Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, April 27
    Facebook X (Twitter) YouTube Instagram
    Trending
    • ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ, ଯୁକ୍ତ ୨ ରେଜଲ୍ଟ ତୃତୀୟ ସପ୍ତାହରେ
    • ଏଏପିକୁ ବଡ଼ ଝଟକା: ବିଦ୍ରୋହୀ ସାଂସଦମାନଙ୍କୁ ବିଜେପି ସଦସ୍ୟ ଭାବେ ମାନ୍ୟତା ଦେଲା ରାଜ୍ୟସଭା :
    • ପ୍ରଚାରର ଶେଷ ଦିନ ପୂର୍ବରୁ ଜଗଦ୍ଦଲରେ ହିଂସା, ସିଆଇଏସ୍‌ଏଫ୍‌ ଯବାନ ଆହତ :
    • ଲିଭ୍-ଇନ୍ ସମ୍ପର୍କ ସହମତିରେ ହେଲେ ଦୁଷ୍କର୍ମ ନୁହେଁ: ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ମତ ::
    • ଚିତ୍ରୋତ୍ପଳା ନଦୀରେ ଡୁବିଗଲେ ବ୍ୟକ୍ତି, ନିଶ୍ଚିନ୍ତକୋଇଲି ସାଲେପୁର ଅଗ୍ନିଶମ ଟିମ୍‌ର ଜୋରଦାର ସନ୍ଧାନ ଅଭିଯାନ ଜାରି :
    • ମୁଁ ଅନୁଭବ କଲି, ଓଡ଼ିଶା ଏବଂ ବିହାର ପରେ ଏଥର ପଶ୍ଚିମବଙ୍ଗରେ ପଦ୍ମ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ
    • ମନାଗୁଡ଼ା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ::
    • ଆନ୍ଧ୍ର ବିଏଡ୍‌ ନାଁରେ ବଡ଼ ଠକେଇ, ୩ଶହରୁ ଅଧିକ ଆଶାୟୀ ଫସିଲେ :
    • ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଆସୁଛି ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ହେବ ବ୍ୟବସ୍ଥା ::
    • ଇସ୍ରାଏଲୀ ଧମକକୁ ଅସ୍ୱୀକାର କଲା Hezbollah, ସିଧାସଳଖ ଆଲୋଚନାକୁ କହିଲା “ବଡ଼ ପାପ” ::
    • ଆଜିଠାରୁ ଦୁଇଦିନିଆ ସିକିମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
    • ଆଜି ସରୁଛି ପଶ୍ଚିମବଙ୍ଗରେ ପ୍ରଚାର, ଶେଷ ଦିନରେ ବିଭିନ୍ନ ସ୍ଥାନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜୋରଦାର କ୍ୟାମ୍ପେନ
    • କଟକରେ ଭିଜିଲାନ୍ସର ଚଢ଼ାଉ: ଅବୈଧ ସୋମିଲ୍‌ରୁ ୧୦ ଲକ୍ଷରୁ ଅଧିକ କାଠ ଜବତ ::
    • ହୀରାକୁଦ ଜଳଭଣ୍ଡାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନକୁ ନୂଆ ମୁହାଁ ଦେବା ପାଇଁ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଛି।
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ଚିତ୍ରୋତ୍ପଳା ନଦୀରେ ଡୁବିଗଲେ ବ୍ୟକ୍ତି, ନିଶ୍ଚିନ୍ତକୋଇଲି ସାଲେପୁର ଅଗ୍ନିଶମ ଟିମ୍‌ର ଜୋରଦାର ସନ୍ଧାନ ଅଭିଯାନ ଜାରି :

    ଚିତ୍ରୋତ୍ପଳା ନଦୀରେ ଡୁବିଗଲେ ବ୍ୟକ୍ତି, ନିଶ୍ଚିନ୍ତକୋଇଲି ସାଲେପୁର ଅଗ୍ନିଶମ ଟିମ୍‌ର ଜୋରଦାର ସନ୍ଧାନ ଅଭିଯାନ ଜାରି :

