Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, April 13
    Facebook X (Twitter) YouTube Instagram
    Trending
    • ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ବତ ସମାବେଶ ଆୟୋଜିତ :
    • ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :
    • ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର
    • ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::
    • କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::
    • ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::
    • ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::
    • ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::
    • ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :
    • ଜାଣନ୍ତୁ ଆଜିର ରାଶିଫଳ ::
    • ଇରାନ ଓ ଭାରତ ମଧ୍ୟରେ ବଢ଼ିଲା ବନ୍ଧୁତାର ସମ୍ପର୍କ
    • ହୃଦଘାତ ନେଲା ଆଶାଙ୍କ ଜୀବନ
    • ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::
    • ଗୁଣପୁର ମାଟି ପାଇଁ ଜିବନ ଦେବୁ :;
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜନୀତି»ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ବତ ସମାବେଶ ଆୟୋଜିତ :

    ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ବତ ସମାବେଶ ଆୟୋଜିତ :

    By Charcha NewsApril 13, 2026
    Share
    Facebook Twitter Email WhatsApp

    BY-ଲଷ୍ମୀକାନ୍ତ ମହାପାତ୍ର

    ଖଲ୍ଲିକୋଟ: ଛତ୍ରପୁରଓଡ଼ିଆ ପକ୍ଷ ପାଳନ ର ଦ୍ୱାଦଶ ତମ୍ ଦିବସରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଚର୍ଚ୍ଚା, ବରପୁତ୍ରଙ୍କ ସ୍ମୃତିଚାରଣ ପୂର୍ବକ ତାଙ୍କରି ମହନୀୟ ଅବଦାନ ସମ୍ପର୍କରେ ଆଲୋଚନାଚକ୍ର, କଵିତା ଆସର ଆଦି ଅନୁଷ୍ଠିତ ହୋଇଯାଇଛି ।

    ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲାପରିଷଦ ଭଵନ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ସାରସ୍ଵତ ସମାଵେଶରେ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଅବିଭକ୍ତ ଗଞ୍ଜାମ ର ବରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

    ପ୍ରାରମ୍ଭରେ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

    ବରେଣ୍ୟ ଅତିଥି,ଆଲୋଚକ,ଗବେଷକ, ବିଦ୍ୱାନ୍ ବ୍ୟକ୍ତି ବିଶେଷ୍ୟଗଣ ଯୋଗଦେଇ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଙ୍କ ଓଡ଼ିଆ ସାହିତ୍ୟ ଜଗତକୁ ଦେଇଥିବା ମହତ୍ତ୍ୱପୂର୍ଣ୍ଣ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ଆଲୋକପାତ କରିଥିଲେ ।

    ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡିଶାର ବରପୁତ୍ରମାନଙ୍କର ତ୍ୟାଗ ଓ ତାଙ୍କରି ବଳିଷ୍ଠ ଅବଦାନ ଏବଂ ବଳିଦାନ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ସ୍ମୁତିଚାରଣ କରିଥିଲେ ।

    ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟ୍ଟା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତୀ ଆଚାର୍ଯ୍ୟ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସାହିତ୍ୟିକ, କବି ଓ କବିୟତ୍ରୀମାନେ ଯୋଗ ଦେଇ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ କରିଥିଲେ।

    ଦ୍ବିତୀୟ ପର୍ଯ୍ୟାୟରେ ଛତ୍ରପୁର ସାହିତ୍ୟ ସଂସଦର ସଭାପତି ତଥା ଆଇନଜ୍ଞ ବ୍ରଜ ମୋହନ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋନାଚକ୍ରରେ ଓଡ଼ିଶାର ବରପୁତ୍ର ମାନଙ୍କ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ସାଧନା ଓ କୃତିତ୍ୱ ବିଷୟରେ ଡ଼ଃ.ଅନନ୍ତ ରାମ କର (କୌଣ୍ଡିନ୍ୟ), କବିସୂର୍ଯ୍ୟ ବଳଦେବ ରଥଙ୍କ କବିତା ଓ ଭକ୍ତିମୟ ରଚନା ବିଷୟରେ ହରେକୃଷ୍ଣ ପଣ୍ଡା ମତବ୍ୟକ୍ତ କରିଥିଲେ । ସେହିପରି ଖଲ୍ଲିକୋଟ୍ ରାଜା ହରିହର ମର୍ଦ୍ଦରାଜ ଦେଓ ଙ୍କ ଶାସନ କାଳରେ ତାଙ୍କରି ପ୍ରଜାଙ୍କ ହିତ ସାଧନ ନିମନ୍ତେ ରହିଥିବା ବଳିଷ୍ଠ ଅବଦାନ ସମ୍ପର୍କରେ ଡ଼ଃ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିନାରାୟଣ ଦେବ ଙ୍କ ଐତିହାସିକ ଭୂମିକା ଉପରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ସବିଶେଷ ତଥ୍ୟ ଉପରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ ।

