ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢିଆପଲ୍ଲୀ ଗାଁ ର ଲୋଚନ କୁମାର ବେହେରା ଙ୍କ ଗୁପ୍ତ ପଲ୍ଲୀ ଗାଁ ନିକଟରେ ମୃତ ଦେହ ପଡିଛି l ଗାଁ ଲୋକେ ମୃତଦେହ ଦେଖି ପୋଲିସ କୁ ଖବର ଦେଇଛନ୍ତି l ପୋଲିସ ଘଟଣା ସ୍ଥଳେ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l ଅଂଚଳରେ ଜୁଆ ଖେଳ କୁ କେନ୍ଦ୍ର କରି ହତ୍ୟା କାଣ୍ଡ ହୋଇଥିବା ଲୋକେ ସଂନ୍ଦେହେ କରୁଛନ୍ତି l ମୃତକ ଲୋଚନ ର ଆଖି ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବାରୁ ଯୁବକର ମୃତ୍ୟୁ ହୋଇଛି l ଖବର ପାଇ ଘଟଣା ସ୍ଥଳରେ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି l
ବେହେରାଙ୍କ ଗୁପ୍ତ ପଲ୍ଲୀ ଗାଁ ନିକଟରୁ ମୃତ ଦେହ ଉଦ୍ଧାର
By Charcha NewsUpdated:












