By-Manoj kumar Dalei
ଭାରସ୍ୟମ ହରାଇ ଓଲଟିଲା ଥଣ୍ଡା ବୋଝେଇ ଆଇଚର ଗାଡି. ଘଟଣା ସ୍ଥଳରେ ଗାଡି ଚାଳକ ଗୁରୁତ୍ୱ ର ଆହତ. ସେପଟେ ଥଣ୍ଡା ଗାଡି ଓଲଟିବା ଜାଣି ଯିଏ ଯାହା ପାଇଲେ ପୋଲିସ ଉପସ୍ଥିତି ରେ ବୁହାଇ ନେଲେ. ଯାହା ଭିଜୁଆଲ ହୋଇଛି କଏଦ. ଏଭଳି ଦୁଖଦଃ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ବାଙ୍କୀ ବୈଦେଶ୍ଵର ଥାନା ଅନ୍ତର୍ଗତ ଖଜୁରୀ ପଦା ଆଦର୍ଶ ବିଦ୍ୟାଳୟ ନିକଟ ମାଉସୀ ମା ଛକ ଠାରେ. ଏବେ ଗୁରୁତ୍ୱର ଗାଡି ଚାଳକ ଙ୍କୁ ପ୍ରଥମେ କଳାପଥର ପ୍ରାଥମିକ ଚିକିତ୍ସାଳୟ ରେ କରାଯାଇଥିଲା ଭର୍ତ୍ତି. ପରେ ଅବସ୍ଥା ସଂକଟାପନ୍ନ ହେବା ଯୋଗୁ ଖୋର୍ଦ୍ଧା କୁ କରାଗଲା ସ୍ଥାନାନ୍ତର.ଆହତ ବ୍ୟକ୍ତି ଙ୍କ ନାମ ପ୍ରକାଶ ପାଣି.(ସମୀର) ଘର ବାଙ୍କୀ ରଗଡି ଗାଁ.ଦୁର୍ଘଟଣା ଗ୍ରସ୍ତ ଗାଡି ନମ୍ବର OD02DM6829.
ଘଟଣା ସ୍ଥଳରେ ବୈଦେଶ୍ଵର ପୋଲିସ ଉକ୍ତ ଦୁର୍ଘଟଣା ଗ୍ରସ୍ତ ଆଇଚର ଗାଡି ଟିକୁ ନିଜ ହିପାଜତ ରେ ରଖି ତଦନ୍ତ ଜାରି ରଖିଛି.
ଚର୍ଚ୍ଚା news












