Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, April 17
    Facebook X (Twitter) YouTube Instagram
    Trending
    • ଆଦର୍ଶ ବିଦ୍ୟାଳୟ କମ୍ପ୍ୟୁଟର ଲ୍ୟାବ ଏବଂ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଏଆଇ କ୍ଲାସରୁମ ଟେଣ୍ଡର ଦୁର୍ନିତି ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀ, ଆଇଟି ମନ୍ତ୍ରୀ ଏବଂ ଆଇଟି ସଚିବଙ୍କ ସରକାରୀ ବାସଗୃହ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଯୁବ କଂଗ୍ରେସ
    • ଜାତୀୟ ମଞ୍ଚରେ ଓଡ଼ିଆ ସିନେମାର ଗୌରବ ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ର ଚମକ
    • ମହିଳା ନେତୃତ୍ୱ ନେଇ ପ୍ରଶ୍ନ: ବିଜେଡିକୁ ଶ୍ରୀମୟୀଙ୍କ ତୀକ୍ଷ୍ଣ କଟାକ୍ଷ
    • ୫୦୦ରୁ ୫୦୦: ଓଡ଼ିଶାର ଗର୍ବ ଟିନା ଓ ଆଲିଶାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଡାକ୍ତର ହେବା ଲକ୍ଷ୍ୟ ::
    • ବିଜୁଙ୍କ ପୁଣ୍ୟତିଥିରେ ରାଜନୀତିର ନୂଆ ସମୀକରଣ? ଓୟୁଏଟିରେ ଏକାଠି ହେବେ ବିଜୁପ୍ରେମୀ ::
    • କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅମର ନେତା: ବିଜୁ ପଟ୍ଟନାୟକଙ୍କ ଜୀବନ ଓ ପ୍ରେରଣା ::
    • ଆଜିର ରାଶିଫଳ ::
    • ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ସାଂସଦଙ୍କୁ ଚିଠି ଲେଖିଲେ ନବୀନ :
    • ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଇରାନର ନୂତନ ପ୍ରସ୍ତାବ ::
    • ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ଭୋଟ ଦେଉଛନ୍ତି ବୟସ୍କ ଲୋକେ :
    • ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଅପମାନନା ନେଇ ତୀବ୍ର ଉତ୍ତେଜନା ::
    • ଭୁବନେଶ୍ୱରରୁ ମୋକିମଙ୍କ ରଣହୁଙ୍କାର :;
    • ୨୧ରୁ ବଢ଼ି ୩୨ ହୋଇପାରେ ଲୋକସଭା ଆସନ;
    • ତାତି କରୁଛି କଲବଲ ପ୍ରଚଣ୍ଡ ଖରା ସହ ଅସହ୍ୟ ଗୁଳୁଗୁଳି, ଆହୁରି ୬ଦିନଯାଏ ହିଟ୍‌ୱେଭ୍ ସତର୍କତା :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଜିଲ୍ଲାର ବିକାଶରେ “ମିରର୍ ଅଫ୍ ମାଲକାନଗିରି” (ସାମାଜିକ ସଂସ୍ଥା) ର ସହଯୋଗିତା ଓ ଆଞ୍ଚଳିକ ସମସ୍ୟାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନିମନ୍ତେ ନୁତନ ଜିଲ୍ଲାପାଳଙ୍କ ସହ ଆଲୋଚନା

    ଜିଲ୍ଲାର ବିକାଶରେ “ମିରର୍ ଅଫ୍ ମାଲକାନଗିରି” (ସାମାଜିକ ସଂସ୍ଥା) ର ସହଯୋଗିତା ଓ ଆଞ୍ଚଳିକ ସମସ୍ୟାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନିମନ୍ତେ ନୁତନ ଜିଲ୍ଲାପାଳଙ୍କ ସହ ଆଲୋଚନା

