ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’। ଓଡ଼ିଆ ପକ୍ଷ ପାଳନର ୧୦ମ ଦିନକୁ “ଲୋକକଳା ଦିବସ” ଭାବେ ପାଳନ କରାଯାଇଛି। ଏହି ଅବସରରେ ଆଜି ଆମ ଭୁବନେଶ୍ୱରର ଲିଙ୍ଗପୁର ସ୍ଥିତ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ସମସ୍ତେ ମିଶି ସମ୍ବଲପୁରୀ ନୃତ୍ୟ ପରିବେଷଣ ପୂର୍ବକ ଖୁସି ମନେଇଥିଲୁ । ଆଉ ମଧ୍ୟ ଏହି ଲୋକକଳାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ମନରେ ସଙ୍କଳ୍ପ ନେଲୁ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।
By Charcha News












