ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର କୁ ବୋମା ପକାଇ ଉଡାଇ ଦେବାକୁ ସେବାୟତ ଙ୍କୁ ଖୋଲା ଖୋଲି ଧମକ ମିଳିଛି। ୫୯ ଲକ୍ଷ ଟାଙ୍କ ନଦେଲେ ସୋମବାର ଦିନ ସମ୍ପୂର୍ଣ ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି।
ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ସେବାୟତ ଙ୍କୁ ଖୋଲା ଖୋଲି ଧମକ ମିଳିଛି। ୫୯ ଲକ୍ଷ ଟାଙ୍କ ନଦେଲେ ସୋମବାର ଦିନ ସମ୍ପୂର୍ଣ ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ପକାଇ ଉଡାଇ ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତର ଶ୍ରୀ ମନ୍ଦିରକୁ ଉଡ଼ାଇବାର ଲିଙ୍କ। ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର କୁ ବୋମା ପକାଇ ଉଡାଇ ଦେବାକୁ ସେବାୟତ ଙ୍କୁ ଖୋଲା ଖୋଲି ଧମକ ମିଳିଛି। ୫୯ ଲକ୍ଷ ଟାଙ୍କ ନଦେଲେ ସୋମବାର ଦିନ ସମ୍ପୂର୍ଣ ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହି ଧମକ ପୁର୍ଣ ମେସେଜ ସହ ଫୋନ କଲ ଆସିଛି ବରାଳ ବାଲୁଙ୍କେଶ୍ୱର ମନ୍ଦିର ସେବାୟତ ସତ୍ୟବ୍ରତ ମହାପାତ୍ର।
ଏନେଇ ସାକ୍ଷୀଗୋପାଳ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଲଷ୍ମୀଧର ପଣ୍ଡା। ଏହି ନମ୍ବର ରୁ ପୂର୍ବରୁ ପୁରୀ ମନ୍ଦିର କୁ ଉଡାଇ ଦେବା ଶହ ପୁରୀର ରାଜ ନେତା ଙ୍କୁ ଵି ଧମକ ମିଳିସାରିଛି ବୋଲି ସୂଚନା ମିଳିଛି। ଏହି ବୋମା ଧମକ ପରେ ସାକ୍ଷୀଗୋପାଳ ପୋଲିସ ତତ୍ପରତା ଦେଖାଇବା ଶହ ସତର୍କ ଶହ ମନ୍ଦିର କୁ କଡା କଡା ସୁରକ୍ଷା ବ୍ୟବସ୍ଥା କରାଯିବାର ପ୍ରସ୍ତୁତ କରୁଛି ।
ଚର୍ଚ୍ଚା news












