Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 9
    Facebook X (Twitter) YouTube Instagram
    Trending
    • ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::
    • PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::
    • ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;
    • ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;
    • ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::
    • କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::
    • ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :
    • ରାଜ୍ୟ ପୋଲିସ ମୁଖ୍ୟାଳୟ :;
    • ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:
    • ଜାଣନ୍ତୁ ଆଜିର ରାଶିଫଳ :;
    • ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ
    • ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।
    • ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;
    • ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    By Charcha NewsApril 9, 2026
    Share
    Facebook Twitter Email WhatsApp

    ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁ ଦେଖାଦେଇଥିବା ଗ୍ୟାସ ସଙ୍କଟ ସମୟରେ ଏକମାତ୍ର ବିକଳ୍ପଭାବେ ଉଭା ହୋଇଛି ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନ୍‌ଜି) ଯୋଗାଣ। ତେବେ ରାଉରକେଲାବାସୀଙ୍କ ପାଇଁ ସିଟି ଗ୍ୟାସ୍ ବିତରଣ ::

    ରାଉରକେଲା : ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁ ଦେଖାଦେଇଥିବା ଗ୍ୟାସ ସଙ୍କଟ ସମୟରେ ଏକମାତ୍ର ବିକଳ୍ପଭାବେ ଉଭା ହୋଇଛି ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନ୍‌ଜି) ଯୋଗାଣ। ତେବେ ରାଉରକେଲାବାସୀଙ୍କ ପାଇଁ ସିଟି ଗ୍ୟାସ୍ ବିତରଣ (ସିଜିଡି) ପ୍ରକଳ୍ପ ଏକ ସ୍ୱପ୍ନ ହୋଇ ରହିଯାଇଛି। କାରଣ ଗେଲ୍‌ ଗ୍ୟାସ୍ ଲିମିଟେଡ୍‌ର ମନ୍ଥର କାର୍ଯ୍ୟ ଯୋଗୁ ସହରବାସୀ ପିଏନ୍‌ଜି ସଂଯୋଗ ପାଇବାରୁ ବଞ୍ଚିତ। ପ୍ରାୟ ୮ ବର୍ଷ ପୂର୍ବେ, ଅର୍ଥାତ୍‌ ୨୦୧୮ ମସିହାରେ ସୁନ୍ଦରଗଡ଼ଜିଲ୍ଲା ପାଇଁ ପ୍ରକଳ୍ପକୁ ଅନୁମୋଦିତ ହୋଇଥିବାବେଳେ ଏଯାଏ କିନ୍ତୁ ଆଶାନୁରୂପ ଅଗ୍ରଗତି ହୋଇନି। ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିରାଚରିତ ଖାମଖିଆଲି ନୀତି ହିଁ ଏହାର ମୁଖ୍ୟ କାରଣ ପାଲଟିଛି।

    ଏହି ପ୍ରକଳ୍ପ ଆରମ୍ଭରୁ ବେଗ ଧରିପାରୁନି। ୨୦୧୮ରେ ଅନୁମୋଦିତ ହୋଇଥିଲେ ସୁଦ୍ଧା ପ୍ରାୟ ଦୁଇ ବର୍ଷ ପୂର୍ବେ, ଅର୍ଥାତ୍‌ ୨୦୨୩ରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲା। ଲକ୍ଷ୍ୟଥିଲା, ରାଉରକେଲା ସମେତ ଜିଲ୍ଲାର ପ୍ରାୟ ୧ ଲକ୍ଷ ପରିବାରକୁ ପିଏନ୍‌ଜି ସଂଯୋଗ କରିବା। କିନ୍ତୁ ଏପର୍ଯ୍ୟନ୍ତ ରାଉରକେଲାରେ ପାଖାପାଖି ୨୫୦୦ ପରିବାରକୁ ସଂଯୋଗୀକରଣ ସମ୍ଭବ ହୋଇଛି। ଛେଣ୍ଡ କଲୋନି, କଳିଙ୍ଗବିହାର ଫେଜ୍‌-୧, ୨ ଓ ୩, ସିଭିଲ୍ ଟାଉନସିପ୍‌, କୋଏଲନଗର, ଜଗଦା, ଝିରପାଣି, ଆର୍‌ଏସ୍‌ପି ସହରାଞ୍ଚଳରେ ସଂଯୋଗୀକରଣ ସୀମିତ ।

