BY-ଦେବେନ୍ଦ୍ର ପୋଡ଼
ବଲାଙ୍ଗିର ::ଧୁମାଭଟା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୁର୍ଗାପୂଜା ବୈଠକ ଅନୁଷ୍ଠିତ ହୋଇଥିଲା ଏହି ସଭା ସଭାପତି ଶ୍ରୀ ଲକ୍ଷ୍ମୀଧର ମଲ୍ଲିକ ଙ୍କର ଆହ୍ବାନ ରେ ସଭା ହୋଇଥିଲା, ଏହି ବର୍ଷ ଦୁର୍ଗାପୂଜା ବହୁତ ଦୁମଧାମ ରେ ହେବା ପାଇଁ ସମସ୍ତେ ମତ ଦେଇ ଥିଲେ,ପୂଜାପାଇଁ କର୍ଯ୍ଯକ୍ରମ,ମହିଲା ଦଣ୍ତନୃତ୍ଯ,ପୁରୁଷ ଦଣ୍ତନୃତ୍ଯ, ମହିଲା ସଂଚାର ପୁରୁଷ ସଂଚାର,ରାବଣ ଦରବାର,ଡ୍ଯାନ୍ସ ପ୍ରତିଯୋହିତା,ବାଇସ୍ କୋପ୍, ଏହି ସମସ୍ତ କାର୍ଯ୍ଯକ୍ରମ ମାନେ କରିବା ପାଇଁ ଏହି ବୈଠକ ରେ ଶ୍ରୀବନମାଳୀ ନାଏକ,କହିଛନ୍ତି,ଏବଂ ବୈଠକ ରେ ଯୋଗ ଦେଇଥିଲେ, ତରଣୀ ବାଗ,କମଳ ନାଏକ ଗୋବିନ୍ଦ ମଲ୍ଲିକ,କିର୍ତଚନ୍ଦ୍ର ସାହୁ ରମେଶ ବୁଡେକ,ଆଶୁତୋଷ ରଣା ବିଭିଶଣ ବୁଡେକ, ଜିତୁ ରଣା, ହେମନ୍ତ ବୁଡେକ, ଦେବରାଜ ନାଏକ, ଲିଲିମା,ପ୍ରରବିଣା,ବସୁମତି,ସଞୁ,ତ୍ରିବେଣୀ, ଦିଦି,ଝୁମି,ବାଧଂବୀ,କବିତା,ରିତା,ଯଗ୍ଯା,ସୁଜିତା,ସେଫାଲି ଦୁସିଲା,ଅଞଳୀ, ପିଣ୍ଟୁ,କେଟି, ରୀନା ସମସ୍ତେ ଯୋଗ ଦେଇ ବୈଠକୁ ସାଫଲ୍ଯ କରିଥିଲେ |
ଚର୍ଚ୍ଚା tv