    By Charcha NewsAugust 5, 2025
    Share
    Facebook Twitter Email WhatsApp

    ଆଜି “ମିରର୍ ଅଫ୍ ମାଲକାନଗିରି” (ସାମାଜିକ ସଂସ୍ଥା)ର ସଦସ୍ୟ ମାନେ ନୁତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଅଭିନନ୍ଦନ କରିବାସହ ନିଜରପରିଚୟ ରଖିଥିଲେ l
    “ମିରର୍ ଅଫ୍ ମାଲକାନଗିରି” ଗତ ବର୍ଷ ହେବ ଜାତି, ଧର୍ମ, ବର୍ଣ୍ଣ, ଭାଷା, ଆର୍ଥିକ ବ୍ୟବସ୍ଥା ରୁ ଦୂରରେ ରହି ମାଲକାନଗିରିଜିଲ୍ଲାର ସର୍ବାଙ୍ଗିନ ବିକାଶ ରେ ସହଭାଗିତା କରିଆସିଛି l
    ଏହି ସଂଗଠନର ସହାୟତାରେ ବିଜୁଳି ଅବ୍ୟବସ୍ଥା, ରାସ୍ତାଘାଟର ନିର୍ମାଣରେ ମାନବୃଦ୍ଧି, ବିକଳାଙ୍ଗ ଓ ବାର୍ଦ୍ଧ୍ୟକ ଭତ୍ତା ସହ ଅନ୍ୟାନ୍ୟ ସହଯୋଗ ପ୍ରଦାନ, ଉଚ୍ଚ ଶିକ୍ଷା ଓ ଉଚ୍ଚ ଚିକିତ୍ସା ନିମନ୍ତେ ଏହି ଜିଲ୍ଲାରେ ସହଯୋଗ ପ୍ରଭୁତି କାର୍ଯ୍ୟ କରିଆସିଛି l
    ଗ୍ରାମାଞ୍ଚଳର ବିଶେଷ ସମସ୍ୟା ଯାହା ଖବର ଆମ ମାଧ୍ୟମରେ ପ୍ରଶାସନକୁ ଅବଗତ କରିବା ଫଳରେ ଅତିଶିଘ୍ର ସେଗୁଡିକର ସମାଧାନ ହେଉଅଛି ଯାହାଫଳରେ ଲୋକମାନେ, ଛାତ୍ରଛାତ୍ରୀ ମାନେ ବିଶେଷ ଉପକୃତ ହୋଇପାରିଛନ୍ତି l
    ଆମ ଜିଲ୍ଲାର ଅନେକ ଦିନରୁ ପଡି ରହିଥିବା ୧୨ଟି ମୂଳ ଭୁତ ସମସ୍ୟାର ଆଶୁ ସମାଧାନ ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ
    ମାଲକାନଗିରି ସହରର ମୁଖ୍ୟ ରାସ୍ତା (ଦିପ୍ତି କନ୍ଭେଣ୍ଟ୍ ସ୍କୁଲ୍ ଠାରୁ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ, ଆଇ.ଟି.ଡି.ଏ କାର୍ଯ୍ୟାଳୟ ଠାରୁ ଡି.ଏନ୍.କେ ଛକପର୍ଯ୍ୟନ୍ତ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ) ର ମରାମତି l
    ଏନ୍.ଏଚ୍.-୩୨୬ ର ଜିଲ୍ଲା ସଦରମହକୁମା ମଧ୍ୟ ଦେଇ ଯାଉଥିବା ରାସ୍ତାର ରାସ୍ତାବିଭାଜକ (Road Divider) ରେ ଲାଗିଥିବା ଲୁହା ଜାଲି ଗୁଡିକ ଅତି ପୁରୁଣା ହୋଇ ସେଥିରୁ ପ୍ରାୟ ୫୦% ଭାଙ୍ଗି ଯାଇଛି l ଯାହା ଫଳରେ ପ୍ରାଣୀସମ୍ପଦ ସହଜରେ ରାସ୍ତାର ଗୋଟିଏ ପଟରୁ ଅନ୍ୟପଟକୁ ଚାଲିଯାଉଛନ୍ତି l ଫଳରେ ଦୁର୍ଘଟଣାମାନ ପ୍ରତିଦିନ ହୋଇ ନିରିହ ପ୍ରାଣୀଙ୍କ ଜୀବନ ସହ ଲୋକଙ୍କ ଧନ ଓ ଜୀବନ ନଷ୍ଟ ହେଉଅଛି l
