Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, May 2
    Facebook X (Twitter) YouTube Instagram
    Trending
    • ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ
    • ଜାଣନ୍ତୁ ଆଜିର ରାଶିଫଳ ::
    • ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
    • ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ
    • ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା
    • ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ
    • ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
    • ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ
    • ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ
    • ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ
    • ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା
    • ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା
    • ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,
    • ବ୍ୟାଙ୍କ କହିଲା ଲୋକ ଆସିଲେ ଟଙ୍କା ମିଳିବ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ବିଶେଷ»ଶ୍ରୀକ୍ଷେତ୍ରର ପବିତ୍ର ଧାମ ଶ୍ରୀଜଗନ୍ନାଥ ମନ୍ଦିରରେ ଏବେ ଭକ୍ତି ଓ ଆଧ୍ୟାତ୍ମିକତାର ଅଦ୍ଭୁତ ଦୃଶ୍ୟ ଚାଲିଛି ପବିତ୍ର ଚନ୍ଦନ ଯାତ୍ରା।

    ଶ୍ରୀକ୍ଷେତ୍ରର ପବିତ୍ର ଧାମ ଶ୍ରୀଜଗନ୍ନାଥ ମନ୍ଦିରରେ ଏବେ ଭକ୍ତି ଓ ଆଧ୍ୟାତ୍ମିକତାର ଅଦ୍ଭୁତ ଦୃଶ୍ୟ ଚାଲିଛି ପବିତ୍ର ଚନ୍ଦନ ଯାତ୍ରା।

    By Charcha NewsApril 28, 2026
    Share
    Facebook Twitter Email WhatsApp

    ଚର୍ଚ୍ଚା NEWSଯାହାଙ୍କ ହାତରେ ଦୁନିଆର ମଙ୍ଗ, ଏମାନେ ତାଙ୍କରି ନାବିକ । ବ୍ରହ୍ମାଣ୍ଡ ଈଶ୍ୱରଙ୍କ ଅନନ୍ୟ ସେବକ । ପଚାରିଲେ କହନ୍ତି, ସେ ତ ନାବ, ସେ ହିଁ ନାବିକ । ଆମେ ସିନା କାତ ଧରୁ, ସେ ହିଁ ବୋହି ନିଅନ୍ତି ତାଙ୍କରି ନାଆ । ମହାପ୍ରଭୁଙ୍କୁ ଜଳକ୍ରୀଡ଼ା କରାଉଥିବା ପ୍ରତିଟି ନାଉରିଆ ବା ଚାପ ଦଳାଇଙ୍କ ଏହା ଅନ୍ତରର କଥା ।

    BY-SUBHASAMITA-28.4.2026

    ପୁରୀ :ଗ୍ରୀଷ୍ମର ତୀବ୍ର ତାପରୁ ମହାପ୍ରଭୁଙ୍କୁ ଶୀତଳତା ଦେବା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଦିବ୍ୟ ନୌକା ବିହାର ହେଉଛି, ଯେଉଁଠାରେ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡ଼ାରେ ମଗ୍ନ।ଏହି ଅଲୌକିକ ଯାତ୍ରାର ଅଭିନ୍ନ ଅଂଶ ହେଉଛନ୍ତି ବ୍ରହ୍ମଗିରି ଅଞ୍ଚଳର ଚାପ ଦଳାଇ ସେବକମାନେ। ବର୍ଷ ସାରା ଚାଷ କାମରେ ବ୍ୟସ୍ତ ରହୁଥିବା ଏହି ସରଳ ଲୋକମାନେ, ଚନ୍ଦନ ଯାତ୍ରା ଆସିଲେ ହୃଦୟରୁ ସମର୍ପିତ ସେବକ ହୋଇଉଠନ୍ତି। ସେମାନଙ୍କ ମତରେ ସେ ହିଁ ନାବ, ସେ ହିଁ ନାବିକ; ଆମେ କେବଳ କାତ ଧରୁଛୁ।” ଏହି ଭକ୍ତିଭାବ ହିଁ ସେମାନଙ୍କ ସେବାକୁ ଅନନ୍ୟ କରିଥାଏ।ପ୍ରତିଦିନ ମହାପ୍ରଭୁଙ୍କ ଆଗମନ ପୂର୍ବରୁ ସେମାନେ ଶ୍ରଦ୍ଧାର ସହ ଚାପ (ନୌକା)କୁ ସଫା କରି ସଜାନ୍ତି। ନନ୍ଦା ଓ ଭଦ୍ରା ନାମକ ଦୁଇଟି ଚାପରେ ୮ ଜଣ ଚାପ ଦଳାଇ ନିୟୋଜିତ ଥାନ୍ତି, ଯେଉଁମାନେ ନୌକାର ଗତି ଓ ଦିଗ ନିୟନ୍ତ୍ରଣ କରି ମହାପ୍ରଭୁଙ୍କୁ ଜଳକ୍ରୀଡ଼ା କରାନ୍ତି। ଏହା ସହ ବୈଜୟନ୍ତୀ ନୌକାରେ ବାଦ୍ୟକାରମାନଙ୍କ ପାଇଁ ଜଣେ କୈବର୍ତ୍ତ ସେବକ ରହନ୍ତି।ସଞ୍ଜ ହେଲେ ନରେନ୍ଦ୍ର ପୁଷ୍କରିଣୀ ଘଣ୍ଟ-ଘଣ୍ଟା ଓ “ହରିବୋଲ” ଧ୍ୱନିରେ ଗୁଞ୍ଜିଉଠେ, ଯାହା ଭକ୍ତମାନଙ୍କ ମନକୁ ଭକ୍ତିରେ ଭରିଦିଏ। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ବାହାର ଚନ୍ଦନ ଯାତ୍ରା ବର୍ତ୍ତମାନ ଅଷ୍ଟମ ଦିନରେ ପହଞ୍ଚିଛି।

