ଗତ ୨୦୧୧ ମସିହା ଜନଗଣନା ରେ ଚଳିତ ଜନଗଣନା ୧୫ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ରହିଛି. ଆଜି ଠାରୁ ଜନଗଣ ର କାର୍ଯ୍ୟ ଶୁଭଆରମ୍ଭ କରାଯଇଅଛି. ଗତ ୨୦୧୧ ମସିହାରେ କଟକ ମହାନଗର ୫୪ ଟି ୱାର୍ଡ ରେ ୬,୧୦,୧୮୯,ଜନସଂଖ୍ୟା ଥିଲା ବେଳେ ଚଳିତ ୨୦୨୬ ଜନଗଣନାରେ ନିଗମର ୫୯ ବାଡ଼ରେ ୧୫ ପ୍ରତିଶତ ଜନସଂଖ୍ୟା ବୃଦ୍ଧିପାଇବାର ସମ୍ଭାବନା ରହିଛି ବୋଲି ସି.ଏମ.ସି କମିଶନର କିରଣଦୀପ କୌର ସହୋତା. ଆଜି ଏପ୍ରିଲ ୧ ତାରିଖ ବୁଧୁବାର ଠାରୁ ଜନଗଣନାର ଶୁଭାରମ୍ଭ କରି ପ୍ରକାଶ କରିଛନ୍ତି. ଆଜି ବାରବାଟୀ ଦୁର୍ଗା ସ୍ତିତ ମେୟର ଆବାସିକ କାର୍ଯ୍ୟାଳୟ ଠାରେ ଚଳିତ ଜନଗଣନାରେ ଶୁଭାରମ୍ଭ କରାଯଇଅଛି . ପ୍ରତିଘରଘର ଜନଗଣନା କରାଯିବ ଏବଂ ଏହା ମେ ୧୫ ପ୍ରଜନତା ଜନଗାଣକାର୍ଯ୍ୟ ଅବ୍ୟାହତ ରହିବ.
ମାନ୍ୟବର କଟକ ମେୟର ତଥା କଟକ ସହରର ପ୍ରଥମ ନାଗରିକ ଶ୍ରୀ ସୁବାସ ସିଂହ ଙ୍କ ସହିତ ତାଙ୍କ ଧର୍ମ ପତ୍ନୀ ଡାକ୍ତର ନିବେଦିତା ଦାସ , ସି.ଏମ.ସି କମିଶନର କିରଣଦୀପ କୌର ସହୋତା, ସି.ଏମ.ସି ଆସିଷ୍ଟାଣ୍ଟ କମିଶନର ତ୍ରିନାଥ ବେହେରା , ଜନଗଣନା ଦାୟିତ୍ୱରେ ଥିବା ଡ଼ିଲିଙ୍ଗ ଆସିଷ୍ଟାଣ୍ଟ ୟଲା ରାମୁଡୁ ରେଡି , ସନ୍ତୋଷ ରାଓ , ବସନ୍ତ କର , ଅବିନାଶ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ |
ଚର୍ଚ୍ଚା NEWS