    ସେହିପରି ସଂଗ୍ରାମୀ ଚକରା ବିଷୋୟୀ / ଦୋରା ବିଷୋୟୀଙ୍କ ବୀରତ୍ଵ ସାହସ ଓ ଦେଶପ୍ରେମ ଜାଗ୍ରତ କରିବା କରିଥିବା ସଂଗ୍ରାମ ଉପରେ ଡ଼ଃ. ପ୍ରଦୀପ ପଟ୍ଟନାୟକ ଓ ଜ୍ୟୋତିଷଶାସ୍ତ୍ର ବିଶାରଦ ପଣ୍ତିତ

    ବାଇକୋଳି ମହାପାତ୍ରଙ୍କ ଜ୍ଞାନ ଓ ସାହିତ୍ୟକୃତୀରେ ଅବଦାନ ସମ୍ପର୍କରେ ଡ଼ଃ. ଦ୍ବାରିକାନାଥ ମହାରଣା ଉପସ୍ଥାପନା କରିଥିଲେ । ଗଞ୍ଜାମର ଇତିହାସ ଓଡ଼ିଆ ଭାଷା ଆନ୍ଦୋଳନରେ ଗଞ୍ଜାମର ଭୂମିକା ସମ୍ପର୍କରେ ପ୍ରାକ୍ତନ୍ ବିଧାୟକ ଅଶୋକ କୁମାର ଚୌଧୁରୀ ଆଲୋକପାତ କରିଥିଲେ । ଏହି ଅବସରରେ ବହୁ କବି ଓ କବିୟତ୍ରୀମାନଙ୍କ ଦ୍ୱାରା ଏହି ଅବସରରେ କବିତା ପାଠ କରାଯାଇଥିଲା। କାହ୍ନୁ ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖଲ୍ଲିକୋଟ ସହରରେ ପ୍ରତିଷ୍ଠିତ ଡକ୍ଟର ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ନେତ୍ତୃତ୍ଵରେ ଖଲ୍ଲିକୋଟ ଅଞ୍ଚଳରୁ ବହୁ କୃତ୍ତି କବି ଲେଖକ, ସାହିତ୍ୟିକ,ସାହିତ୍ୟିକା ଗଣ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।।

    ଶେଷରେ ଛତ୍ରପୁର ସାହିତ୍ୟ ସଂସଦର ସମ୍ପାଦକ ଦିଲ୍ଲୀପ କୁମାର ପଲେଇ ଧନ୍ୟବାଦ୍ ଜଣାଇଥିଲେ

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଇରାନ ଓ ଭାରତ ମଧ୍ୟରେ ବଢ଼ିଲା ବନ୍ଧୁତାର ସମ୍ପର୍କ

    April 12, 2026 ରାଜନୀତି

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026 ଆଜିର ଖବର

    ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ବର୍ଷା, କହିଲେ, ଅନୁପ୍ରବେଶ ଠାରୁ ଦୁଷ୍କର୍ମ ମାମଲା ପର୍ଯ୍ୟନ୍ତ ସବୁର ହେବ ହିସାବ :

    April 9, 2026 ଆଜିର ଖବର

    ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

    April 8, 2026 ଆଜିର ଖବର

    ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ ::

    April 7, 2026 ଆଜିର ଖବର

    ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ::

    April 7, 2026 ଆଜିର ଖବର

    ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ::

    April 7, 2026 ଆଜିର ଖବର

    ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୧୪ଟିରେ ସ୍ଥାୟୀ କୁଳପତି ନଥିବା ପ୍ରସଙ୍ଗ ::

    April 6, 2026 ଆଜିର ଖବର

    ପଞ୍ଚାୟତ ଭୟରେ ଆକ୍ସନ୍ ମୋଡ୍‌ରେ ନବୀନ!

    April 5, 2026 ଆଜିର ଖବର

    ଆପ୍‌ ଏବଂ ଏହାର ପ୍ରମୁଖ ନେତାଙ୍କ ପ୍ରସଙ୍ଗରେ ରାଘବଙ୍କ ନିରବତା ଯୋଗୁଁ ଦଳ ପକ୍ଷରୁ ତାଙ୍କ ବିରୋଧ‌ରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କଥା କୁହାଯାଇଛି ।

    April 2, 2026 ଆଜିର ଖବର

    ରାଜ୍ୟସଭାର ଉପନେତା ପଦରୁ ହଟିଲେ ଆପ୍ ସାଂସଦ ରାଘବ ଚଢ଼ା ::

    April 2, 2026 ଆଜିର ଖବର

    ଏପ୍ରିଲ ୧୬-୧୮ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ!

    April 2, 2026 ଆଜିର ଖବର
    Watch YouTube

    You May Like

    ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ବତ ସମାବେଶ ଆୟୋଜିତ :

    April 13, 2026

    ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :

    April 13, 2026

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026

    କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::

    April 13, 2026

    ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::

    April 13, 2026

    ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::

    April 13, 2026

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.