Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, April 11
    Facebook X (Twitter) YouTube Instagram
    Trending
    • ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ
    • ଛେନା ପୋଡ…
    • ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;
    • ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;
    • ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :
    • ଜାଣନ୍ତୁ ଆଜିର ରାଶିଫଳ :;
    • ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;
    • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::
    • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।
    • ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ
    • କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
    • କଳିଙ୍ଗ ହସ୍ପିଟାଲ୍‌କୁ କିଣିବ ମ୍ୟାକ୍ସ ହେଲ୍‌ଥକେୟାର ଓଡିଶା ହେଲ୍ଥ ସେକ୍ଟରରେ ବଡ ପରିବର୍ତ୍ତନ !
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    By Charcha NewsApril 9, 2026
    Share
    Facebook Twitter Email WhatsApp

    ଭୁବ‌ନେଶ୍ବର-ରାଉରକେଲା ଘରୋଇ ବିମାନ ଇଣ୍ଡିଆ ୱାନ୍ ଏୟାର ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଅଧିକାରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟଳକୁ ତଦନ୍ତର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି ।

    ରାଉରକେଲା : ଭୁବ‌ନେଶ୍ବର-ରାଉରକେଲା ଘରୋଇ ବିମାନ ଇଣ୍ଡିଆ ୱାନ୍ ଏୟାର ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଅଧିକାରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟଳକୁ ତଦନ୍ତର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି। ରାଉରକେଲା ଏୟାରପୋର୍ଟରୁ  ପ୍ରାୟ ୫୫ କି.ମି. ପୂର୍ବରୁ ବିମାନରେ ଇନ୍ଧନ କମି ଆସୁଥିବାରୁ ଇଞ୍ଜିନ୍‌ ଠିକ୍‌ ଭାବେ କାମ କରିନଥିଲା। ପାଇଲଟ୍‌ ଓ କୋ-ପାଇଲଟ୍‌ ଜାଣିବା ପରେ ତତ୍‌କ୍ଷଣାତ୍‌ ବିମାନଟିକୁ ସୁରକ୍ଷିତ ସ୍ଥାନରେ ଜରୁରୀଅବତରଣ କରିବାକୁ ପ୍ରୟାସ କରିଥିଲେ। ଏମିତି କି ରାଉରକେଲା ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି)କୁ ମେ’ଡେ କଲ୍‌ ଦିଆଯାଇଥିଲା।

    ଯାତ୍ରୀମାନଙ୍କୁ ବଞ୍ଚାଇବାକୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ବ୍ରାହ୍ମଣୀନଦୀ ଶଯ୍ୟାରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ବିମାନଟି କମ୍‌ ଉଚ୍ଚତାରେ ଥିବାରୁ ସମ୍ଭବପର ହୋଇପାରି ନଥିଲା। ଶେଷରେ ଖୋଲା ସ୍ଥାନକୁ ବାଛିଥିଲେ। ଲାଠିକଟା କଂସର ଗାଡ଼ିଆଟୋଲା ଚାଷଜମି ନିକଟସ୍ଥ ପଡ଼ିଆରେ ଜରୁରୀଅବତରଣ କରାଇଥିଲେ। ବିମାନଟି ଗଛ ଓ ବିଦ୍ୟୁତ୍‌ ତାରରେ ପିଟି ହୋଇ ଖସି ପଡ଼ିଥିଲା। ବିମାନ ଖସିପଡ଼ିବା ପରେ ନାକ୍‌ ଲ୍ୟାଣ୍ଡିଂ ଗିଅର ବିମାନରୁ ଅଲଗା ହୋଇଯାଇଥିଲା। ମୁଖ୍ୟ ଲ୍ୟାଣ୍ଡିଂ ଗିଅର, ଇଞ୍ଜିନ ଓ ବ୍ଲେଡ କ୍ଷତିଗ୍ରସ୍ତ ହୋଇଥିଲା। ବିମାନର ବାମ ଓ ଡାହାଣ ପାର୍ଶ୍ବ ଡେଣା ଭାଙ୍ଗିଯାଇଥିଲା। ଖସିପଡ଼ିବା ପରେ ବିମାନରେ ସୌଭାଗ୍ୟବଶତଃ ନିଆଁ ଲାଗି ନଥିଲା। କକ୍‌ପିଟ୍‌ ଭଏସ୍‌ ରେକର୍ଡର (ସିଭିଆର୍‌), ଫ୍ଲାଇଟ୍‌ ଡାଟା ରେକର୍ଡର (ଏଫ୍‌ଡିଆର୍‌) ତଥ୍ୟକୁ ଯାଞ୍ଚ କରାଯାଉଛି ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ସୂଚନା‌ଯୋଗ୍ୟ, ଗତ ଜାନୁଆରି ୧୦ରେ  ଭୁବନେଶ୍ବରୁ-ରାଉରକେଲା ଆସୁଥିିବା  ‘ଇଣ୍ଡିଆ ୱାନ୍‌ ଏୟାର’ ବିମାନ ଅପରାହ୍‌ଣ ପ୍ରାୟ ୧ଟା ୧୫ ମିନିଟ୍‌ରେ ଲାଠିକଟା ବ୍ଲକ୍‌ କଂସର ବନଟୋଲା ଓ ଗାଡ଼ିଆଟୋଲା ମଝି ବିଲରେ ଖସିପଡ଼ିଲା।

