ଚର୍ଚ୍ଚା tv
ବୁଗୁଡା ଥାନା ଅଧିନସ୍ତ ବାଲିପଦର ଫାଣ୍ତି ରେ ଫାଣ୍ତି ଅଧିକାରି ଙ୍କ ସମେତ କମ୍ ରହିଛନ୍ତି କର୍ମଚାରି ,ବାଲିପଦ ଫାଣ୍ତିରେ କର୍ମଚାରିଙ୍କ ଅଭାବ ,ଅଳ୍ପ କର୍ମଚାରିଙ୍କୁ ନେଇ ଫାଣ୍ତି ପକ୍ଷରୁ କାର୍ଯ୍ଯ କରିବା କଷ୍ଟକର ହୋଇପଡୁଛି ! ବହୁ ପଦ ପଦବି ଖାଲି ରହିଛି ! ପଦପଦବି ଗୁଡିକ ପୁରଣ ହେଲେ ବାଲିପଦର ଫାଣ୍ତି କାର୍ଯ୍ଯ ଚଳାଚଳ ରେ ସୁବିଧା ହେବ ! ତତ୍ ସହିତ ବାଲିପଦର ଫାଣ୍ତି ଇଲାକା ବାସି ଉପକୁତ ହେବେ :
By Charcha News












