Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, April 11
    Facebook X (Twitter) YouTube Instagram
    Trending
    • ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ
    • ଛେନା ପୋଡ…
    • ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;
    • ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;
    • ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :
    • ଜାଣନ୍ତୁ ଆଜିର ରାଶିଫଳ :;
    • ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;
    • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::
    • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।
    • ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ
    • କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
    • କଳିଙ୍ଗ ହସ୍ପିଟାଲ୍‌କୁ କିଣିବ ମ୍ୟାକ୍ସ ହେଲ୍‌ଥକେୟାର ଓଡିଶା ହେଲ୍ଥ ସେକ୍ଟରରେ ବଡ ପରିବର୍ତ୍ତନ !
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    By Charcha NewsApril 11, 2026
    Share
    Facebook Twitter Email WhatsApp

    by-ରବୀନ୍ଦ୍ର ନାଥ ମହାପାତ୍ର

    ରାୟଗଡା ::ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ଯରେ ଏବେ ବି ଉତ୍ତେଜନା ଲାଗି ରହିଛି। ପ୍ରସ୍ଥାବିତ ଖଣି ଖନନକୁ ଲୋକେ ତୀବ୍ର ବିରୋଧ କରିଛନ୍ତି। ପୁଲିସ ଓ ଜନତାଙ୍କ ମଧ୍ଯରେ ହୋଈଥିବା ସଂଘର୍ଷ ପରେ ଆଜି କଂଗ୍ରେସ ର ଏକ ଫେକ୍ଟଫାଇଣ୍ଡିଙ୍ଗ୍ ଟିମ୍ କାଶୀପୁର ବ୍ଲକର କଣ୍ଟାମାଳ ଗ୍ରାମରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ନିର୍ଦ୍ଦେଶ ପରେ କୋରାପୁଟ ସାଂସଦ ସପ୍ତଗିରି ଉଲକା , ସି ଏଲ ପି ନେତା ରାମଚନ୍ଦ୍ର କାଡାମ , ରାୟଗଡ଼ା ବିଧାୟକ ଆପ୍ପୁଲୁ ସ୍ୱାମୀ କାଡ୍ରାକା , ତାର ପ୍ରସାଦ ବାହିନୀ ପତି , ବିଧାୟକ ମଙ୍ଗୁ ଖିଲ , bisamcuttack ବିଧାୟକ ନୀଳ ମାଧବ ହୀକୋକା ଙ୍କ ନେତୃତ୍ୱରେ ଦଳର 10ଜଣିଆ ଟିମ୍ ଲୋକଙ୍କ ସହ ଆଲୋଚନା କରିଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଟିମ୍ ରେ ସାମିଲ ହୋଇ ଲୋକଙ୍କ ଉପରେ ପୁଲିସ ର ଆକ୍ରମଣ କୁ ନିନ୍ଦା କରିଛନ୍ତି। ପ୍ରଭାବିତ ଙ୍କ ସହ ଆଲୋଚନା କରି ଏହି ଟିମ୍ ଖଣିଖନନ ଓ ରାସ୍ତା ନିର୍ମାଣକୁ ବିରୋଧ କରିଛନ୍ତି। ଲୋକଙ୍କ ମତାମତ ନେବା ସହ ସରକାର ପୁନର୍ବାର ଏହି ଅଞ୍ଚଳରେ ଗ୍ରାମସଭା କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏହି ଟିମ୍ ଆଜି ପ୍ରଥମେ କଣ୍ଟାମାଳ ଓ ସାଗବାରୀ ଅଞ୍ଚଳ ଗସ୍ତ କରିବା ସହ ଏକ ସବିଶେଷ ରିପୋର୍ଟ ରାହୁଲ ଗାନ୍ଧୀ ଙ୍କ ଦେବେ କହିଛନ୍ତି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026 ଅପରାଧ

    ଛେନା ପୋଡ…

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026 ଆଜିର ଖବର

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026 ରାଜ୍ୟ

    ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;

    April 10, 2026 ଆଜିର ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026 ଆଜିର ଖବର

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।

    April 10, 2026 ରାଜ୍ୟ

    ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;

    April 10, 2026 ରାଜ୍ୟ

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::

    April 10, 2026 ଆଜିର ଖବର

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ

    April 10, 2026 ଆଜିର ଖବର

    କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

    April 10, 2026 ରାଜ୍ୟ

    କଳିଙ୍ଗ ହସ୍ପିଟାଲ୍‌କୁ କିଣିବ ମ୍ୟାକ୍ସ ହେଲ୍‌ଥକେୟାର ଓଡିଶା ହେଲ୍ଥ ସେକ୍ଟରରେ ବଡ ପରିବର୍ତ୍ତନ !

    April 10, 2026 ଅର୍ଥନୀତି
    Watch YouTube

    You May Like

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026

    ଛେନା ପୋଡ…

    April 11, 2026

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026

    ଜାଣନ୍ତୁ ଆଜିର ରାଶିଫଳ :;

    April 11, 2026

    ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;

    April 10, 2026

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.