    ଟାଟା ପାୱାର୍ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ନେବାପୁର୍ବରୁ ଲୋକଙ୍କ ଥିବା ବକେୟା ବିଦ୍ୟୁତ ବିଲ୍ ପଇସାକୁ ଜବରଦସ୍ତ ଆଦାୟ କରିବା, ନଚେତ ସମଗ୍ର ଗ୍ରାମ ଓ ବସ୍ତିର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଉ l
    ପ୍ରତ୍ୟେକ ଉପୋଭକ୍ତାଙ୍କ ବାସଗୃହରେ ବିଦ୍ୟୁତ୍ ମିଟର ସ୍ଥାପନା କରାଯାଉ l ସେମାନଙ୍କ ବିଦ୍ୟୁତ୍ ବିଲ୍ ବର୍ତ୍ତମାନର ବ୍ୟବହାର ବିଲ୍ଲ୍ ଅନୁଯାୟୀ ପୁରୁଣା ବକେୟା ବିଲ୍ ର ରିଭାଇଜ୍ କରି ସଠିକ୍ କରାଯାଉ l ପ୍ରତି ମାସର ବିଲ୍ଲ୍ ସହ କିଛି ପୁରୁଣା ବକେୟା ଦେବାପାଇଁ ଉପୋଭକ୍ତାଙ୍କୁ ଆଗ୍ରହ କରାଯାଉ l
    ମାଲକାନଗିରି ସହରର ମଶାଣି ଠାରୁ ଗ୍ରାମ ତରଙ୍ଗ ପ୍ରଶିକ୍ଷଣ କେନ୍ଦ୍ର, ଅନ୍ୱେଶା ଛାତ୍ରାବାସ, କିଶୋର ପର୍ଯ୍ୟବେକ୍ଷଣ ଗୃହ ଦେଇ ଗୌଡଗୁଡା ପଞ୍ଚାୟତ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତା ଯାହାପ୍ରାୟ ୧୦ ବର୍ଷରୁ ଅଧିକ ଦିନ ହେବ ଖରାପହୋଇ ରହିଛି ତାହାର ପ୍ରାଥମିକତା ଭିତ୍ତିରେ ତୁରନ୍ତ ମରାମତି କରାଯାଉ l
    ଯେଉଁ ରାସ୍ତାଉପରେ ପ୍ରାୟ ୨୦ ରୁ ଅଧିକ ଗ୍ରାମବାସୀ ଓ ହଜାରେରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଦିନ ଯିବାଆସିବା କରିଥାନ୍ତି l
    ଶିଖପାଲି ଠାରୁ ପଡିଆବ୍ଲକ୍ କୁ ସଂଯୋଗ କରୁଥିବା ରାସ୍ତା ର ନବିକରଣ କରାଯାଉ l ଯାହା ଫଳରେ ୮ଟି ପଞ୍ଚାୟତ ର ଲୋକଙ୍କୁ ସଂଯୋଗ ନିମନ୍ତେ ପରିବହନ ସୁବିଧା ହୋଇପାରିବl
    ମାଥିଲି ବ୍ଲକ୍ ର ସାଗରସାହିର ରାସ୍ତା ଯାହା ଗ୍ରାମର ୩ଟି ଧର୍ମବିଶ୍ୱାସୀ ଙ୍କର ମଶାଣିକୁ ଯିବାର ମୁଖ୍ୟ ସଡକ ଅଟେ, ତାହାର ନବୀକରଣ କରାଯାଉ l
    ମାଲକାନଗିରି ବ୍ଲକ୍ ର ତମସାପଞ୍ଚାୟତ ଅନ୍ତର୍ଗତ ଏମ୍ ଭି-୯ ଗ୍ରାମରୁ ରୁ ବୈଲାପାରି ଗ୍ରାମକୁ ସଂଯୋଗ କରୁଥିବା ୫ କିଲୋମିଟର ରାସ୍ତା ଯାହା ପ୍ରାୟ ୧୦ ବର୍ଷ ହେବ ଗ୍ରାମବାସୀଙ୍କ ଦ୍ୱାରା ମରାମତି ନିମନ୍ତେ ଅଭିଯୋଗ ହୋଇଆସୁଅଛି ତାହାର ପୁନଃ ନିର୍ମାଣ କରାଯାଉ l
