Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Sunday, April 26
    Facebook X (Twitter) YouTube Instagram
    Trending
    • ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଗୁଆ ଶୁଭେଚ୍ଛା ::
    • ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟ ପୂଜା ଅନୁଷ୍ଠିତ :
    • ଦିଲ୍ଲୀରେ ଟଳିଲା ବଡ଼ ବିମାନ ଦୁର୍ଘଟଣା, ଉଡ଼ାଣ ପୂର୍ବରୁ ଇଞ୍ଜିନରେ ନିଆଁ; ୬ ଆହତ
    • ଖାଉଥିଲେ ଟ୍ରମ୍ପ, ବନ୍ଧୁକ ଧରି ପଶିଗଲେ ଦୁର୍ବୃତ୍ତ: ନିଜ ଦେଶରେ ଅସୁରକ୍ଷିତ ଆମେରିକା ରାଷ୍ଟ୍ରପତି
    • ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :
    • ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :
    • ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :
    • ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :
    • ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l
    • କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :
    • ଜାଣନ୍ତୁ ଏ ସପ୍ତାହର ରାଶିଫଳ :
    • ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା! ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ :
    • ମହାନଦୀ ଜଳବିବାଦ ମାମଲା ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
    • ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ରାଜ୍ୟରେ ଅସହ୍ୟ ହେଲାଣି ତାତି ; ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

    ରାଜ୍ୟରେ ଅସହ୍ୟ ହେଲାଣି ତାତି ; ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

    By Charcha NewsApril 22, 2026
    Share
    Facebook Twitter Email WhatsApp

    ଝାରସୁଗୁଡ଼ାରେ ୪୪ ଦଶମିକ ୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ସମ୍ବଲପରୁରରେ ୪୩ ଦଶମିକ ୨ ଡିଗ୍ରି ଏବଂ ହୀରାକୁଦରେ ୪୩ ଡିଗ୍ରି ରେକର୍ଡ କରାଯାଇଛି । ରାଉରକେଲା ଓ ଭୁବନେଶ୍ବରରେ ୪୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । 

     ସାରା ରାଜ୍ୟରେ ତାତିର ତାଉ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳିତ ହେଉଛନ୍ତି ସାଧାରଣ ଲୋକେ । ଦିନ ସାଢ଼େ ୨ଟା ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରି ଅତିକ୍ରମ କରିଛି । ଝାରସୁଗୁଡ଼ାରେ ୪୪ ଦଶମିକ ୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ସମ୍ବଲପରୁରରେ ୪୩ ଦଶମିକ ୨ ଡିଗ୍ରି ଏବଂ ହୀରାକୁଦରେ ୪୩ ଡିଗ୍ରି ରେକର୍ଡ କରାଯାଇଛି । ରାଉରକେଲା ଓ ଭୁବନେଶ୍ବରରେ ୪୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । 

    ତାପମାତ୍ରା ସାଙ୍ଗକୁ ଆଦ୍ରତା ମଧ୍ୟ କିଛି ସ୍ଥାନରେ ଅଧିକ ରହୁଛି । ଝାରସୁଗୁଡ଼ାରେ ୧୧ ପ୍ରତିଶତ ଆଦ୍ରତା ଥିବା ବେଳେ ସମ୍ବଲପୁରରେ ୩୨ ଡିଗ୍ରି, ହୀରାକୁଦରେ ୨୫ ଡିଗ୍ରି, ଭୁବନେଶ୍ବରରେ ୩୨ ଡିଗ୍ରି, ରାଉରକେଲାରେ ୧୯ ଡିଗ୍ରି ଏବଂ କେନ୍ଦୁଝରରେ ଆଦ୍ରତା ୩୨ ଡିଗ୍ରି ରହିଛି । ସେହିପରି ବିଭିନ୍ନ ସ୍ଥାନରେ ଅନୂଭୂତ ତାପମାତ୍ରା ବେଶ ଅଧିକ ରହିଛି । ବିଶେଷକରି ସମ୍ବଲପୁରରେ ଅନୂଭତ ତାପମାତ୍ରା ୫୧ ଡିଗ୍ରି ରେକର୍ଡ ହୋଇଛି । ବାଲେଶ୍ବରରେ ତାପମାତ୍ରା ୩୭ ଦଶମିକ ୬ ଡିଗ୍ରି ଥିଲା ବେଳେ ଅନୁଭୂତ ତାପମାତ୍ରା ୪୮ ଡିଗ୍ରି ରହିଛି । ଗୋପାଳପୁରରେ ୩୨.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଅନୁଭୂତ ତାପମାତ୍ରା ୪୭ ଡିଗ୍ରି ରହୁଛି । ଆହୁରି ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଗୁଆ ଶୁଭେଚ୍ଛା ::

    April 26, 2026 ଆଜିର ଖବର

    ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟ ପୂଜା ଅନୁଷ୍ଠିତ :

    April 26, 2026 ଆଜିର ଖବର

    ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :

    April 26, 2026 ଆଜିର ଖବର

    ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :

    April 26, 2026 ଆଜିର ଖବର

    ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :

    April 26, 2026 ଆଜିର ଖବର

    ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :

    April 26, 2026 ଆଜିର ଖବର

    ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l

    April 26, 2026 ରାଜ୍ୟ

    କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :

    April 26, 2026 ବିଶେଷ

    ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା! ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ :

    April 25, 2026 ଆଜିର ଖବର

    ମହାନଦୀ ଜଳବିବାଦ ମାମଲା ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

    April 25, 2026 ଆଜିର ଖବର

    ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ

    April 25, 2026 ଆଜିର ଖବର

    OCAC ଟେଣ୍ଡର ଅନିୟମିତତା ନେଇ ପୁଣି ତୀବ୍ର ହେଲା ରାଜନୀତି, IT ମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ ::

    April 25, 2026 ଆଜିର ଖବର
    Watch YouTube

    You May Like

    ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଗୁଆ ଶୁଭେଚ୍ଛା ::

    April 26, 2026

    ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟ ପୂଜା ଅନୁଷ୍ଠିତ :

    April 26, 2026

    ଦିଲ୍ଲୀରେ ଟଳିଲା ବଡ଼ ବିମାନ ଦୁର୍ଘଟଣା, ଉଡ଼ାଣ ପୂର୍ବରୁ ଇଞ୍ଜିନରେ ନିଆଁ; ୬ ଆହତ

    April 26, 2026

    ଖାଉଥିଲେ ଟ୍ରମ୍ପ, ବନ୍ଧୁକ ଧରି ପଶିଗଲେ ଦୁର୍ବୃତ୍ତ: ନିଜ ଦେଶରେ ଅସୁରକ୍ଷିତ ଆମେରିକା ରାଷ୍ଟ୍ରପତି

    April 26, 2026

    ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :

    April 26, 2026

    ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :

    April 26, 2026

    ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :

    April 26, 2026

    ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :

    April 26, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.