ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡରେ ଗ୍ରାମର ଶିବ ନାହାକ ନାମକ ବ୍ୟକ୍ତିର ମୃତ୍ୟୁ ବରଣ ହୋଇଥିବାର ଖବର ମିଳିଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । କୋଟିନଡା ପୋଲିସ ପ୍ରଶାସନ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଅ।ରମ୍ଵ କରିଥିବା ବେଳେ ଶରୀରର ବିଭିନ୍ନ ସ୍ତାନରେ ଛୁରା ମାଡ କରି ହତ୍ୟା କରାଯାଇଥିବା ଜଣାପଡିଛି |
ଚର୍ଚ୍ଚା NEWS