    By Charcha NewsApril 27, 2026
    Share
    Facebook Twitter Email WhatsApp

    ସାଲେପୁର :ନିଶ୍ଚିନ୍ତକୋଇଲି ଓ ସାଲେପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଯୁକ୍ତଭାବେ କଟକ ଜିଲ୍ଲାର ସାଲିପୁର ଥାନା ଅନ୍ତର୍ଗତ ଜନାର୍ଦ୍ଧନପୁର ନିକଟସ୍ଥ କୁଲିଆ ଗ୍ରାମ ପାଖରେ ଥିବା ଚିତ୍ରୋତ୍ପଳା ନଦୀରେ ଡୁବିଯାଇଥିବା ଜଣେ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଯୋରଦାର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜନାର୍ଦ୍ଧନପୁର ବ୍ରିଜ୍ ନିକଟରେ ଘଟିଥିବା ଏହି ଘଟଣା ସମ୍ପର୍କରେ ୧୧୨ ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିବା ସହିତ ସତ୍ୱରେ ଉଭୟ ଅଗ୍ନିଶମ କେନ୍ଦ୍ରର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ତଲାଶି କାର୍ଯ୍ୟ ଆରମ୍ଭ କରିଥିଲେ। ପାଣିର ପ୍ରବାହ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତା ସହିତ ରେସ୍କ୍ୟୁ ଟିମ୍ ଖୋଜାଖୋଜି କରୁଥିବା ବେଳେ, ଏହି ଅଭିଯାନ ଏବେ ବି ଅବ୍ୟାହତ ରହିଛି ଓ ଡୁବିଯାଇଥିବା ବ୍ୟକ୍ତିଙ୍କୁ ସଘନ ସନ୍ଧାନ ମାଧ୍ୟମରେ ଶୀଘ୍ର ଖୋଜିବା ପାଇଁ ପ୍ରୟାସ ଜାରି ରହିଛି ।

    ଚର୍ଚ୍ଚା NEWS

    Share. Facebook Twitter WhatsApp

    Related Posts

    ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ, ଯୁକ୍ତ ୨ ରେଜଲ୍ଟ ତୃତୀୟ ସପ୍ତାହରେ

    April 27, 2026 ଆଜିର ଖବର

    ମନାଗୁଡ଼ା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ::

    April 27, 2026 ରାଜ୍ୟ

    ଆନ୍ଧ୍ର ବିଏଡ୍‌ ନାଁରେ ବଡ଼ ଠକେଇ, ୩ଶହରୁ ଅଧିକ ଆଶାୟୀ ଫସିଲେ :

    April 27, 2026 ଅପରାଧ

    ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଆସୁଛି ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ହେବ ବ୍ୟବସ୍ଥା ::

    April 27, 2026 ଆଜିର ଖବର

    ହୀରାକୁଦ ଜଳଭଣ୍ଡାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନକୁ ନୂଆ ମୁହାଁ ଦେବା ପାଇଁ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଛି।

    April 27, 2026 ଆଜିର ଖବର

    ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :

    April 26, 2026 ଆଜିର ଖବର

    ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :

    April 26, 2026 ଆଜିର ଖବର

    ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l

    April 26, 2026 ରାଜ୍ୟ

    କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :

    April 26, 2026 ବିଶେଷ

    ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା! ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ :

    April 25, 2026 ଆଜିର ଖବର

    ମହାନଦୀ ଜଳବିବାଦ ମାମଲା ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

    April 25, 2026 ଆଜିର ଖବର

    ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ

    April 25, 2026 ଆଜିର ଖବର
    Watch YouTube

    You May Like

    ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ, ଯୁକ୍ତ ୨ ରେଜଲ୍ଟ ତୃତୀୟ ସପ୍ତାହରେ

    April 27, 2026

    ଏଏପିକୁ ବଡ଼ ଝଟକା: ବିଦ୍ରୋହୀ ସାଂସଦମାନଙ୍କୁ ବିଜେପି ସଦସ୍ୟ ଭାବେ ମାନ୍ୟତା ଦେଲା ରାଜ୍ୟସଭା :

    April 27, 2026

    ପ୍ରଚାରର ଶେଷ ଦିନ ପୂର୍ବରୁ ଜଗଦ୍ଦଲରେ ହିଂସା, ସିଆଇଏସ୍‌ଏଫ୍‌ ଯବାନ ଆହତ :

    April 27, 2026

    ଲିଭ୍-ଇନ୍ ସମ୍ପର୍କ ସହମତିରେ ହେଲେ ଦୁଷ୍କର୍ମ ନୁହେଁ: ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ମତ ::

    April 27, 2026

    ଚିତ୍ରୋତ୍ପଳା ନଦୀରେ ଡୁବିଗଲେ ବ୍ୟକ୍ତି, ନିଶ୍ଚିନ୍ତକୋଇଲି ସାଲେପୁର ଅଗ୍ନିଶମ ଟିମ୍‌ର ଜୋରଦାର ସନ୍ଧାନ ଅଭିଯାନ ଜାରି :

    April 27, 2026

    ମୁଁ ଅନୁଭବ କଲି, ଓଡ଼ିଶା ଏବଂ ବିହାର ପରେ ଏଥର ପଶ୍ଚିମବଙ୍ଗରେ ପଦ୍ମ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ

    April 27, 2026

    ମନାଗୁଡ଼ା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ::

    April 27, 2026

    ଆନ୍ଧ୍ର ବିଏଡ୍‌ ନାଁରେ ବଡ଼ ଠକେଇ, ୩ଶହରୁ ଅଧିକ ଆଶାୟୀ ଫସିଲେ :

    April 27, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.