    ଭୁବନେଶ୍ବରର ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା, ରାଉରକେଲା ବେଦବ୍ୟାସ ନଦୀଟୋଲାର ରୋଗୀ ସୁଶାନ୍ତ  ବିଶ୍ବାଳ ଓ ତାଙ୍କ ଭଉଣୀ ଅନିତା ସାହୁ, ପାଇଲଟ୍‌ ନବୀନ ଖାଡ଼ଙ୍ଗା ଓ କୋ ପାଇଲଟ୍‌ ତରୁଣ ଶ୍ରୀବାସ୍ତବ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା। ଦୁଇ ପାଇଲଟ୍‌ ଓ ଅନ୍ୟ ତିନି ଯାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିଲେ। ରାଜ୍ୟ ପରିବହନମନ୍ତ୍ରୀ ବିଭୂତିଭୂଷଣ ଜେନା, ସଚିବ ଉଷା ପାଢ଼ୀଙ୍କ ସମେତ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ।  ମାସକ ମଧ୍ୟରେ ଦୁର୍ଘଟଣାର ରିପୋର୍ଟ ମିଳିବ  କହିଥିଲେ। ହେଲେ ଦୁଇ ମାସ ପରେ ତଦନ୍ତ ରିପୋର୍ଟ ଦିଆଯାଇଥିଲା ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026 ଅପରାଧ

    ଛେନା ପୋଡ…

    April 11, 2026 ଆଜିର ଖବର

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026 ରାଜ୍ୟ

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026 ଆଜିର ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026 ଆଜିର ଖବର

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।

    April 10, 2026 ରାଜ୍ୟ

    ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;

    April 10, 2026 ରାଜ୍ୟ

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::

    April 10, 2026 ଆଜିର ଖବର

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ

    April 10, 2026 ଆଜିର ଖବର

    କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

    April 10, 2026 ରାଜ୍ୟ

    କଳିଙ୍ଗ ହସ୍ପିଟାଲ୍‌କୁ କିଣିବ ମ୍ୟାକ୍ସ ହେଲ୍‌ଥକେୟାର ଓଡିଶା ହେଲ୍ଥ ସେକ୍ଟରରେ ବଡ ପରିବର୍ତ୍ତନ !

    April 10, 2026 ଅର୍ଥନୀତି

    ରାୟଗଡ଼ ସଂସ୍କୃତି ଭବନ ପରିସରରେ “ଆସ ବହିଟିଏ କିଣିବା ଅଭିଯାନ” ଦିବସ ପାଳନ  :;

    April 10, 2026 ଆଜିର ଖବର
    Watch YouTube

    You May Like

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026

    ଛେନା ପୋଡ…

    April 11, 2026

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026

    ଜାଣନ୍ତୁ ଆଜିର ରାଶିଫଳ :;

    April 11, 2026

    ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;

    April 10, 2026

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.