Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, April 11
    Facebook X (Twitter) YouTube Instagram
    Trending
    • ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ
    • ଛେନା ପୋଡ…
    • ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;
    • ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;
    • ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :
    • ଜାଣନ୍ତୁ ଆଜିର ରାଶିଫଳ :;
    • ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;
    • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::
    • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।
    • ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ
    • କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
    • କଳିଙ୍ଗ ହସ୍ପିଟାଲ୍‌କୁ କିଣିବ ମ୍ୟାକ୍ସ ହେଲ୍‌ଥକେୟାର ଓଡିଶା ହେଲ୍ଥ ସେକ୍ଟରରେ ବଡ ପରିବର୍ତ୍ତନ !
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    By Charcha NewsApril 9, 2026
    Share
    Facebook Twitter Email WhatsApp

    ଭୁବନେଶ୍ୱର ::ସ୍ୱଚ୍ଛ ସର୍ବେକ୍ଷଣରେ ପୁଣି ଯୋଡିହେଲା ଆଉ ଏକ ଫର୍ଦ୍ଦ । ଏଥର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ପ୍ରତ୍ୟେକ ଗଳିକନ୍ଦିରୁ ଉଠିବ ବର୍ଜ୍ୟ । ଯେଉଁସ୍ଥାନକୁ ସଫେଇ ଗାଡି ଯାଇପାରୁ ନାହିଁ ସେ ସ୍ଥାନକୁ ଏଣିକି ଯିବ ତିନି ଚକିଆ ସଫେଇ ଟ୍ରଲି । ପୂର୍ବରୁ ସ୍ୱଚ୍ଛକର୍ମୀଙ୍କୁ ଦିଆଯାଉଥିବା ହାତଠେଲା ଗାଡି ବା ପୁସ୍ କାର୍ଟ ବଦଳରେ ବିଏମ୍ ସି ଏହି ତିନି ଚକିଆ ସଫେଇ ଟ୍ରଲି ଦେଇଛି । ସ୍ୱଚ୍ଛ କର୍ମୀମାନେ ଏହାକୁ ପେଡଲ ସହାୟତାରେ ଚଳାଇ ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ କରିବେ । ଏହା ଫଳରେ କମ୍ ସମୟ ମଧ୍ୟରେ ଅଧିକ ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ କରିବା ସହ ସେଗୁଡିକୁ ଉପଯୁକ୍ତ ଭାବେ ସ୍ଥାନାନ୍ତର କରାଯାଇ ପାରିବ ।

    ଏହି ତିନି ଚକିଆ ସଫେଇ ଟ୍ରଲିକୁ ଆଜି ବିଏମ୍ ସି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା ଲୋକାର୍ପଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସଙ୍କ ସହ ବହୁ କର୍ପୋରେଟର, ସ୍ୱଚ୍ଛ କର୍ମୀଙ୍କ ଓ ଟିମ୍ ବିଏମ୍ ସି ଉପସ୍ଥିତ ଥିଲେ ।

    ଏହି ତିନି ଚକିଆ ସଫେଇ ଟ୍ରଲିରେ ଓଦା ଓ ଶୁଖିଲା ବର୍ଜ୍ୟ ପାଇଁ ସ୍ୱତନ୍ତ୍ର ଭାବେ ପାର୍ଟିସନ କରାଯାଇଛି । କେବଳ ସେତିକି ନୁହେଁ, ଏଥିରୁ ବର୍ଜ୍ୟ ଢାଳିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ତିନୋଟି ଜୋନର 67 ଓ୍ୱାର୍ଡ ପାଇଁ ମୋଟ 44ଟି ଗାଡି ପ୍ରଦାନ କରାଯାଇଛି । ସ୍ୱଚ୍ଛ ସର୍ବେକ୍ଷଣ ଅବସରରେ ବିଏମ୍ ସି ଅଂଚଳର ସବୁ ଗଳିକନ୍ଦିରୁ ଯେପରି ସହଜରେ ଏବଂ କମ୍ ସମୟ ମଧ୍ୟରେ ବର୍ଜ୍ୟ ଉଠିପାରିବ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ସ୍ୱଚ୍ଛ କର୍ମୀମାନେ ସମ୍ମାନର ସହ ଏହି ତିନି ଚକିଆ ସଫେଇ ଟ୍ରଲିରେ ବର୍ଜ୍ୟ ସଂଗ୍ରହ କରିବେ ବୋଲି କହିଛନ୍ତି ମାନନୀୟା ମେୟର ଓ କମିଶନର ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026 ଅପରାଧ

    ଛେନା ପୋଡ…

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026 ଆଜିର ଖବର

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026 ରାଜ୍ୟ

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026 ଆଜିର ଖବର

    ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;

    April 10, 2026 ଆଜିର ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026 ଆଜିର ଖବର

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।

    April 10, 2026 ରାଜ୍ୟ

    ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;

    April 10, 2026 ରାଜ୍ୟ

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::

    April 10, 2026 ଆଜିର ଖବର

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ

    April 10, 2026 ଆଜିର ଖବର

    କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

    April 10, 2026 ରାଜ୍ୟ
    Watch YouTube

    You May Like

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026

    ଛେନା ପୋଡ…

    April 11, 2026

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026

    ଜାଣନ୍ତୁ ଆଜିର ରାଶିଫଳ :;

    April 11, 2026

    ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;

    April 10, 2026

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.