    ଚିତ୍ରକୋଣ୍ଡା ବ୍ଲକ୍ ର ଅଣ୍ଡ୍ରାପାଲି ଗ୍ରାମପଞ୍ଚାୟତରୁ ରାମାଗୁଡା ଗ୍ରାମକୁ ସଂଯୋଗ କରୁଥିବା ବ୍ରିଜ୍ (ପୋଲ) ଯାହା କି ୨୦୨୪ ଅଗଷ୍ଟ ମାସରୁ ସମ୍ପୁର୍ଣ୍ଣ ଭିଷୁଡି ପଡିଛି, ଯାହା ବିଷୟରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩୦ ଡିସେମ୍ବର ୨୦୨୪ ରେ କ୍ରମିକ ନଂ ୨୪ ରେ ଅଭିଯୋଗ ହୋଇଥିଲା ଓ ବିଧାୟକ ଚିତ୍ରକୋଣ୍ଡା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚିତ୍ରକୋଣ୍ଡା ଙ୍କୁ ବାରମ୍ବାର ଅବଗତି କରାଯାଇଥିଲା ତାହାର ପୁନଃ ନିର୍ମାଣକରାଯାଉ l
    ମାଲକାନଗିରି ବ୍ଲକ୍ ର ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁରପ୍ରାମକୁ ସଂଯୋଗ କରିଥିବା ରାସ୍ତାରେ ଯେଉଁ ପଥରଘାଟି ରହିଛି ତାକୁ ସମତଳ କରିରାସ୍ତା ନିର୍ମାଣକରାଯାଉ l
    ପଡିଆ ବ୍ଲକ୍ ସଦରମହକୁମା ର ବସ୍ ଷ୍ଟାଣ୍ଡ୍ ର ଅବ୍ୟବସ୍ଥା କହିଲେ ନସରେ l ଏଠାକୁ ବସ୍ ରହିବାପାଇଁ ଆସୁନାହିଁ ତଥା ଏହା ବୁଲାବିକାଳି ତଥା ଅନୈତିକ କାର୍ଯ୍ୟର ଆଡ୍ଡାସ୍ଥଳି ପାଲଟିଛି l ଏହାର ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ବ୍ୟବସ୍ଥା କରିବା ସହ, ପୋଲିସ୍ ବିଭାଗର ପଇଁତରା ରାତ୍ର ସମୟରେ କରିବା ବ୍ୟବସ୍ଥା କରାଯାଉ l
    ମାଲକାନଗିରି ପୌରପରିଷଦ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତ୍ୟେକ ୱାର୍ଡ୍ କୁ ଅଧିକାରୀଙ୍କ ସହ ଜନପ୍ରତିନିଧିଙ୍କ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବିଷୟରେ ସମସ୍ତ ଅବଗତ ହେବାସହ ସମସ୍ୟାର ସମାଧାନ ନିମନ୍ତେ ତପ୍ତର ହୁଅନ୍ତୁ l
    ଏହି ପତ୍ରର ଏକନକଲ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଙ୍କ ନିକଟକୁ ସୁଚନା ତଥା ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିଥିବା ସଂଗଠନର ସଂଯୋଜକ କହିଛନ୍ତି l