    ତେବେ ବାସନ୍ତୀକଲୋନି, ଉଦିତନଗର, ପାନପୋଷ ଆଦି ପ୍ରମୁଖ ଅଞ୍ଚଳକୁ ସେବା ଅପହଞ୍ଚ ହୋଇରହିଛି। ସର୍ଭେଠାରୁ ଆରମ୍ଭକରି ପାଇପ୍‌ ଲାଇନ୍‌ ବିଛାଇବା, ମିଟର୍‌ ସ୍ଥାପନ ଯାଏ, ପ୍ରତ୍ୟେକ କ୍ଷେତ୍ରରେ ପ୍ରକ୍ରିୟା ମାସ ମାସ ଧରି ଅଟକି ରହୁଛି। ଅବଶ୍ୟ, ରାସ୍ତା ମରାମତିବେଳେ ପାଇପ୍‌ ଫାଟିବା, ବୈଷୟିକ ଅନୁମୋଦନରେ ବିଳମ୍ବ, ଆଦି ଅନ୍ୟତମ କାରଣ ପାଲଟିଛି। ଖୁବଶୀଘ୍ର ଆଉ ୨ ହଜାର ପରିବାରକୁ ଯୋଡ଼ିବାକୁ ୧୫୦ କିଲୋମିଟର ପାଇପ୍‌ ଲାଇନ୍‌ର ବିସ୍ତାର ସଂଯୋଗ କରିବାକୁ ଗେଲ୍‌ ଲକ୍ଷ୍ୟଧାର୍ଯ୍ୟ କରିଛି ତେବେ ବର୍ତ୍ତମାନର ମନ୍ଥର ଗତି ଏହାର ଲକ୍ଷ୍ୟ ହାସଲନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ବାଭାବିକ।

    ଉଲ୍ଲେଖଯୋଗ୍ୟ, ବୋକାରୋରୁ ରାଉରକେଲା, ଝାରସୁଗୁଡା ଓ ଅନୁଗୁଳ ଦେଇ ଶ୍ରୀକାକୁଲମ ପର୍ଯ୍ୟନ୍ତ ଗେଲ୍‌ର କ୍ରସ୍-କଣ୍ଟ୍ରି ପାଇପଲାଇନ ସୁନ୍ଦରଗଡ଼ ସହରଠାରୁ ବହୁତ ଦୂରରେ ଅବସ୍ଥିତ। ତେଣୁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ନହେବା ପର୍ଯ୍ୟନ୍ତ ହାଲୁକା ବାଣିଜ୍ୟିକଯାନ ମାଧ୍ୟମରେ ସହରକୁ ଯୋଗାଣ କରାଯିବାର ଏକ ବିକଳ୍ପ ରହିଛି। ତେବେ ଗେଲ୍‌ କର୍ତ୍ତୃପକ୍ଷ ଏହି ବିକଳ୍ପକୁ ବାଛିବେ ନା ନାହିଁ, ତାହା ସମୟ କହିବ। ବର୍ତ୍ତମାନ ରାଜଗାଙ୍ଗପୁର ସହର ନିକଟରେ ପାଇପ୍‌ ଲାଇନ ଭିତ୍ତିଭୂମି କାର୍ଯ୍ୟ ଚାଲିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସୁନ୍ଦରଗଡ଼, କୁଆଁରମୁଣ୍ଡା ବ୍ଲକ, ବୀରମିତ୍ରପୁର ସହରକୁ ଅନ୍ତର୍ଭୁକ୍ତ କରାଯିବ। ତେବେ ଏଯାଏ ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପନ୍ନ ହୋଇନଥିବାରୁ ଏହି ଅଞ୍ଚଳବାସୀଙ୍କୁ ପିଏନ୍‌ଜି ସେବା ପାଇବାକୁ ଅନ୍ୟୁନ |

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026 ରାଜ୍ୟ

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026 ଆଜିର ଖବର

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026 ଆଜିର ଖବର

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026 ରାଜ୍ୟ

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026 ଆଜିର ଖବର

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026 ରାଜ୍ୟ

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026 ଆଜିର ଖବର

    ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:

    April 9, 2026 ରାଜ୍ୟ

    ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

    April 8, 2026 ଆଜିର ଖବର

    ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।

    April 8, 2026 ଆଜିର ଖବର

    ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;

    April 8, 2026 ଅପରାଧ

    ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::

    April 8, 2026 ଆଜିର ଖବର
    Watch YouTube

    You May Like

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.