Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, April 13
    Facebook X (Twitter) YouTube Instagram
    Trending
    • ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :
    • ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର
    • ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::
    • କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::
    • ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::
    • ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::
    • ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::
    • ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :
    • ଜାଣନ୍ତୁ ଆଜିର ରାଶିଫଳ ::
    • ଇରାନ ଓ ଭାରତ ମଧ୍ୟରେ ବଢ଼ିଲା ବନ୍ଧୁତାର ସମ୍ପର୍କ
    • ହୃଦଘାତ ନେଲା ଆଶାଙ୍କ ଜୀବନ
    • ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::
    • ଗୁଣପୁର ମାଟି ପାଇଁ ଜିବନ ଦେବୁ :;
    • ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    By Charcha NewsApril 13, 2026
    Share
    Facebook Twitter Email WhatsApp

    ମନ୍ଦିର ନଗରୀ Bhubaneswar ଐତିହ୍ୟ ଓ ଆଧୁନିକତାର 78 ବର୍ଷର ଗାଥା ସମୟ ବଦଳିଗଲା କିନ୍ତୁ ଭୁବନେଶ୍ୱରର ଆତ୍ମା ଆଜିବି ସେୟା ଅଛି।

    BY-SUBHASMITA-DT-13.4.2026

    ଭୁବନେଶ୍ୱର :: DT-13.4.2026 :ଭୁବନେଶ୍ୱର ନାମଟି ଶୁଣିଲେ ମନରେ ଆସେ ଶାନ୍ତି, ଭକ୍ତି ଓ ଐତିହ୍ୟର ଏକ ସୁନ୍ଦର ଚିତ୍ର। ଏହି ସହର କେବଳ ଓଡ଼ିଶାର ରାଜଧାନୀ ନୁହେଁ, ଏହା ଆମ ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପରିଚୟ। ହଁ ଆଜ୍ଞା

    ସ୍ୱାଧୀନତା ପରେ, ଯେତେବେଳେ ଓଡ଼ିଶାକୁ ଏକ ଯୋଜିତ ରାଜଧାନୀ ସହରର ଆବଶ୍ୟକତା ହୋଇଥିଲା, 1948 ମସିହାରେ ଭୁବନେଶ୍ୱରକୁ ରାଜଧାନୀ ଭାବେ ଗଢ଼ିବା କାମ ଆରମ୍ଭ ହେଲା। ଏହି ନଗରୀର ପରିକଳ୍ପନା କରିଥିଲେ ଜର୍ମାନ ନିର୍ମାଣ ବିଶେଷଜ୍ଞ Otto Königsberger।( ଅଟୋ କୋନିଗ୍ସବର୍ଗର)ତାଙ୍କର ଯୋଜନାରେ ଏହି ସହରକୁ ଏକ ସୁନ୍ଦର ସୁସଂଘଟିତ, ସବୁଜ ଓ ଆଧୁନିକ ନଗରୀ ଭାବେ ଗଢ଼ାଯାଇଥିଲା।

    13 ଏପ୍ରିଲ 1948 ରେ ଏହାର ଭିତ୍ତିପ୍ରସ୍ଥର ପକାଯାଇଥିଲା, ଯାହାକୁ ଆମେ ଆଜି “Foundation Day” ଭାବେ ପାଳନ କରୁଛୁ।ଭୁବନେଶ୍ୱରକୁ “Temple City” ବୋଲି କୁହାଯାଏ, କାରଣ ଏଠାରେ ଶତାଧିକ ପ୍ରାଚୀନ ମନ୍ଦିର ଅଛି। ଯେମିତି କି Lingaraj Temple, Mukteswar Temple, Rajarani Temple ଭଳି ମନ୍ଦିରଗୁଡ଼ିକ ଏହି ସହରର ଐତିହ୍ୟକୁ ଆଜି ମଧ୍ୟ ଜୀବନ୍ତ ରଖିଛି ।କିନ୍ତୁ ଏହି ସହର କେବଳ ପୁରୁଣା ଐତିହ୍ୟରେ ସୀମିତ ନୁହେଁ। ଆଜିର ଭୁବନେଶ୍ୱର ଏକ ଆଧୁନିକ ସହର

