କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ ଙ୍କ ଅକାଳ ବିୟୋଗ ::
ଭଗବାନଙ୍କ ପାଖରେ ମୋର କୋଟି କୋଟି ପ୍ରାର୍ଥନା, ତାଙ୍କ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ।
ସେ ୨୦୦୪ ମସିହାରେ ସ୍ଵାଧୀନ ପ୍ରାଥୀ ଭାବରେ ବିଧାୟକ ହୋଇଥିଲେ ଓ ୨୦୧୪ ରେ ବିଜେଡି ପ୍ରାର୍ଥୀ ହିସାବରେ ବିଜୟୀ ହୋଇଥିଲେ ।ତାଙ୍କ ପ୍ରତି ମୋର ଅନ୍ତରିକ ଶ୍ରଦ୍ଧାଞ୍ଜଳି ଓ ଗଭୀର ସମବେଦନା ।
ଚର୍ଚ୍ଚା newsଭଗବାନଙ୍କ ପାଖରେ ମୋର କୋଟି କୋଟି ପ୍ରାର୍ଥନା, ତାଙ୍କ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ।
ସେ ୨୦୦୪ ମସିହାରେ ସ୍ଵାଧୀନ ପ୍ରାଥୀ ଭାବରେ ବିଧାୟକ ହୋଇଥିଲେ ଓ ୨୦୧୪ ରେ ବିଜେଡି ପ୍ରାର୍ଥୀ ହିସାବରେ ବିଜୟୀ ହୋଇଥିଲେ ।ତାଙ୍କ ପ୍ରତି ମୋର ଅନ୍ତରିକ ଶ୍ରଦ୍ଧାଞ୍ଜଳି ଓ ଗଭୀର ସମବେଦନା ।
ଚର୍ଚ୍ଚା news












