Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 9
    Facebook X (Twitter) YouTube Instagram
    Trending
    • ଅସିଦ୍ଧ ସରପଞ୍ଚକୁ ବହିଷ୍କାର ଦାବୀରେ ପଞ୍ଚାୟତ ସମ୍ମୁଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଧାରଣା :;
    • ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::
    • PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::
    • ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;
    • ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;
    • ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::
    • କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::
    • ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :
    • ରାଜ୍ୟ ପୋଲିସ ମୁଖ୍ୟାଳୟ :;
    • ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:
    • ଜାଣନ୍ତୁ ଆଜିର ରାଶିଫଳ :;
    • ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ
    • ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।
    • ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    By Charcha NewsApril 9, 2026
    Share
    Facebook Twitter Email WhatsApp

    ଭୁବନେଶ୍ୱର :ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବିଏମ୍ ସିର ଆଉ ଏକ ପଦକ୍ଷେପ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ଅଂଚଳରେ ଥିବା ସମସ୍ତ ଆବାସିକ କଲ୍ୟାଣ ସଂଗଠନ (ଆର୍ ଡବ୍ଲ୍ୟୁ ଏ)ର କର୍ମକର୍ତ୍ତାଙ୍କର ସହଯୋଗ ଲୋଡିଲା ବିଏମ୍ ସି । ସମଗ୍ର ବିଏମ୍ ସି ଅଂଚଳକୁ କିପରି ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରାଯାଇ ପାରିବ ସେ ସଂପର୍କରେ ସେମାନଙ୍କୁ ଅବଗତ କରାଯିବା ସହ ଆଉ କଣ କରାଗଲେ, ଆମେ ସହଜରେ ସ୍ମାର୍ଟ ଭୁବନେଶ୍ୱରକୁ ସ୍ମାର୍ଟର ଭୁବନେଶ୍ୱରେ ପରିଣତ କରିପାରିବା, ସେ ନେଇ ସେମାନଙ୍କ ସହାୟତା ଓ ସହଯୋଗ ଲୋଡିଥିଲେ ମାନନୀୟା ମେୟର ଓ କମିଶନର ।

    ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କମିଶନର ଶ୍ରୀ ଚଞ୍ଚଳ ରାଣା, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ପରିମଳ ଉପାଧ୍ୟକ୍ଷ ଶ୍ରୀ ଏନ୍.ଗଣେଶ ବାବୁ, କର୍ପୋରେଟର ଶ୍ରୀ ଅମରେଶ ଜେନା, ମିହିର କୁମାର ରାଉତ, ମାନସୀରାଣୀ ସୁନ୍ଦରାୟ, ଦୀପକ କୁମାର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ ।

    କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନୟ ନିୟମ ସଂପର୍କରେ କମିଶନର ଉପସ୍ଥିତ ଆବାସିକ କଲ୍ୟାଣ ସଂଗଠନର କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ । ବିଏମ୍ ସି ଅଂଚଳର ଜନସାଧାରଣଙ୍କ ପାଇଁ ଭୁନବେଶ୍ୱର ଦେଶର 9 ନମ୍ବର ହୋଇଛି । ଏବେ ସେହିମାନେ ଚାହିଁଲେ, ବିଏମ୍ ସି ଦେଶର ଏକ ନମ୍ବର ହେବ ବୋଲି କହିବା ସହ ଆବସିକ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗ ଲୋଡିଥିଲେ । ଏହି ବୈଠକରେ ଯୋଗଦେଇଥିବା 150 ଗୋଟି ଆବାସିକ କଲ୍ୟାଣ ସଂଗଠନର ଶତାଧିକ କର୍ମକର୍ତ୍ତା ସେମାନଙ୍କ ମତାମତ ଦେବା ସହ ସହରକୁ ସ୍ୱଚ୍ଛ, ସବୁଜ ସୁନ୍ଦର ତଥା ବର୍ଜ୍ୟ ମୁକ୍ତ ଭୁବନେଶ୍ୱର ଗଠନ କରିବା ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଥିଲେ । ସେମାନଙ୍କ ଅଂଚଳ ବୁଲିଯିବା ପାଇଁ ମାନନୀୟା ମେୟର ଓ କମିଶନରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ଦେଶର ଏକ ନମ୍ବର କରିବା ପାଇଁ ସମସ୍ତେ ସମ୍ମିଳିତ ଭାବେ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ଆବାସିକ ସଂଗଠନର କର୍ମକର୍ତ୍ତାମାନେ । ନିଜ ନିଜ ଅଂଚଳକୁ ସ୍ୱଚ୍ଛ ରଖିବା ସହ ଆବଶ୍ୟକ ପଡିଲେ ସେମାନେ ବିଏମ୍ ସିର ସହାୟତା ଲୋଡିବେ ବୋଲି କହିଛନ୍ତି । ଏହି ପ୍ରସ୍ତାବକୁ ମାନନୀୟା ମେୟର ଓ କମିଶନର ସ୍ୱାଗତ କରିବା ସହ ଭୁବନେଶ୍ୱର ସଫା ଆପ୍ କିମ୍ବା 1929 ଟୋଲ୍ ଫ୍ରି ନମ୍ବରରେ ଜଣାଇବା ପାଇଁ ବିଏମ୍ ସି ପକ୍ଷରୁ ସମସ୍ତୁଙ୍କୁ ଅନୁରୋଧ କରାଯାଇଛି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଅସିଦ୍ଧ ସରପଞ୍ଚକୁ ବହିଷ୍କାର ଦାବୀରେ ପଞ୍ଚାୟତ ସମ୍ମୁଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଧାରଣା :;

    April 9, 2026 ଆଜିର ଖବର

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026 ରାଜ୍ୟ

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026 ଆଜିର ଖବର

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026 ଆଜିର ଖବର

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026 ରାଜ୍ୟ

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026 ଆଜିର ଖବର

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026 ରାଜ୍ୟ

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026 ଆଜିର ଖବର

    ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:

    April 9, 2026 ରାଜ୍ୟ

    ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

    April 8, 2026 ଆଜିର ଖବର

    ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।

    April 8, 2026 ଆଜିର ଖବର

    ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;

    April 8, 2026 ଅପରାଧ
    Watch YouTube

    You May Like

    ଅସିଦ୍ଧ ସରପଞ୍ଚକୁ ବହିଷ୍କାର ଦାବୀରେ ପଞ୍ଚାୟତ ସମ୍ମୁଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଧାରଣା :;

    April 9, 2026

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.