ରାଣୀ ମହୁମାଛି ସହ ୨ ଯୁବତୀ ଉଦ୍ଧାର ଏବଂ ୩ ଗ୍ରହକଙ୍କୁ ଧରିଛି ରଘୁନାଥପଲ୍ଲୀ ଥାନା ପୁଲିସ । ରାଉରକେଲା ସହରରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଠାବ ରାଉରକେଲା ସହରର ସିଭିଲ ଟାଉନ ସିପି ଅଞ୍ଚଳରେ ଏକ ବାସ ଭବନରେ ଚାଲିଥିଲା ଏହି ସେକ୍ସ ରାକେଟ ।
ରାଉରକେଲା : ରାଉରକେଲା ସହରରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଠାବ । ୨ ଯୁବତୀ ଉଦ୍ଧାର। ରାଣୀ ମହୁମାଛି ସହ ୩ ଗ୍ରହକଙ୍କୁ ଧରିଛି ରଘୁନାଥପଲ୍ଲୀ ଥାନା ପୁଲିସ । ରାଉରକେଲା ସହରର ସିଭିଲ ଟାଉନ ସିପି ଅଞ୍ଚଳରେ ଏକ ବାସ ଭବନରେ ଚାଲିଥିଲା ଏହି ସେକ୍ସ ରାକେଟ । ଖବର ପାଇ ଆଜି ପୁଲିସ ଚଢ଼ାଉ କରିଥିଲା ।
ଚଢାଉ ବେଳେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଦେହଜୀବୀଙ୍କୁ ସଖୀ ସେଣ୍ଟରରେ ରଖି ପୁଲିସ ତନାଘନା ଆରମ୍ଭ କରିଛି । ରାଉରକେଲା ସହରର ଦେହ ବ୍ୟପାର ଘଟଣାରେ ପୁଲିସ ୩ ଗ୍ରାହକକୁ ଥାନାରେ ଅଟକ ରଖି ପୁଲିସ କରୁଛି ତଦନ୍ତ ।
ଚର୍ଚ୍ଚା news











