BY-ଅଶୋକ କୁମାର ସାହୁ ::DT -୩୦.୩.୨୦୨୬
DT -୩୦.୩.୨୦୨୬ :: ନାରାୟଣ ସେବା ସଂଗଠନ ତରଫରୁ ପବିତ୍ର ଶ୍ରୀ ରାମ ନବମୀ ମେଢ଼ ଶୋଭା ଯାତ୍ରା ରେ 50,000 ହଜାର ରୁ ଉର୍ଦ୍ଧ୍ବ ଲୋକମାନଙ୍କ ପାଇଁ ନାରାୟଣ ସେବା ସଂଗଠନ ସର୍ବତ ବଣ୍ଟନ ଫଳ ବଣ୍ଟନ ତା ସହ ମେଢ଼ କମିଟି ର ସଭାପତି ମାନଙ୍କ ପାଇଁ ସମ୍ବର୍ଦ୍ଧନା ସମାରୋହ ର ଆୟୋଜନ କରିଛନ୍ତି ଦିନ 12 ଟା ରୁ ନେଇ ରାତି 4 ଟା ଯାଏ ସେବା ଜାରି ରଖିଛନ୍ତି,,,, ମାନବ ସେବା ହିଁ ମାଧବ ସେବା ,,,, ସେବା ରେ ନିଜକୁ ସମର୍ପିତ କରି ସବୁବେଳେ ଆଗେଇ ଚାଲିଛନ୍ତି,,, ସମସ୍ତଙ୍କୁ ଖୁସି ବାଣ୍ଟିବା ଅସହାୟ ପରିବାର ର ଦୁଃଖ ବୁଝିବା ନିଜେ ତାଙ୍କ ସହ ମିଶି ସୁଖ ଦୁଃଖ ରେ ଭାଗ ନେଇ ନିଜର ଜୀବନ କୁ ସଂଗଠନ ର ସଦସ୍ୟ ସଦସ୍ୟା ମାନେ ସମର୍ପଣ କରିଦେଇଛନ୍ତି,,,,, ପ୍ରତି ବର୍ଷ ରେ ପବିତ୍ର ରାମ ନବମୀ ରେ କିଛି ନୂଆ ଆୟୋଜନ କରିବା ଲୋକ ମାନଙ୍କ ସେବା ରେ ସବୁବେଳେ ସଜାଗ ରହି ନିଜର କର୍ମ କୁ ଆଗେଇ ନେଇଛନ୍ତି,,, କର୍ମ କ୍ଷେତ୍ର ରେ ଆଗେଇ ଆଶିଛନ୍ତି ସଂଗଠନ ର ସଦସ୍ୟ ସଦସ୍ୟା ତଥା – ରୁଦ୍ର ନାରାୟଣ ଦାସ ,ବିରଞ୍ଚି ନାରାୟଣ ବିଶ୍ଵାଳ,ନିବେଦିତା ବିଶ୍ଵାଳ,ପ୍ରଦୀପ ଦାସ , ଶମ୍ଭୁନାଥ ବେହେରା ,ମନୋଜ ଦାସ ,ସୀମା ବେହେରା , ରଶ୍ମିତା ବାରିକ, ଶ୍ରୀକାନ୍ତ ବେହେରା ,ଗୋଲକ ନାୟକ,ପ୍ରଶାନ୍ତ ପଣ୍ଡା ,ଦେବେନ୍ଦ୍ର ଲେଙ୍କା, ବୁଧିରାମ୍ ବାରିକ, ସୁଦର୍ଶନ ସାହୁ,ଦେବାଶିଷ ପୋହି,ରାଜେଶ୍ ରାଉତ,ସୌରବ ମିଶ୍ର , ସୁନିଲ ବେହେରା, ଜିତେଶ ବସନ୍ତ ରାୟ, କର୍ମ କ୍ଷେତ୍ର ରେ ଆଗେଇ ଆସି ସଂଗଠନ ର କର୍ମ କୁ ଆଗେଇ ନେଇଛନ୍ତି,,,,, ସେବା ହିଁ ଧର୍ମ ସେବା ହିଁ କର୍ମ ମାନବ ସେବା ହିଁ ମାଧବ ସେବା,, ଅଶୋକ କୁମାର ସାହୁ
ଚର୍ଚ୍ଚା News












