Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, June 12
    Facebook X (Twitter) YouTube Instagram
    Trending
    • ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ
    • ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
    • ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ
    • ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର
    • ବାଘ ଛାଲ ଜବତ,8 ଗିରଫ୍
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର
    • ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ସୁନୀତି
    • ମେଧାବୀ ଛାତ୍ରୀଙ୍କ ମୃତ୍ୟୁରେ ଥରିଲା ଓଡ଼ିଶା : ପ୍ରେମ, ପ୍ରତାରଣା ନା ଷଡ଼ଯନ୍ତ୍ର ? ଉତ୍ତର ଖୋଜୁଛି ପୋଲିସ
    • ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ
    • କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
    • ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ୱିତ

    ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ୱିତ

    By Charcha NewsMay 28, 2026
    Share
    Facebook Twitter Email WhatsApp

    କେନ୍ଦ୍ରାପଡ଼ା ତାଳଚୁଆ ଥାନାରେ ଥାର୍ଡ ଡିଗ୍ରି ମହଙ୍ଗା ହେଲା । ଖବର ପ୍ରସାରଣ ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ୱିତ। ଏତଲା ଦେବାକୁ ଆସିଥିବା ମାଆ-ପୁଅଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଏସପିଡିଓଙ୍କୁ ଭେଟି ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

    ଥାନା ସମ୍ମୁଖରେ ପରିବାରର ସମୂହ ଆତ୍ମହତ୍ୟା ଉଦ୍ୟମ । କଟକ ଜିଲ୍ଲା ଭଦ୍ରେଶ୍ଵର ଥାନା ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା। ଗୋଟିଏ ପରିବାରର ୮ଜଣ ସଦସ୍ୟ ପେଟ୍ରୋଲ, ଦିଆସିଲି ଓ ଦଉଡ଼ି ଧରି ଥାନା ସାମନାରେ ସମୂହ ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ପୁଲିସ ସେମାନଙ୍କୁ କାବୁ କରି ନେଇଛି। ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଶାହାନିଆଜପୁର ଗାଁର ରଘୁନାଥ ସୂତାରଙ୍କୁ ଘର କରାଇ ନଦେବା ପାଇଁ ପଡ଼ୋଶୀ ମଦନ ମୋହନ ସୂତାର ବାରମ୍ବାର ଥାନାରେ ଏତଲା ଦେଇଆସୁଥିଲେ । ଏତଲାକୁ ଭିତ୍ତିକରି ଭଦ୍ରେଶ୍ଵର ଥାନା ପୁଲିସର ଜଣେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘର ତିଆରି କରିବାକୁ ବାରମ୍ୱାର ବାରଣ କରିଆସୁଥିଲେ। ଏହି ମାମଲା କୋର୍ଟରେ ବି ପହଞ୍ଚିଛି । 

    ଏଥିରେ ଅତିଷ୍ଠ ହୋଇ ରଘୁନାଥ ପରିବାର ସହ ଭଦ୍ରେଶ୍ୱର ଥାନାକୁ ଆସି ଏତଲା ଦେଇଥିଲେ । ଏହାପରେ ପେଟ୍ରୋଲ ଓ ଦଉଡ଼ି ଧରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇ ପେଟ୍ରୋଲ, ଦଉଡ଼ି ଓ ଦିଆସିଲ ଜବତ କରିଛି। ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ରଘୁନାଥଙ୍କ ୮ଜଣ ପରିବାର ସଦସ୍ୟ ଥାନା ସମ୍ମୁଖରେ ସମୂହ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଜମି ଉପରେ ନିର୍ମାଣ ପାଇଁ ଅଦାଲତଙ୍କ ରହିତାଦେଶ ଥିବାରୁ ଘର କାର୍ଯ୍ୟ ବନ୍ଦ କରାଯାଇଥିବା ପୁଲିସ ସୂଚନା ଦେଇଛି। ତୁରନ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଭଦ୍ରେଶ୍ୱର ଥାନା ଆଇଆଇସି କହିଛନ୍ତି ।

    ଚର୍ଚ୍ଚା news

    ।

    Share. Facebook Twitter WhatsApp

    Related Posts

    ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ

    June 7, 2026 ଅପରାଧ

    ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

    June 5, 2026 ରାଜ୍ୟ

    June 4, 2026 ରାଜ୍ୟ

    ହାତୀକୁଟରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ::

    June 3, 2026 ରାଜ୍ୟ

    ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି :ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::

    June 2, 2026 ରାଜ୍ୟ

    ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::

    June 2, 2026 ରାଜ୍ୟ

    ମୌସୁମୀ ଆଗମନରେ ବିଳମ୍ବ : ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

    June 2, 2026 ରାଜ୍ୟ

    ଉପସାଗରରେ ବଡ଼ ବିସ୍ଫୋରଣ , ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ

    June 2, 2026 ରାଜ୍ୟ

    ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::

    June 2, 2026 ଅନ୍ୟାନ୍ୟ

    ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶାସନର ତତ୍ପରତା

    June 2, 2026 ରାଜ୍ୟ

    ଭୋଟର ତାଲିକା ସଂଶୋଧନ ପାଇଁ ସଚେତନତା ରଥ ଗାଁ ଗାଁରେ

    June 2, 2026 ରାଜ୍ୟ

    ପୁରୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ମଞ୍ଚରେ ଚମକିବ ଓଡ଼ିଶାର ବିପର୍ୟ୍ୟୟ ପରିଚାଳନା ମଡେଲ

    June 1, 2026 ରାଜ୍ୟ
    Watch YouTube

    You May Like

    ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ

    June 8, 2026

    ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

    June 7, 2026

    ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ

    June 7, 2026

    ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର

    June 7, 2026

    ବାଘ ଛାଲ ଜବତ,8 ଗିରଫ୍

    June 7, 2026

    ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 

    June 7, 2026

    ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର

    June 7, 2026

    ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ

    June 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.