Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, April 13
    Facebook X (Twitter) YouTube Instagram
    Trending
    • ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :
    • ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର
    • ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::
    • କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::
    • ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::
    • ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::
    • ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::
    • ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :
    • ଜାଣନ୍ତୁ ଆଜିର ରାଶିଫଳ ::
    • ଇରାନ ଓ ଭାରତ ମଧ୍ୟରେ ବଢ଼ିଲା ବନ୍ଧୁତାର ସମ୍ପର୍କ
    • ହୃଦଘାତ ନେଲା ଆଶାଙ୍କ ଜୀବନ
    • ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::
    • ଗୁଣପୁର ମାଟି ପାଇଁ ଜିବନ ଦେବୁ :;
    • ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଅସିଦ୍ଧ ସରପଞ୍ଚକୁ ବହିଷ୍କାର ଦାବୀରେ ପଞ୍ଚାୟତ ସମ୍ମୁଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଧାରଣା :;

    ଅସିଦ୍ଧ ସରପଞ୍ଚକୁ ବହିଷ୍କାର ଦାବୀରେ ପଞ୍ଚାୟତ ସମ୍ମୁଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଧାରଣା :;

    By Charcha NewsApril 9, 2026
    Share
    Facebook Twitter Email WhatsApp

    ବଲାଙ୍ଗିର (ଦେବେନ୍ଦ୍ର)ତିନି ଗୋଟି ସନ୍ତାନର ମାଆ ସରପଞ୍ଚ | 2024 ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପଦରେ ଆସିନ | ଗ୍ରାମ ପଞ୍ଚାୟତ ମାନୁଆଲ ଏବଂ ଆଇନକୁ ଜଳାଞ୍ଜଳି ଦେଇ କଳ ବଳ କୌଶଳ କରି ହୋଇଗଲେ ସରପଞ୍ଚ | ସରପଞ୍ଚଙ୍କର ତିନି ଗୋଟି ସନ୍ତାନ ଥିବା ସତ୍ୱେ ଦୁଇ ଗୋଟି ସନ୍ତାନ ଦର୍ଶାୟୀ ମିଥ୍ୟା ସତ୍ୟପାଠ କରିଥିଲେ | ନିର୍ବାଚନ ସମୟରେ ସ୍କୃଟୁନି ରେ ମଧ୍ୟ ଆଇନ କାନୁନ କିଛି କରି ପାରିଲା ନାହିଁ | ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ମାନେ ମଧ୍ୟ ଆଖି ବୁଜିଦେଲେ | ନିର୍ବାଚନରେ ଜିତିଗଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆ ସରପଞ୍ଚ ତେହେରା ବିବି | ଏହି ଘଟଣାକୁ ନେଇ ନିକଟତମ ପ୍ରତିଦ୍ବନ୍ଦୀ ସେବତୀ ଭୋଇ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଦ୍ୱାରସ୍ଥ ହୋଇଥିଲେ ମାନ୍ୟବର ନ୍ୟାୟାଧିସ ସରପଞ୍ଚଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ | ଚେଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ସରପଞ୍ଚ ତେହେରା ବିବି ପୁଣି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ତା. 13/02/26 ରିଖରେ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ | ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଧେଶ ଦେବାର ଦୀର୍ଘ ଦିନ ପରେ ମଧ୍ୟ ବଲାଙ୍ଗୀର ଜିଲ୍ଲାପାଳ ଅସିଦ୍ଧ ଘୋଷିତ ସରପଞ୍ଚ କୁ ବହିଷ୍କାର ନକରି ଆଇନ ଅନୁସାରେ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତମିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଧାରଣା ଦେଇଥିଲା | ଗେଟ ସମ୍ମୁଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ୱାରା ଅସିଦ୍ଧ ଘୋଷିତ ସରପଞ୍ଚକୁ ବହିଷ୍କାର କର ଆମର ଦାବୀ ବୋଲି ନାରାବାଜି କରିଥିଲେ | ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା | ଘଟଣା ସ୍ଥଳକୁ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ, ଅତିରିକ୍ତ ତହସିଲଦାର ଅର୍ଜୁନ ମାଝୀ ପହଁଞ୍ଚି ଆନ୍ଦୋଳନକାରି ମାନଙ୍କୁ ବୁଝାସୁଝା କରିଥିଲେ | ବହିଷ୍କାର କର ଦାବୀରେ କିଛି ସମୟ ଆନ୍ଦୋଳନକାରି ମାନେ ଅଡ଼ି ବସିଥିଲେ | ପାଟଣାଗଡ଼ ଉପଜିଲ୍ଲାପାଳ ତିନି ଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶୃତି ଦେଇଥିବାରୁ ଆନ୍ଦୋଳନରୁ ଓହରି ଥିଲେ ଆନ୍ଦୋଳନକାରି | ଶାନ୍ତି ଶୃଙ୍ଖଳା ପାଇଁ ଲରମ୍ଭା ଥାନାଧିକାରୀ ଭାନୁ ପ୍ରତାପ ଯାଦବଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ | ଆଜିର ଆନ୍ଦୋଳନରେ ଅନ୍ୟ ମାନଙ୍କ ମଧ୍ୟରେ ବିରଞ୍ଚି ବୁଡ଼େକ, ମଙ୍ଗଳୁ ବରିହା,ଅକ୍ଷୟ ବରିହା, ଖୁସି ଭୋଇ,ସହଦେଵ ଧରୁଆ, ସାନ ଭୋଇ, ମୋତିରାମ ବରିହା, ଗୁଣନିଧି ବରିହା,ଯୋଗେଶ୍ୱର ଭୋଇ, ଶେଷଦେବ ବେହେରା, ହୀରାଧର ଭୋଇ, ଚୂଡ଼ାମଣି ଧରୁଆ, ଶ୍ରୀକୃଷ୍ଣ ବରିହା, ଯଂଜ୍ଞ ଧରୁଆ, ଖଗପତି ବିଶ୍ୱାଳ, ଦୟାନିଧି ବରିହା, ପିଣ୍ଟୁ ବୁଡ଼େକ ପ୍ରମୁଖ ଉପସ୍ଥିତ ଥିଲେ |

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026 ଆଜିର ଖବର

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026 ଆଜିର ଖବର

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026 ଆଜିର ଖବର

    ହୃଦଘାତ ନେଲା ଆଶାଙ୍କ ଜୀବନ

    April 12, 2026 ଆଜିର ଖବର

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026 ଆଜିର ଖବର

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026 ଆଜିର ଖବର

    ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    April 11, 2026 ଆଜିର ଖବର

    ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::

    April 11, 2026 ଆଜିର ଖବର

    ଛେନା ପୋଡ…

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026 ଆଜିର ଖବର

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026 ଆଜିର ଖବର
    Watch YouTube

    You May Like

    ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :

    April 13, 2026

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026

    କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::

    April 13, 2026

    ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::

    April 13, 2026

    ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::

    April 13, 2026

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026

    ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :

    April 13, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.