BY-ଦେବେନ୍ଦ୍ର ପୋଡ଼
ବଲାଙ୍ଗିର ::ଧୁମାଭଟା ଗ୍ରା.ପ. ର ଭିନ୍ ଭିନ୍ ଚାଷି ଭାଇ କ୍ଷେତ ମାନଙ୍କୁ ଯାଇ Ri,ଶ୍ରୀ ନିଷାନ ସୁରେନ୍, VLW ଶ୍ରୀ ବାବୁଲାଲ ସାହୁ,ସରପଞ୍ଚ ବନମାଳୀ ନାଏକ,ଯାଇ ତଦାରକ୍ କଲେ ବହୁତ ଗୁଡିଏ ଚାଷି ଙ୍କର ଜଗାଲା ଧାନ କୁସେର୍,କପା,ବିରି ମୁଗ,ମାଖନ, ବହୁତ ଚାଷ କ୍ଷେତି ହେଇଛି,କ୍ଷୟ କ୍ଷେତି ହୋଇଥିବା ଗାଁ ମାନେ ହେଲା ଧୁମାଭଟା,ଜଳିଆ, ହଟକଟ,ଖଲଖଲି,ରାଏଖାଲ,କଲଚିକଛାର,ଡାହିମାଳ, ଅଏଁପାଲି, ଏହି ଗାଁ ମାନଙ୍କୁ ବହୁତ ଗୁଡିଏ ଚାଷି ମାନଙ୍କର କ୍ଷେତି ହୋଇଥି ଦେଖିବାକୁ ମିଲିଛି, ଚାଷି ଙ୍କର ନା ପ୍ରକାଶ ଦେଓ,ନିତ୍ଯା ଦେଓ,କୈଲାଶ ଦେଓ,ବନମାଲୀ ରାଉତ,ପ୍ରଫୁଲ ବୁଡେକ ନିତ୍ଯା ବୁଡେକ ଆଦିକନ୍ଦ ସାହୁ, ସରଧାକର ସାହୁ,ଇନ୍ଦ୍ରମଣୀ ଦେଓ,ଘନ ଦେଓ,ଭୂବନ ଦେଓ ରୂପା ଦେଓ,ଭୃଷବ ବୁଡେକ ପରଦେଶୀ ବୁଡେକ, ଭୃଙ୍ଗରାଜ ବୁଡେକ ଚାଷି ମାନଙ୍କର କ୍ଷେତି ହୋଇଥିବା ଦେଖି ଧୁମାଭଟା ସରପଞ୍ଚ ବହୁତ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସରକାର ଙ୍କୁ ଦାବୀ କରିଛନ୍ତି ସଂପୂର୍ଣ୍ତ୍ର କ୍ଷେତି ପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି |
ଚର୍ଚ୍ଚା news











