Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 9
    Facebook X (Twitter) YouTube Instagram
    Trending
    • PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::
    • ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;
    • ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;
    • ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::
    • କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::
    • ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :
    • ରାଜ୍ୟ ପୋଲିସ ମୁଖ୍ୟାଳୟ :;
    • ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:
    • ଜାଣନ୍ତୁ ଆଜିର ରାଶିଫଳ :;
    • ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ
    • ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।
    • ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;
    • ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::
    • ବଂଶଧାରା ଟ୍ରିବୁନାଲ ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୋଧକରି ପ୍ରେସ ବିବୃତି ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»ମମତା ବାନାର୍ଜୀଙ୍କ ମନ୍ତ୍ରୀ ଶଶି ପାଂଜାଙ୍କ ଘରେ ବିଜେପି କର୍ମୀଙ୍କ ଇଟା ପଥର ମାଡ଼

    ମମତା ବାନାର୍ଜୀଙ୍କ ମନ୍ତ୍ରୀ ଶଶି ପାଂଜାଙ୍କ ଘରେ ବିଜେପି କର୍ମୀଙ୍କ ଇଟା ପଥର ମାଡ଼

    By Charcha NewsMarch 14, 2026
    Share
    Facebook Twitter Email WhatsApp

    ତାରିଖ-୧୪-୦୩-୨୦୨୬

    ସାମ୍ବାଦିକ ରାଜୀବ କୁମାର ଦାସ
    କୋଲକତା : ରାଜ୍ୟ ପଶ୍ଚିମ ବଙ୍ଗ ରେ କିଛି ମାସ ମଧ୍ୟରେ ବିଧାନ ସଭା ନିର୍ବାଚନ ହେବକୁ ଯାଉଛି ତାହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସଭା ଆରମ୍ଭ କରିଛନ୍ତି ଅନ୍ୟ ଆଜି କୋଲକତା ସ୍ଥିତ ବି ଗ୍ରେଡ ପଡିଆ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ଦଳ କର୍ମୀ ଓ ନେତାକୁ ଜନା ସଭା ହୋଇଛି ଅନ୍ୟ ପଟେ କୋଲକତା ଗିରିଶ ପାର୍କ ଅଞ୍ଚଳ ର ଥିବା ମମତା ବାନାର୍ଜୀ ସରକାର ଙ୍କ ମହିଳା ମନ୍ତ୍ରୀ ଶଶି ପାଞ୍ଜା ଙ୍କ ଘରେ ଶତାଧିକ ବିଜେପି ଦଳ କର୍ମୀ ମାନେ ଶଶି ପାଞ୍ଜା ଘରେ ପଶି ଇଟା ପଥର ଓ ଲାଠି ଚାଳନା କରି ଭଙ୍ଗା ରୂଜା କରିଥିଲେ ପରେ ବୋଉ ବଜାର ପୋଲିସ ଖବର ପାଇ ମନ୍ତ୍ରୀ ଙ୍କ ଘରେ ପହଞ୍ଚି ଥିଲେ ଓ ବିଜେପି ଦଳ କର୍ମୀ ହଟାଇ ବାକୁ ଯାଇ ବିଜେପି ଦଳ କର୍ମୀ ମାନେ ପୋଲିସ କୁ ଲକ୍ଷ୍ୟ କରି ଇଟା ପଥର ଫୋପାଡି ଥିଲେ କିଛି ସମୟ ପରେ ତୃଣମୂଳ କଂଗ୍ରେସ ଦଳର ନେତା କର୍ମୀ ଖବର ପାଇ ମନ୍ତ୍ରୀ ଙ୍କ ଘରେ ପହଞ୍ଚି ଥିଲେ ଓ ବିଜେପି ଦଳ କର୍ମୀ ମାନେ ତୃଣମୂଳ କଂଗ୍ରେସ ଦଳର କର୍ମୀ କୁ ଲକ୍ଷ୍ୟ କରି ଇଟା ପଥର ଫୋପାଡି ଥିଲେ ଉତେଜିତ ହୋଇ ତୃଣମୂଳ କଂଗ୍ରେସ ଦଳ ର କର୍ମୀ ଓ ବିଜେପି ଦଳ କର୍ମୀ ଙ୍କ ମଧ୍ୟ ରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ଘଟଣା ସ୍ଥଳରେ ଉତ୍ତେଜନା ଦେଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ମନ୍ତ୍ରୀ ଶଶି ପାଞ୍ଜା କହିଛନ୍ତି ବିଜେପି ଦଳ ସ୍ଲୋଗାନ ଦିଏ ବେଟି ପଢ଼ାଓ ବେଟି ବଚାଓ ଏହାର ପ୍ରମାଣ ଆଜି ମିଳିଲା ବିଜେପି ଦଳ ମହିଳା ଙ୍କୁ ଘୃଣା କରୁଛନ୍ତି ବୋଲି ମୋ ଘରେ ବିଜେପି ଦଳ ନେତା କର୍ମୀ ମାନେ ଇଟା ପଥର ଫୋପାଡି ଥିଲେ ଲାଠି ଚାଳନା କରି ଭଙ୍ଗା ରୁଯା କରୁଛନ୍ତି ମୋ ଘରେ ବିଜେପି ଦଳ ଜାଣି ପାରିଛି 2026 ବିଧାନ ସଭା ନିର୍ବାଚନ ରେ ପୁଣି ମମତା ବାନାର୍ଜୀ ସରକାର ଗଢିବେ ଯାହା ଫଳରେ ଇଚ୍ଛା କୃତ୍ କରି ମୋ ଘରେ ଇଟା ପଥର ଫୋପାଡି ଥିଲେ ବିଜେପି ଦଳ କର୍ମୀ

