ବଲାଙ୍ଗିର (ଦେବେନ୍ଦ୍ର ପୋଡ଼)ଧୁମାଭଟା ଗ୍ରା.ପ.ର ବାଣୀ ଶ୍ରୀ ହାଇସ୍କୁଲ ରେ,ଧୁମାଭଟା ଗ୍ରା.ପ ଓ ବାଣୀ ଶ୍ରୀ ଉର୍ଚ୍ଚ ବିଦ୍ଯାଲୟ ର ଆନୁକୁଲ୍ଯ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା, ୮ଟି ହାଇସ୍କୁଲ ର ଧୁମାଭଟା,ଯୁବା,ତେନ୍ତୁଲିମୁଣ୍ତା,ମଣ୍ତଳ,ମଧ୍ଯପୁର,ସୁଲେକେଲା,ବାହାବଲ,ସିହିନୀ,ଏହି ପଞ୍ଚାୟତ ର ହାଇସ୍କୁଲ ମାନଙ୍କର ଛାତ୍ର,ଛାତ୍ରି ମାନେ ଗଲା ୨୦୨୬ ବର୍ଷ ମାଟ୍ରିକ୍ ପରୀକ୍ଷା ରେ ଅଧିକ ମାର୍କ ରଖିଥିବା ସମସ୍ତ ଛାତ୍ର, ଛାତ୍ରି, ମାନଙ୍କୁ ସୁ ସମ୍ମାନ୍ ରେ ସମ୍ମାନୀତ କରାହେଲା, ଆଜି ଏହି କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଭାବଯୋଗ ଦେଲେ ବେଳପଡା ବ୍ଲକ ABDO ଶ୍ରୀ ସାରଥି ସାହୁ ମହୋଦୟ,ସମ୍ମାନ ଅତିଥି ଭାବରେ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଦିଗ୍ବାବର ପୁଟା ମହୋଦୟ,ଏବଂ ମୁଁ ଯୋଗ ଦେଇ, ଛାତ୍ର, ଛାତ୍ର,ମାନଙ୍କୁ କେମିତି ଆଗକୁ ବଢିବାର ବାରେ ପ୍ରେରଣା ଦେଇ ଉତ୍ସାହିତ କରିଥିଲୁ,ଏବଂ ଆଗକୁ ମଧ୍ଯ ଏହି କାର୍ଯ୍ଯକ୍ରମ ଜାରି ରହିବ |
ଚର୍ଚ୍ଚା news