    ଯେଉଁଠାରେ ଅଛି IT ପାର୍କ, ବଡ଼ ବଡ଼ ଶିକ୍ଷା ସଂସ୍ଥା, ସୁନ୍ଦର ରାସ୍ତା ଓ ଉନ୍ନତ ଜୀବନ ଶୈଳୀ ।ଦିନକୁ ଯେଉଁ ସହର ଶାନ୍ତ ଓ ସଂସ୍କୃତିମୟ ଲାଗେ, ସେଇ ସହର ରାତିରେ ଆଲୋକରେ ଜଗମଗ କରି ଆଧୁନିକତାର ଚିତ୍ର ଦେଖାଏ ।ଏହି ସହରର ପ୍ରତ୍ୟେକ ରାସ୍ତା, ପ୍ରତ୍ୟେକ ମନ୍ଦିର, ପ୍ରତ୍ୟେକ କାହାଣୀ ଇତିହାସ ଓ ସଂଘର୍ଷର ସାକ୍ଷୀ। 78 ବର୍ଷର ଏହି ଯାତ୍ରା ଆମକୁ ଗର୍ବିତ କରେ

    ଏହି ସହରର ପ୍ରତ୍ୟେକ ରାସ୍ତା, ପ୍ରତ୍ୟେକ ମନ୍ଦିର, ପ୍ରତ୍ୟେକ କାହାଣୀ ଇତିହାସ ଓ ସଂଘର୍ଷର ସାକ୍ଷୀ ।78 ବର୍ଷର ଏହି ଯାତ୍ରା ଆମକୁ ଗର୍ବିତ କରେ । ଭୁବନେଶ୍ୱର କେବଳ ଏକ ନଗରୀ ନୁହେଁ ଏହା ଗୋଟେ ସଂଘର୍ଷର କାହାଣୀ।

    ବର୍ଷ ପରେ ବର୍ଷ, ଏହି ସହର ଦେଖିଛି ଅନେକ ପରିବର୍ତ୍ତନ, ସହିଛି ଅନେକ କଷ୍ଟ ଓ ଯନ୍ତ୍ରଣା। ପ୍ରାକୃତିକ ବିପଦ, ବିକାଶର ଚାପ, ଓ ସମୟର ପରୀକ୍ଷା ସବୁକୁ ସହି ଏହି ସହର କେବେ ମଧ୍ୟ ହାର ମାନିନି।

    ସହିଛି କିନ୍ତୁ ଚୁପ୍ ରହିନି,ପଡ଼ିଛି କିନ୍ତୁ ପୁଣି ଉଠିଛି,

    ଏବଂ ଆଜି ମଧ୍ୟ ହସୁଛି, ଆଗକୁ ବଢ଼ୁଛି ।ଏହି ସହର ଆମକୁ ଶିଖାଏ ଜୀବନରେ ଯେତେ ବି ଅସୁବିଧା ଆସୁ, ହାର ମାନିବା ନୁହେଁ

    ଉଠି ଆଗକୁ ବଢ଼ିବା ହେଉଛି ସଫଳତାର ସତ୍ୟ ପଥ। ଆଜିର ଏହି ପବିତ୍ର ଦିନରେ, ଆସନ୍ତୁ ଆମେ ସମସ୍ତେ ଏକ ଶପଥ ନେବା

    ଆମର ପ୍ରିୟ ଭୁବନେଶ୍ୱରକୁ ସ୍ୱଚ୍ଛ, ସୁନ୍ଦର ଓ ଉନ୍ନତ ସହର ଭାବେ ଗଢ଼ି ତୋଳିବା ।ଭୁବନେଶ୍ୱର ଗଢ଼ିଛି ଲୋକମାନଙ୍କ , ସ୍ୱପ୍ନ ଓ ତାଙ୍କର ସଂଘର୍ଷ ।ଏହା କେବଳ ଗୋଟେ ସହର ନୁହେଁ ଏହା ଆମର ପରିଚୟ, ଆମର ଗର୍ବ, ଆମର ଭାବନା ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :

    April 13, 2026 ରାଜ୍ୟ

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026 ଆଜିର ଖବର

    କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::

    April 13, 2026 ରାଜ୍ୟ

    ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::

    April 13, 2026 ରାଜ୍ୟ

    ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::

    April 13, 2026 ରାଜ୍ୟ

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026 ଆଜିର ଖବର

    ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :

    April 13, 2026 ରାଜ୍ୟ

    ହୃଦଘାତ ନେଲା ଆଶାଙ୍କ ଜୀବନ

    April 12, 2026 ଆଜିର ଖବର

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026 ଆଜିର ଖବର

    ଗୁଣପୁର ମାଟି ପାଇଁ ଜିବନ ଦେବୁ :;

    April 11, 2026 ରାଜ୍ୟ

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026 ଆଜିର ଖବର

    ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    April 11, 2026 ଆଜିର ଖବର
    Watch YouTube

    You May Like

    ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :

    April 13, 2026

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026

    କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::

    April 13, 2026

    ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::

    April 13, 2026

    ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::

    April 13, 2026

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026

    ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :

    April 13, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.