    Share. Facebook Twitter WhatsApp

    Related Posts

    ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;

    April 8, 2026 ଅପରାଧ

    କଟକଙ୍କ ଜାରିକୃତ ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢ଼ାଉ ::

    April 8, 2026 ଅପରାଧ

    ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ :

    April 8, 2026 ଅପରାଧ

    ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲି ଗ୍ରାମ ରେ ଏକ ବିଷ୍ପୋରଣ ଘଟଣା ::

    April 6, 2026 ଅପରାଧ

    ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ପ୍ରେମିକ ବିଷ ପିଇ କଲେ ଆତ୍ମହତ୍ୟା ::

    March 27, 2026 ଅପରାଧ

    ୧୩ ମାସର ଶିଶୁକନ୍ୟାଙ୍କୁ ହତ୍ୟା କରିଛି ସାବତ ଭାଉଜ

    March 15, 2026 ଅପରାଧ

    ଟ୍ରେନ୍ ର ପ୍ୟାଣ୍ଟ୍ରି କାର୍‌ରେ ଇମର୍ସନ୍ ହିଟର ବ୍ୟବହାର କରୁଥିବା ୨ଜଣ ଭେଣ୍ଡର ଗିରଫ

    March 13, 2026 ଅପରାଧ

    ହରିହରେଶ୍ୱର ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

    March 11, 2026 ଅପରାଧ

    ଉଦଳାରେ ଛୁଆ ଚୋରୀ ଗୁଜବକୁ କେନ୍ଦ୍ର କରି ଯୁବକଙ୍କୁ ମାଡ଼, ଗୁରୁତର ଅବସ୍ଥାରେ ଉଦ୍ଧାର

    March 11, 2026 ଅପରାଧ

    ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା, ତିନି ଡକାୟତ ଗିରଫ

    February 22, 2026 ଅପରାଧ

    ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା, ମହିଳା ପିଓଙ୍କୁ ଅଟକ, ସରପଞ୍ଚଙ୍କ ମନମୁଖୀ କାରବାର ନେଇ ଅଭିଯୋଗ

    February 10, 2026 ଅପରାଧ

    କୋଚିଙ୍ଗ ସେଣ୍ଟରରେ ନାବାଳକଙ୍କ ସହ ଅସଦାଚରଣ ଅଭିଯୋଗ, ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ

    January 11, 2026 ଅପରାଧ
    Watch YouTube

    You May Like

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026

    ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:

    April 9, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.