Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, April 15
    Facebook X (Twitter) YouTube Instagram
    Trending
    • ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :
    • ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::
    • ଜାଣନ୍ତୁ ଆଜିର ରାଶିଫଳ :
    • ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::
    • ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ :
    • ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::
    • କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ::
    • କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ::
    • ଆଜିର ରାଶିଫଳ
    • ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ବତ ସମାବେଶ ଆୟୋଜିତ :
    • ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :
    • ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର
    • ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::
    • କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::

    ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::

    By Charcha NewsApril 15, 2026
    Share
    Facebook Twitter Email WhatsApp

    BY-ରବିନ୍ଦ୍ର ନାଥ ମହାପାତ୍ର

    ରାୟଗଡ:ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି l ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ ରାମା ଟକିଜ ନିକଟସ୍ଥ ଆମ୍ବେଦକର ନଗରରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ମାନ୍ୟବର, ମାନ୍ୟବର ସାଂସଦ କୋରାପୁଟ ଲୋକସଭା, ଶ୍ରୀଯୁକ୍ତ କାଡ୍ରାକା ଅପ୍ପlଲ ସ୍ୱାମୀ, ମାନ୍ୟବର ବିଧାୟକ, ରାୟଗଡ଼, ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲାପାଳ, ରାୟଗଡ଼,

    ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର,ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ପ୍ରକଳ୍ପ ପ୍ରଶାସକ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ଶିକ୍ଷବିତ୍ତ ଡ୍. ଦୁଷ୍ମନ୍ତ କୁମାର ମହାନ୍ତି, ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ,ସମାଜ ସେବୀ ଵି କlନ୍ତା ରାଓ,ଆଇନଜୀବୀ ପ୍ରଦୀପ ଦାଶ,ତ୍ରିନାଥ ବିଭାର,ଏବଂ ଆମ୍ବେଦକର ପ୍ରେମୀ ଯୋଗଦାନ କରି ମଲ୍ୟାର୍ପଣ କରିଥିଲେ l ଏହାପରେ ସ୍ଥାନୀୟ ରାୟଗଡ ମହିଳା ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷା ଡ଼ଃ ଅର୍ଚ୍ଚନା ପଟ୍ଟନାୟକଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ବକ୍ତା ଶିକ୍ଷବିତ୍ତ ଡ୍. ଦୁଷ୍ମନ୍ତ କୁମାର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ, ସାଧାରଣ,ଶ୍ରୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ,ଶ୍ରୀ କହଁର, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଖେମୁଣ୍ଡୁ, ପ୍ରକଳ୍ପ ପ୍ରଶାସକ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ ଶ୍ରୀ ମାଝୀ ଯୋଗଦେଇ ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର ଆମ୍ବେଦକରଙ୍କ ସଂଘର୍ସମୟ ଜୀବନୀ ଓ ଆଦର୍ଶ ଗୁଣାବଳୀ ଉପରେ ଉପସ୍ଥାପନା କରି କହିଥିଲେ ଯେ ଆମ୍ବେଦକର ସାମାଜିକ ଗଣତନ୍ତ୍ରର ପ୍ରତିଷ୍ଠାତା ଥିଲେ ଓ ତାଙ୍କ ସଙ୍ଘର୍ଷମୟ ଜୀବନ ଓ ଭାରତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶାନ୍ତିଲତା ମିଶ୍ର ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଏଲିଜାବେଥ ନାୟକ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମିତା ନାୟକ, ଶ୍ରୀମତୀ ଭାରତୀ ଚୌଧୁରୀ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ, ସମାଜ ସେବି କାନ୍ତl ରାଓ, ଗଣମାଧ୍ୟମ ପ୍ରତିନିଧି ମାନେ ଆଦି ଯୋଗ ଦେଇଥିଲେ l ଡ଼ଃ ଅମ୍ବେଦକରଙ୍କ ଜୟନ୍ତି ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାରେ କୃତି ପ୍ରତିଯୋଗିମାନଙ୍କୁ ଅଥିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ଧନ୍ୟବାଦ ଅର୍ପଣ କରିଥିଲ l

    ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କୁମୁଦିନୀ ମିଶlଲ, ମାନସ ରଞ୍ଜନ ସାହୁ,ସୁଭାଷ କେରକେଟା, ସମ୍ରାଟ ସାହୁ,ରଂଜିତ ପୀରବାକ, ଚନ୍ଦ୍ର ଶେଖର ପ୍ରମୁଖ ସହଯୋଗ କରିଥିଲେ l

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :

    April 15, 2026 ଆଜିର ଖବର

    ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::

    April 15, 2026 ରାଜ୍ୟ

    ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ :

    April 15, 2026 ରାଜ୍ୟ

    କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ::

    April 14, 2026 ରାଜ୍ୟ

    ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :

    April 13, 2026 ରାଜ୍ୟ

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026 ଆଜିର ଖବର

    କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::

    April 13, 2026 ରାଜ୍ୟ

    ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::

    April 13, 2026 ରାଜ୍ୟ

    ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::

    April 13, 2026 ରାଜ୍ୟ

    ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :

    April 13, 2026 ରାଜ୍ୟ

    ଗୁଣପୁର ମାଟି ପାଇଁ ଜିବନ ଦେବୁ :;

    April 11, 2026 ରାଜ୍ୟ

    କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;

    April 11, 2026 ରାଜ୍ୟ
    Watch YouTube

    You May Like

    ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :

    April 15, 2026

    ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::

    April 15, 2026

    ଜାଣନ୍ତୁ ଆଜିର ରାଶିଫଳ :

    April 15, 2026

    ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::

    April 15, 2026

    ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ :

    April 15, 2026

    ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::

    April 14, 2026

    କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ::

    April 14, 2026

    କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ::

    April 14, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.