    Share. Facebook Twitter WhatsApp

    Related Posts

    ଆଦର୍ଶ ବିଦ୍ୟାଳୟ କମ୍ପ୍ୟୁଟର ଲ୍ୟାବ ଏବଂ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଏଆଇ କ୍ଲାସରୁମ ଟେଣ୍ଡର ଦୁର୍ନିତି ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀ, ଆଇଟି ମନ୍ତ୍ରୀ ଏବଂ ଆଇଟି ସଚିବଙ୍କ ସରକାରୀ ବାସଗୃହ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଯୁବ କଂଗ୍ରେସ

    April 17, 2026 ଆଜିର ଖବର

    ମହିଳା ନେତୃତ୍ୱ ନେଇ ପ୍ରଶ୍ନ: ବିଜେଡିକୁ ଶ୍ରୀମୟୀଙ୍କ ତୀକ୍ଷ୍ଣ କଟାକ୍ଷ

    April 17, 2026 ଆଜିର ଖବର

    ୫୦୦ରୁ ୫୦୦: ଓଡ଼ିଶାର ଗର୍ବ ଟିନା ଓ ଆଲିଶାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଡାକ୍ତର ହେବା ଲକ୍ଷ୍ୟ ::

    April 17, 2026 ଆଜିର ଖବର

    ବିଜୁଙ୍କ ପୁଣ୍ୟତିଥିରେ ରାଜନୀତିର ନୂଆ ସମୀକରଣ? ଓୟୁଏଟିରେ ଏକାଠି ହେବେ ବିଜୁପ୍ରେମୀ ::

    April 17, 2026 ଆଜିର ଖବର

    କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅମର ନେତା: ବିଜୁ ପଟ୍ଟନାୟକଙ୍କ ଜୀବନ ଓ ପ୍ରେରଣା ::

    April 17, 2026 ଆଜିର ଖବର

    ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଇରାନର ନୂତନ ପ୍ରସ୍ତାବ ::

    April 16, 2026 ଆଜିର ଖବର

    ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ଭୋଟ ଦେଉଛନ୍ତି ବୟସ୍କ ଲୋକେ :

    April 16, 2026 ଆଜିର ଖବର

    ଭୁବନେଶ୍ୱରରୁ ମୋକିମଙ୍କ ରଣହୁଙ୍କାର :;

    April 16, 2026 ଆଜିର ଖବର

    ୨୧ରୁ ବଢ଼ି ୩୨ ହୋଇପାରେ ଲୋକସଭା ଆସନ;

    April 16, 2026 ଆଜିର ଖବର

    ତାତି କରୁଛି କଲବଲ ପ୍ରଚଣ୍ଡ ଖରା ସହ ଅସହ୍ୟ ଗୁଳୁଗୁଳି, ଆହୁରି ୬ଦିନଯାଏ ହିଟ୍‌ୱେଭ୍ ସତର୍କତା :

    April 16, 2026 ଆଜିର ଖବର

    ଜନଗଣନା ୨୦୨୭: ଆଜିଠାରୁ ଘର ତାଲିକାକରଣ ଆରମ୍ଭ

    April 16, 2026 ଆଜିର ଖବର

    ସିବିଏସ୍‌ଇ ଦଶମ ଫଳ ୨୦୨୬: ଓଡ଼ିଆ ଛାତ୍ରୀ ଟିନା ରଥଙ୍କ ଐତିହାସିକ ସଫଳତା ::

    April 16, 2026 ଆଜିର ଖବର
    Watch YouTube

    You May Like

    ଆଦର୍ଶ ବିଦ୍ୟାଳୟ କମ୍ପ୍ୟୁଟର ଲ୍ୟାବ ଏବଂ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଏଆଇ କ୍ଲାସରୁମ ଟେଣ୍ଡର ଦୁର୍ନିତି ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀ, ଆଇଟି ମନ୍ତ୍ରୀ ଏବଂ ଆଇଟି ସଚିବଙ୍କ ସରକାରୀ ବାସଗୃହ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଯୁବ କଂଗ୍ରେସ

    April 17, 2026

    ଜାତୀୟ ମଞ୍ଚରେ ଓଡ଼ିଆ ସିନେମାର ଗୌରବ ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ର ଚମକ

    April 17, 2026

    ମହିଳା ନେତୃତ୍ୱ ନେଇ ପ୍ରଶ୍ନ: ବିଜେଡିକୁ ଶ୍ରୀମୟୀଙ୍କ ତୀକ୍ଷ୍ଣ କଟାକ୍ଷ

    April 17, 2026

    ୫୦୦ରୁ ୫୦୦: ଓଡ଼ିଶାର ଗର୍ବ ଟିନା ଓ ଆଲିଶାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଡାକ୍ତର ହେବା ଲକ୍ଷ୍ୟ ::

    April 17, 2026

    ବିଜୁଙ୍କ ପୁଣ୍ୟତିଥିରେ ରାଜନୀତିର ନୂଆ ସମୀକରଣ? ଓୟୁଏଟିରେ ଏକାଠି ହେବେ ବିଜୁପ୍ରେମୀ ::

    April 17, 2026

    କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅମର ନେତା: ବିଜୁ ପଟ୍ଟନାୟକଙ୍କ ଜୀବନ ଓ ପ୍ରେରଣା ::

    April 17, 2026

    ଆଜିର ରାଶିଫଳ ::

    April 17, 2026

    ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ସାଂସଦଙ୍କୁ ଚିଠି ଲେଖିଲେ ନବୀନ :

    April 16, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.