Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 9
    Facebook X (Twitter) YouTube Instagram
    Trending
    • ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::
    • PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::
    • ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;
    • ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;
    • ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::
    • କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::
    • ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :
    • ରାଜ୍ୟ ପୋଲିସ ମୁଖ୍ୟାଳୟ :;
    • ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:
    • ଜାଣନ୍ତୁ ଆଜିର ରାଶିଫଳ :;
    • ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ
    • ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।
    • ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;
    • ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ସୁନ୍ଦରଗଡ଼ରେ SAFAR ପ୍ରକଳ୍ପ ଅଧୀନରେ ଅମ୍ଲମାଟି ପରିଚାଳନା ଓ ସମତୁଳିତସର ବ୍ୟବହାର ବିଷୟରେ ସଚେତନତା ପ୍ରଶିକ୍ଷଣ ::

    ସୁନ୍ଦରଗଡ଼ରେ SAFAR ପ୍ରକଳ୍ପ ଅଧୀନରେ ଅମ୍ଲମାଟି ପରିଚାଳନା ଓ ସମତୁଳିତସର ବ୍ୟବହାର ବିଷୟରେ ସଚେତନତା ପ୍ରଶିକ୍ଷଣ ::

    By Charcha NewsApril 6, 2026
    Share
    Facebook Twitter Email WhatsApp

    ସୁନ୍ଦରଗଡ଼, ଏପ୍ରିଲ୬: ସୁନ୍ଦରଗଡ଼ଜିଲ୍ଲାରଲାଠିକଟାବ୍ଲକଅନ୍ତର୍ଗତରାଣ୍ଟୋଗ୍ରାମରେଆଜି ‘ଅମ୍ଲମାଟିପରିଚାଳନାଓସମତୁଳିତସାରବ୍ୟବହାର’ବିଷୟରେଏକସଚେତନତାପ୍ରଶିକ୍ଷଣକାର୍ଯ୍ୟକ୍ରମଆୟୋଜିତହୋଇଥିଲା।ଏହାକୁ ICAR-CRRI, କଟକଦ୍ୱାରାBiotezAgrinovationPvt. Ltd. ସହଯୋଗରେ ‘Economic and environment-friendly utilization of Basic-Slag and Fly Ash as Soil amendments to Reclaim Acid soils of Odisha [SAFAR]: Waste to wealth for promoting circular economy (EAP 411)’ ପ୍ରକଳ୍ପଅଧୀନରେଆୟୋଜନକରାଯାଇଥିଲା।ଏହିପ୍ରକଳ୍ପଟିଓଡ଼ିଶାରାଜ୍ୟସରକାରଙ୍କଅର୍ଥସହଯୋଗରେପରିଚାଳିତହେଉଛି।କାର୍ୟକ୍ରମରେମୋଟ୧୧୫ଜଣଚାଷୀଅଂଶଗ୍ରହଣକରିଥିଲେ।

    କାର୍ୟକ୍ରମରେ Dr. P. Bhattacharyya, ପ୍ରଧାନଅନୁସନ୍ଧାନକାରୀଓମୁଖ୍ୟ, CPD, ICAR-CRRI; Dr. Supriya Dash, ବ୍ଲକକୃଷିଅଧିକାରୀ, ଲାଠିକଟା; Dr. WinniRoutray, ସହଯୋଗୀଅଧ୍ୟାପିକା, ଖାଦ୍ୟପ୍ରକ୍ରିୟାକରଣବିଭାଗ, NIT Rourkela; ଏବଂ Dr. ShitarashmiSahu, ନିର୍ଦ୍ଦେଶିକାଓସଂସ୍ଥାପିକା, BiotezAgrinovationPvt. Ltd. ଉପସ୍ଥିତଥିଲେ।

    କାର୍ୟକ୍ରମଟିଶ୍ରୀମତୀରାଜଲକ୍ଷ୍ମୀସାହୁଙ୍କସ୍ୱାଗତଭାଷଣସହଆରମ୍ଭହୋଇଥିଲା।ସେ SAFAR ପ୍ରକଳ୍ପରଲକ୍ଷ୍ୟଓଉଦ୍ଦେଶ୍ୟସମ୍ବନ୍ଧରେସାମଗ୍ରିକଧାରଣାଦେଇଥିଲେ।ପରେଡା. ଶିତାରଶ୍ମିସାହୁବାୟୋ-ଫର୍ଟିଲାଇଜରବିଷୟରେଆଲୋଚନାକରିBiotezAgrinovationଦ୍ୱାରାସୁସ୍ଥାୟୀକୃଷିପ୍ରଚାରରେନିଆଯାଉଥିବାପଦକ୍ଷେପବିଷୟରେଅଲୋକପାତକରିଥିଲେ।

