅଭିଯୋଗକୁ ନେଇ ଆଜି ବଡ଼ ପଦକ୍ଷେପ ନେଇଛି Odisha Vigilance । ୦୮ ଏପ୍ରିଲ ୨୦୨୬ ତାରିଖରେ କେନ୍ଦ୍ରୀୟ ସିଚାଇ ସର୍କଲ, ଭୁବନେଶ୍ୱରର ଅତିରିକ୍ତ ମୁଖ୍ୟ ଅଭିଯନ୍ତା Rajesh Chandra Mohanty ଙ୍କ ବିରୋଧରେ ଜଣାଶୁଣା ଆୟ ସ୍ତ୍ରୋତ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଏକାଧିକ ସ୍ଥାନରେ ସମକାଳୀନ ଚଢ଼ାଉ ଆରମ୍ଭ ହୋଇଛି। ମାନ୍ୟବର ବିଜିଲାନ୍ସ ବିଶେଷ ନ୍ୟାୟାଧୀଶ, କଟକଙ୍କ ଜାରିକୃତ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଚାଲିଥିବାବେଳେ ଏକ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୧୧ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ସହିତ ଅନ୍ୟାନ୍ୟ କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ, ଲେନ-୮ ରେ ଥିବା ତିନିତଳା ବାସଭବନ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୋଳହସିଂହ ଗ୍ରାମରେ ପୈତୃକ ଘର, ଢେଙ୍କାନାଳ ଜିଲ୍ଲା ଜୁବିଲି ଟାଉନ ଡେଉଳା ସାହିରେ ଥିବା ଆତ୍ମୀୟଙ୍କ ଘର, ଭୁବନେଶ୍ୱରରେ ଡ୍ୟାମ ସେଫ୍ଟି କାର୍ଯ୍ୟାଳୟରେ ତାଙ୍କ ଅଫିସ ଚେମ୍ବର, ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ବିମ୍ବୋଳ ଠାରେ ଥିବା ଡବଲ ଷ୍ଟୋରିଡ୍ ବିଲ୍ଡିଂ ସହ ଫାର୍ମ ହାଉସ ଏବଂ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ନୟାବଜାରରେ ଥିବା ଘନିଷ୍ଠ ସହଯୋଗୀଙ୍କ ଘର ସମେତ ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ବର୍ତ୍ତମାନ ସମୟରେ ତଲାଶି ଜାରି ରହିଥିବାବେଳେ ଆଗାମୀ ଦିନରେ ଏହା ସମ୍ପର୍କିତ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି |

    ଚର୍ଚ୍ଚା newsଡ଼ିଶାରେ ଅସମାନୁପାତିକ ସମ୍ପତ୍ତି ଅଭିଯୋଗକୁ ନେଇ ଆଜି ବଡ଼ ପଦକ୍ଷେପ ନେଇଛି Odisha Vigilance । ୦୮ ଏପ୍ରିଲ ୨୦୨୬ ତାରିଖରେ କେନ୍ଦ୍ରୀୟ ସିଚାଇ ସର୍କଲ, ଭୁବନେଶ୍ୱରର ଅତିରିକ୍ତ ମୁଖ୍ୟ ଅଭିଯନ୍ତା Rajesh Chandra Mohanty ଙ୍କ ବିରୋଧରେ ଜଣାଶୁଣା ଆୟ ସ୍ତ୍ରୋତ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଏକାଧିକ ସ୍ଥାନରେ ସମକାଳୀନ ଚଢ଼ାଉ ଆରମ୍ଭ ହୋଇଛି। ମାନ୍ୟବର ବିଜିଲାନ୍ସ ବିଶେଷ ନ୍ୟାୟାଧୀଶ, କଟକଙ୍କ ଜାରିକୃତ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଚାଲିଥିବାବେଳେ ଏକ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୧୧ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ସହିତ ଅନ୍ୟାନ୍ୟ କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ, ଲେନ-୮ ରେ ଥିବା ତିନିତଳା ବାସଭବନ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୋଳହସିଂହ ଗ୍ରାମରେ ପୈତୃକ ଘର, ଢେଙ୍କାନାଳ ଜିଲ୍ଲା ଜୁବିଲି ଟାଉନ ଡେଉଳା ସାହିରେ ଥିବା ଆତ୍ମୀୟଙ୍କ ଘର, ଭୁବନେଶ୍ୱରରେ ଡ୍ୟାମ ସେଫ୍ଟି କାର୍ଯ୍ୟାଳୟରେ ତାଙ୍କ ଅଫିସ ଚେମ୍ବର, ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ବିମ୍ବୋଳ ଠାରେ ଥିବା ଡବଲ ଷ୍ଟୋରିଡ୍ ବିଲ୍ଡିଂ ସହ ଫାର୍ମ ହାଉସ ଏବଂ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ନୟାବଜାରରେ ଥିବା ଘନିଷ୍ଠ ସହଯୋଗୀଙ୍କ ଘର ସମେତ ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ବର୍ତ୍ତମାନ ସମୟରେ ତଲାଶି ଜାରି ରହିଥିବାବେଳେ ଆଗାମୀ ଦିନରେ ଏହା ସମ୍ପର୍କିତ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି |

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026 ଆଜିର ଖବର

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026 ଆଜିର ଖବର

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026 ଆଜିର ଖବର

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026 ଆଜିର ଖବର

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026 ଆଜିର ଖବର

    ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

    April 8, 2026 ଆଜିର ଖବର

    ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।

    April 8, 2026 ଆଜିର ଖବର

    ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;

    April 8, 2026 ଅପରାଧ

    ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::

    April 8, 2026 ଆଜିର ଖବର

    ବଂଶଧାରା ଟ୍ରିବୁନାଲ ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୋଧକରି ପ୍ରେସ ବିବୃତି ::

    April 8, 2026 ଆଜିର ଖବର

    ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର ::

    April 8, 2026 ଆଜିର ଖବର

    ଓଡ଼ିଆ ବର୍ଣ୍ଣବୋଧ ଓ ଶିଶୁ ଲେଖା ପୁସ୍ତକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ ହୋଇଛି |

    April 8, 2026 ଆଜିର ଖବର
    Watch YouTube

    You May Like

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.