ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ରେ ସୁଭଦ୍ରା ତୃତୀୟ କିସ୍ତି ନିମନ୍ତେ ଆଜି ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କୁଇଜ୍ ଏସେ ଓ ଆର୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ସ୍କୁଲ ର ୧୫୭ଜଣ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସ୍ଥାନୀୟ ସମ୍ମନିତ ଶିଶୁ ବିକାଶ ସୁପର ଭାଇଜର ସାବିତ୍ରୀ ନାୟକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦ୍ର ସେନା ଲିମା ବିପିସି କ୍ରାନ୍ତି କୁମାର ପାଢ଼ୀ ।ତେବେ ଏହି ପ୍ରତିଯୋଗିତା ରେ ଯେଉଁ ମାନେ କୃତକାର୍ଯ୍ୟ ହେବେ ସେମାନେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି କୁହାଯାଇଥିଲା।ପ୍ରତି ସେଣ୍ଟର୍ ରେ ସ୍କୁଲ୍ ଶିକ୍ଷକ ସମସ୍ତ ସିଆରସି ମାନେ ଯୋଗ ଦେଇଥିଲେ।
Rrporter ରବିନ୍ଦ୍ର ନାଥ ମହାପାତ୍ର