    ଡା. ପି. ଭଟ୍ଟାଚାର୍ଯ୍ୟମାଟିରସ୍ୱାସ୍ଥ୍ୟ, pH ମାନ, ଅମ୍ଲତାରକାରଣଓତାହାରଫସଲଉତ୍ପାଦନଉପରେପ୍ରଭାବବିଷୟରେବିସ୍ତୃତଅଲୋଚନାକରିଥିଲେ।ସେମାଟିପରୀକ୍ଷା, ମାଟିନମୁନାସଂଗ୍ରହପ୍ରଣାଳୀ, ଅମ୍ଲମାଟିପରିଚାଳନାପାଇଁ Ecolime+ ବ୍ୟବହାରଓଭୂମିପ୍ରକୃତିଓଅବଧିଅନୁଯାୟୀଉପଯୁକ୍ତଧାନବିଜଚୟନବିଷୟରେଗୁରୁତ୍ୱଦେଇଥିଲେ।

    ଡା. ସୁପ୍ରିୟାଦାଶଗ୍ରୀନ୍ମାନ୍ୟୁରିଂ, ବିଜଶୋଧନପ୍ରକ୍ରିୟାରଗୁରୁତ୍ୱଓ Ecolime+ ବ୍ୟବହାରଦ୍ୱାରାମାଟିରଅମ୍ଲତାକମେଇବାରଲାଭବିଷୟରେକହିଥିଲେ, ଯାହାଓଡ଼ିଶାରେଚାଷୀମାନଙ୍କପାଇଁଏକମୁଖ୍ୟସମସ୍ୟା।

    ପ୍ରଶିକ୍ଷଣକାର୍ୟକ୍ରମରଅଂଶଭାବେରାଣ୍ଟୋଗ୍ରାମରଚାଷୀମାନଙ୍କୁ୧୦୦ଟିସଏଲ୍ହେଲ୍ଥକାର୍ଡବଣ୍ଟନକରାଯାଇଥିଲା, ଯାହାଚାଷୀମାନଙ୍କୁସଚେତନନିଷ୍ପତ୍ତିନେବାରେସହାୟକହେବ।ଶେଷରେଚାଷୀମାନଙ୍କସହଆଲୋଚନାଓମତାମତଗ୍ରହଣକରାଯାଇଥିଲାଏବଂଦୀର୍ଘମିଆଦିଭିତ୍ତିରେ Ecolime+ ବ୍ୟବହାରଓସୁସ୍ଥାୟୀମାଟିପରିଚାଳନାକିପରିଅଗ୍ରସରକରାଯାଇପାରିବସେଥିରେଚର୍ଚ୍ଚାହୋଇଥିଲା।

    ଏହିକାର୍ୟକ୍ରମଚାଷୀମାନଙ୍କଜ୍ଞାନବୃଦ୍ଧିସହିତଜଳବାୟୁ-ସହନଶୀଳଓସୁସ୍ଥାୟୀକୃଷିପ୍ରଚଳନକୁଅଗ୍ରସରକରିବାରେଏକଗୁରୁତ୍ୱପୂର୍ଣ୍ଣପଦକ୍ଷେପବୋଲିପ୍ରମାଣିତହୋଇଛି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026 ରାଜ୍ୟ

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026 ଆଜିର ଖବର

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026 ଆଜିର ଖବର

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026 ଆଜିର ଖବର

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026 ରାଜ୍ୟ

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026 ଆଜିର ଖବର

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026 ରାଜ୍ୟ

    ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:

    April 9, 2026 ରାଜ୍ୟ

    ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

    April 8, 2026 ଆଜିର ଖବର

    ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;

    April 8, 2026 ଅପରାଧ

    ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର ::

    April 8, 2026 ଆଜିର ଖବର

    ଓଡ଼ିଆ ବର୍ଣ୍ଣବୋଧ ଓ ଶିଶୁ ଲେଖା ପୁସ୍ତକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ ହୋଇଛି |

    April 8, 2026 ଆଜିର ଖବର
    Watch YouTube

    You May Like

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.