BY-SUBHASMiTA-Dt-18.4.2026
ଭୁବନେଶ୍ଵର ::୬୮ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରୁଛନ୍ତି ବିଡିଏ , ଭରତପୁର ଶ୍ୟାମପୁର ମୌଜାରେ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ। ପ୍ରାୟ ୬୮ ଏକର ଜମିରୁ ଜବରଦଖଲ ଉଛେଦ କରାଯିବ। ୩ ଦିନ ଧରି ଚାଲିବ ଏହି ଉଚ୍ଛେଦ ପ୍ରକ୍ରିୟା। ୧୦ ରୁ ଅଧିକ ଜେସିବି ନିୟୋଜିତ।
ଭରତପୁର ଶ୍ୟାମପୁର ମୌଜାରେ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ। ପ୍ରାୟ ୬୮ ଏକର ଜମିରୁ ଜବରଦଖଲ ଉଛେଦ କରାଯିବ। ୩ ଦିନ ଧରି ଚାଲିବ ଏହି ଉଚ୍ଛେଦ ପ୍ରକ୍ରିୟା। ୧୦ ରୁ ଅଧିକ ଜେସିବି ନିୟୋଜିତ। ବିଡିଏର ୧୫୦ ଜଣିଆ ଉଛେଦକାରୀ ଦଳ ଏଥିରେ ସାମିଲ ହୋଇଛନ୍ତି। ୧୦ପ୍ଲାଟୁନ ଫୋର୍ସ ମୃତୟନ ମଧ୍ୟ କରାଯାଇଛି ।
ଚର୍ଚ୍ଚା newsBY-SUBHASMiTA-Dt-18.4.2026

ଚର୍ଚ୍ଚା news