Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Sunday, May 3
    Facebook X (Twitter) YouTube Instagram
    Trending
    • ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର
    • ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
    • ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି
    • ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::
    • ଅପରାଜିତ ମାତୃତ୍ୱ
    • ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ
    • ଜାଣନ୍ତୁ ଆଜିର ରାଶିଫଳ ::
    • ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
    • ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ
    • ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା
    • ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ
    • ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
    • ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ
    • ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»କଟକରେ ଭିଜିଲାନ୍ସର ଚଢ଼ାଉ: ଅବୈଧ ସୋମିଲ୍‌ରୁ ୧୦ ଲକ୍ଷରୁ ଅଧିକ କାଠ ଜବତ ::

    କଟକରେ ଭିଜିଲାନ୍ସର ଚଢ଼ାଉ: ଅବୈଧ ସୋମିଲ୍‌ରୁ ୧୦ ଲକ୍ଷରୁ ଅଧିକ କାଠ ଜବତ ::

    By Charcha NewsApril 27, 2026
    Share
    Facebook Twitter Email WhatsApp

    କଟକ ଜିଲ୍ଲାର ୪୨ ମୌଜା ଥାନା ଅଧୀନ କଦମ୍ପଡା ଗ୍ରାମରେ ଚାଲୁଥିବା ଏକ ଅବୈଧ ସୋମିଲ୍‌ ଉପରେ ଓଡିଶା ଭିଜିଲାନ୍ସର ଫରେଷ୍ଟ ୱିଙ୍ଗ ପକ୍ଷରୁ ଆଜି ଅଚମ୍କା ଚଢ଼ାଉ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ୨୭ ଏପ୍ରିଲ ୨୦୨୬ ତାରିଖରେ ଏହି ଯୁକ୍ତ ଅଭିଯାନ ଚାଲିଥିଲା, ଯେଉଁଠାରେ କୌଣସି ବୈଧ ଲାଇସେନ୍ସ ବିନା ସୋମିଲ୍‌ ଚାଲୁଥିବା ପ୍ରମାଣ ମିଳିଛି। ଚଢ଼ାଉ ସମୟରେ ସୋମିଲ୍‌ରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ସହ ମୋଟ ୧୩୬.୮୪୪ କ୍ୟୁବିକ୍ ଫିଟ୍ ମୂଲ୍ୟବାନ କାଠ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୯୮ ହଜାର ୬୩୯ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହି ଅଭିଯାନରେ ଅବୈଧ କାଠ ବ୍ୟବସାୟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଘାତ ପହଞ୍ଚିଥିବା ବେଳେ, ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ଏବଂ ଶୀଘ୍ର ଏନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

    May 2, 2026 ଆଜିର ଖବର

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026 ଆଜିର ଖବର

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026 ଅନ୍ୟାନ୍ୟ

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    May 2, 2026 ଆଜିର ଖବର

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026 ଆଜିର ଖବର

    ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    May 1, 2026 ଆଜିର ଖବର

    ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା

    May 1, 2026 ଆଜିର ଖବର

    ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ

    May 1, 2026 ଆଜିର ଖବର

    ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

    May 1, 2026 ଅପରାଧ

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026 ଆଜିର ଖବର

    ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ

    April 30, 2026 ଆଜିର ଖବର

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର
    Watch YouTube

    You May Like

    ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

    May 2, 2026

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    May 2, 2026

    ଅପରାଜିତ ମାତୃତ୍ୱ

    May 2, 2026

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    May 2, 2026

    ଜାଣନ୍ତୁ ଆଜିର ରାଶିଫଳ ::

    May 2, 2026

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.