ବ୍ରାହ୍ମଣୀ ନଦୀରେ ଭାସିଗଲେ ମହିଳା । କୁମ୍ଭୀର ଟାଣିନେଇଥିବା ସନ୍ଦେହ । କେନ୍ଦ୍ରାପଡ଼ା ଜିଲ୍ଲା ଆଲପୁଆ ଦାମୋଦର ପାଟଣାରେ ଅଭାବନୀୟ ଘଟଣା । ଭୋର୍ ସମୟରେ ଶୌଚ ପାଇଁ ନଦୀକୁ ଯାଇଥିଲେ ସୁଚିତ୍ରା ସାହୁ ।
କେନ୍ଦ୍ରାପଡା :ବ୍ରାହ୍ମଣୀ ନଦୀରେ ଭାସିଗଲେ ମହିଳା । କୁମ୍ଭୀର ଟାଣିନେଇଥିବା ସନ୍ଦେହ । କେନ୍ଦ୍ରାପଡ଼ା ଜିଲ୍ଲା ଆଲପୁଆ ଦାମୋଦର ପାଟଣାରେ ଅଭାବନୟ ଘଟଣା । ଭୋର୍ ସମୟରେ ଶୌଚ ପାଇଁ ନଦୀକୁ ଯାଇଥିଲେ ସୁଚିତ୍ରା ସାହୁ । ନଦୀ କୂଳରେ ଚପଲ ଓ ବାଲଟି ଥିବାରୁ ବଢ଼ିଛି ସନ୍ଦେହ । ତାଙ୍କୁ କୁମ୍ଭୀର ଟାଣି ନେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।
ଚର୍ଚ୍ଚା news












