Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, April 11
    Facebook X (Twitter) YouTube Instagram
    Trending
    • ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ
    • ଛେନା ପୋଡ…
    • ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;
    • ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;
    • ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :
    • ଜାଣନ୍ତୁ ଆଜିର ରାଶିଫଳ :;
    • ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;
    • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::
    • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।
    • ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ
    • କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
    • କଳିଙ୍ଗ ହସ୍ପିଟାଲ୍‌କୁ କିଣିବ ମ୍ୟାକ୍ସ ହେଲ୍‌ଥକେୟାର ଓଡିଶା ହେଲ୍ଥ ସେକ୍ଟରରେ ବଡ ପରିବର୍ତ୍ତନ !
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    By Charcha NewsApril 11, 2026
    Share
    Facebook Twitter Email WhatsApp

    କଟକ: ବିଶ୍ଵ ହୋମିଓପାଥିକ ଦିବସ ପୂଣ୍ୟାତ୍ମା ହୋମିଓପାଥିକ ଜନକ ଡାକ୍ତର. ସି. ଏଫ. ଏସ. ହ୍ୟାନିମ୍ୟାନ୍‌ଙ୍କ ୨୭୨ ତମ ପବିତ୍ର ଜନ୍ମ ବାର୍ଷିକ ଅବସରରେ ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ ଚୌଧୁରୀ ବଜାରସ୍ଥିତ ସହିଦ୍ ଭବନରେ ଅନୁଷ୍ଠିତ ହୋଇ ଯାଇଛି।୧୭୫୫ ମସିହା ଏପ୍ରିଲ ୧୦ ତାରିଖ ଆଜି ଦିନରେ ଡା. ସି. ଏଫ. ଏସ. ହ୍ୟାନିମ୍ୟାନ୍ ଜନ୍ମ ଗ୍ରହଣ କରିଥିଲେ ଜୀବ ଜଗତର କଲ୍ୟାଣ ନିମିତ୍ତ ଏହି ମହାତ୍ମାଙ୍କ ଅବଦାନ ଅବିସ୍ମରଣୀୟ । ଆଜି ଏହି ଚିକତ୍ସା ବିଶ୍ଵର କୋଣ ଅନୁକୋଣରେ ଉପଲବ୍ଧ। ରାଜ୍ୟରେ ହୋମିଓପ୍ୟାଥିକ ଚକିତ୍ସା କରି ଜୀବନ ଜୀବିକା ନିର୍ବାହ କରୁଥିବା ପ୍ରାକ୍ଟିସିନରସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହେଲା । ଏହି ପରିପ୍ରେକ୍ଷିରେ ପ୍ରାକ୍ଟିସିନରସମାନେ ସମ୍ମିଳିତ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମିତ୍ତ ୨୦୧୪ ମସିହାରେ ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାକ୍ଟିସନରସ ଆସୋସିଏସନ ଗଠନ କରିଥିଲେ,ଯାହା ସମଗ୍ର ଦେଶରେ ଏକମାତ୍ର ଆସୋସିଏସନ କହିଲେ ଅତ୍ୟୁକ୍ତି ହେବନାହିଁ । ଆଜିର ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ସି ଏମ ସି ମେୟର ସୁବାସ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ହୋମିଓପାଥିିକ ଚିକିତ୍ସା ବିଷୟରେ ନିଜର ଅନୁଭୂତି ବାଣ୍ଟି ଥିଲେ। ରାଜ୍ୟ ସଭାପତି ଡକ୍ଟର ଅଟଲ କୁମାର ଦାସ ସଭା ପରିଚାଳନା କରିଥିବାବେଳେ ରାଜ୍ୟ ସମ୍ପାଦକ ଡକ୍ଟର ମଦନ ମୋହନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ହୋମିଓପାଥିକ୍ ଚିକିତ୍ସା ପଦ୍ଧତିରେ କିପରି ଚିକିତ୍ସା ହୋଇପାରେ ସେ ବିଷୟରେ ଆଲୋଚନା ହୋଇଥିଲା। ପ୍ରାକ୍ଟିସନର ମାନଙ୍କର ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ

    ଉପସ୍ଥାପନା ହୋଇଥିବା ତିନିଟି ଦାବୀ ଗୁଡ଼ିକ ହେଲା ९. ପୂର୍ବରୁ ସ୍ଥଗିତ ଥିବା ତାଲିକାଭୁକ୍ତ ମାନ୍ୟତା ପୁନଃ ପ୍ରଚଳନ ।୨. ସରକାର ପ୍ରଚଳନ କରିଥିବା “ଆୟୁଷ୍ମାନ ଭାରତ ଓ ଆରୋଗ୍ୟ ମନ୍ଦିରରେ” ସେମାନଙ୍କୁ ଅବୈତନିକ ଚିକିତ୍ସକ ଭାବେ ସହଯୋଗ ନିମିତ୍ତ ସୁଯୋଗ ଦେବା ୩. ଆସୋସିଏସନର ଚିକିତ୍ସକ ମାନଙ୍କ ଜୀବନ ଜୀବିକା ନିମିତ୍ତ ଚିକିତ୍ସା କ୍ଷେତ୍ରରେ କୌଣସି କଟକଣା ନରଖିବା । ଏହି ଦାବୀ ପୂରଣ ନିମିତ୍ତ ଲଢେଇ ଜାରି ରହିବ ବୋଲି ପ୍ରକାଶ କରିଥିଲେ ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026 ଅପରାଧ

    ଛେନା ପୋଡ…

    April 11, 2026 ଆଜିର ଖବର

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026 ଆଜିର ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026 ଆଜିର ଖବର

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।

    April 10, 2026 ରାଜ୍ୟ

    ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;

    April 10, 2026 ରାଜ୍ୟ

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::

    April 10, 2026 ଆଜିର ଖବର

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ

    April 10, 2026 ଆଜିର ଖବର

    କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

    April 10, 2026 ରାଜ୍ୟ

    କଳିଙ୍ଗ ହସ୍ପିଟାଲ୍‌କୁ କିଣିବ ମ୍ୟାକ୍ସ ହେଲ୍‌ଥକେୟାର ଓଡିଶା ହେଲ୍ଥ ସେକ୍ଟରରେ ବଡ ପରିବର୍ତ୍ତନ !

    April 10, 2026 ଅର୍ଥନୀତି

    ରାୟଗଡ଼ ସଂସ୍କୃତି ଭବନ ପରିସରରେ “ଆସ ବହିଟିଏ କିଣିବା ଅଭିଯାନ” ଦିବସ ପାଳନ  :;

    April 10, 2026 ଆଜିର ଖବର

    ଜାଣନ୍ତୁ ଏ ସପ୍ତାହର ରାଶିଫଳ :;

    April 10, 2026 ରାଜ୍ୟ
    Watch YouTube

    You May Like

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026

    ଛେନା ପୋଡ…

    April 11, 2026

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026

    ଜାଣନ୍ତୁ ଆଜିର ରାଶିଫଳ :;

    April 11, 2026

    ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;

    April 10, 2026

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.