    ଚର୍ଚ୍ଚା NEWS

    Share. Facebook Twitter WhatsApp

    Related Posts

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    May 2, 2026 ଆଜିର ଖବର

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର

    ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା

    April 28, 2026 ଆଜିର ଖବର

    ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

    April 28, 2026 ଆଜିର ଖବର

    ବ୍ୟାଙ୍କ କହିଲା ଲୋକ ଆସିଲେ ଟଙ୍କା ମିଳିବ

    April 28, 2026 ବିଶେଷ

    April 28, 2026 ଆଜିର ଖବର

    ଆଜି ଓଡ଼ିଆ ଜାତି ପାଇଁ ଗୌରବର ଦିନଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ। ଏହି ଅବସରରେ କଟକ ଜିଲ୍ଲାର ସତ୍ୟଭାମାପୁର, ମଧୁବାବୁଙ୍କ ପବିତ୍ର ଜନ୍ମଭୂମି, ଆଜି ଭକ୍ତି, ଗର୍ବ ଓ ସ୍ମୃତିରେ ଚଳଚଞ୍ଚଳ ହୋଇଉଠିଛି।

    April 28, 2026 ବିଶେଷ

    ରାଜ୍ୟରେ ଜାରି ହିଟ୍‌ୱେଭ୍‌, ପ୍ରବଳ ଖରା ପାଇଁ କେନ୍ଦ୍ରର ସତର୍କବାଣୀ ::

    April 28, 2026 ଆଜିର ଖବର

    ରୋଗୀଙ୍କ ଜୀବନ ସହ ଖେଳ! ଉଦଳା ଡାକ୍ତରଖାନା ବିରୋଧରେ ରାସ୍ତାରେ ଶ୍ରୀରାମ ସେବା ଟ୍ରଷ୍ଟ :

    April 28, 2026 ରାଜ୍ୟ

    ମୟୁରଭଞ୍ଜ ରେ ଉଦଳା ବନବିଭାଗ ଦ୍ୱାରା ବେଆଇନ ପଥର ଚାଲାଣ ବେଳେ ହାଇୱା ଜବଦ ଡ୍ରାଇଭର ଗିରଫ ::

    April 28, 2026 ଅପରାଧ

    ଉଦଳାରେ ବାଇକ ଲୁଟେରାଙ୍କ ଆତଙ୍କ! CCTV ରେ କଏଦ ଚୋରି ଦୃଶ୍ୟ :

    April 28, 2026 ରାଜ୍ୟ

    କଟକ SCB ମେଡିକାଲରେ ମକ୍ ଡ୍ରିଲ୍: ଆପତ୍କାଳୀନ ପ୍ରସ୍ତୁତିରେ ଜୋର ::

    April 28, 2026 ରାଜ୍ୟ
    Watch YouTube

    You May Like

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    May 2, 2026

    ଜାଣନ୍ତୁ ଆଜିର ରାଶିଫଳ ::

    May 2, 2026

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026

    ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    May 1, 2026

    ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା

    May 1, 2026

    ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ

    May 1, 2026

    ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

    May 1, 2026

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.