Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, April 11
    Facebook X (Twitter) YouTube Instagram
    Trending
    • ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::
    • ଗୁଣପୁର ମାଟି ପାଇଁ ଜିବନ ଦେବୁ :;
    • ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।
    • ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::
    • କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;
    • ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;
    • ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;
    • ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::
    • ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ
    • ଛେନା ପୋଡ…
    • ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;
    • ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;
    • ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :
    • ଜାଣନ୍ତୁ ଆଜିର ରାଶିଫଳ :;
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;

    ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;

    By Charcha NewsApril 11, 2026
    Share
    Facebook Twitter Email WhatsApp

    by-ମଣ୍ଟୁମନ୍ତ୍ରା

    Dt- 11. 4. 2026ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରଘୁନାଥ ଙ୍କ ଲୀଳା କୁ, ନାଟକ ମାଧ୍ୟମରେ ପ୍ରଦର୍ଶିତ କରି, ଗାଁ ରେ ଏକତା, ଭାଇଚାରା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଗାଁ ର ରଘୁନାଥ କ୍ଳବ ର ସଦସ୍ୟ ମାନେ l ୬୫ ବର୍ଷ ରେ ପଦାର୍ପଣ କରିଥିବା ଏହି ରାମଲୀଳା ର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି l ପ୍ରତି ୧୪ ବର୍ଷ ରେ ଥରେ ନlମଯଜ୍ଞ ର ଆୟୋଜନ କରି ଏହାକୁ ପରବର୍ତ୍ତୀ ବର୍ଷ ପୁଣି ଆରମ୍ଭ କରାଯାଏ l ଶେଷ ଥର ପାଇଁ ଯେତେବେଳେ ଏହି ନାଟକ ୫୬ ବର୍ଷ ରେ ପଦାର୍ପଣ କରିଥିଲା, ଗାଁ ରେ ଅନୁଷ୍ଠିତ ହୋଇଥିଲା ୫୬ ପ୍ରହରୀ ନlମଯଜ୍ଞ l

    ରାମ ନବମୀ ପୂର୍ବରୁ ଘର ସବୁ ଭଲ ଭାବେ ଧୁଆ ଧୁଇ କରି ସମସ୍ତ ଉଷୁନା ଜିନିଷ କୁ ବାଦ ଦିଆଯାଏ l ଆବାଳ ବୃଦ୍ଧ ବନିତା ୧୫ ଦିନ ଧରି ମନ୍ଦିର ରେ ଲାଗୁଥିବା ଭୋଗ କୁ ଗାଁ ରେ ଏକତ୍ର ଭୋଜନ କରନ୍ତି l ଏହା ଦ୍ୱାରା ସମସ୍ତ ଙ୍କ ଭିତରେ ଏକ ସୁସମ୍ପର୍କ ସହ ଭାଇଚାରା ଗଢିଉଠେ l ସୀତା ବିବାହ ଦିନ ପ୍ରଭୁ ଙ୍କ ବରାତ କୁ ଶୋଭାଯାତ୍ରା ମାଧ୍ୟମରେ ବଡ଼ ଧୁମ ଧାମ ରେ ଗ୍ରାମ ପରିକ୍ରମା କରାଯାଏ l କ୍ଲବ ର ସଭାପତି ଗୌତମ ଭୋଇ, ସକ୍ରିୟ ସଦସ୍ୟ ପ୍ରମୋଦ ବେହେରା, ବିକାଶ ପଧାନ ତଥା ମନ୍ଦିର ର ମୁଖ୍ୟ ପୂଜକ ବିନୋଦ ମହାପାତ୍ର ଙ୍କ ସୂଚନା ଅନୁସାରେ ରାମ ଭୂମିକା ରେ ଅଜିତ ବାରିକ ଲକ୍ଷ୍ମଣ ଭୂମିକା ରେ ଚନ୍ଦନ ପଧାନ , ସୀତା ଭୂମିକା ରେ ଅମ୍ବରୀଶ ଭୋଇ, ହନୁମାନ -ପ୍ରମୋଦ ବେହେରା, ରାବଣ ନିଗମାନନ୍ଦ ବେହେରା, ଇନ୍ଦ୍ରଜିତ ସୁବାଷ ପଧାନ, ଦଶରଥ -ରୋହିତ ପଧାନ ଓ କୌଶଲ୍ୟା ଭୂମିକା ରେ ବିନୋଦ ମହାପାତ୍ର ଆଦି ଙ୍କ ନିଖୁଣ ଅଭିନୟ ଶହ ଶହ ଲୋକଙ୍କୁ ବାନ୍ଧି ରଖିବାରେ ସଫଳ ହୁଏ l ସେହିପରି ବାଦ୍ୟଯନ୍ତ୍ର ରେ ବରିଷ୍ଠ କଳାକାର ଫକିର ମୋହନ ପଧାନ, ରାତ୍ର ପଧାନ, ତ୍ରିପୁରାରୀ ବେହେରା, ମଗନିଆ ପଧାନ ପ୍ରମୁଖ ସହଯୋଗ କରିବା ସହ ନାଟକ ର ନିର୍ଦେଶନା ରେ ପ୍ରମୁଖ ଦାୟିତ୍ୱ ତୁଳାନ୍ତି l ରାମ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ ପରମ୍ପରା ବଜାୟ ରଖିବା ପାଇଁ ସମସ୍ତ କଳାକାର ବଦ୍ଧ ପରିକର ବୋଲି ସୂଚନା ପ୍ରଦାନ କରନ୍ତି କ୍ଳବ ର କର୍ମକର୍ତ୍ତା |

    ଚର୍ଚ୍ଚା NEWS

    Share. Facebook Twitter WhatsApp

    Related Posts

    ଗୁଣପୁର ମାଟି ପାଇଁ ଜିବନ ଦେବୁ :;

    April 11, 2026 ରାଜ୍ୟ

    କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;

    April 11, 2026 ରାଜ୍ୟ

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026 ଅପରାଧ

    ଛେନା ପୋଡ…

    April 11, 2026 ଆଜିର ଖବର

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026 ରାଜ୍ୟ

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026 ଆଜିର ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026 ଆଜିର ଖବର

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।

    April 10, 2026 ରାଜ୍ୟ

    ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;

    April 10, 2026 ରାଜ୍ୟ

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::

    April 10, 2026 ଆଜିର ଖବର

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ

    April 10, 2026 ଆଜିର ଖବର

    କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

    April 10, 2026 ରାଜ୍ୟ
    Watch YouTube

    You May Like

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026

    ଗୁଣପୁର ମାଟି ପାଇଁ ଜିବନ ଦେବୁ :;

    April 11, 2026

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026

    ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    April 11, 2026

    କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;

    April 11, 2026

    ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;

    April 11, 2026

    ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;

    April 11, 2026

    ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::

    April 11, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.