Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 16
    Facebook X (Twitter) YouTube Instagram
    Trending
    • ୮୨ ତମ ଜିଲ୍ଲା ପରିଷଦ ବୈଠକ :
    • ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :
    • ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :
    • ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::
    • ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :
    • ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::
    • ଜାଣନ୍ତୁ ଆଜିର ରାଶିଫଳ :
    • ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::
    • ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ :
    • ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::
    • କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ::
    • କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ::
    • ଆଜିର ରାଶିଫଳ
    • ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ବତ ସମାବେଶ ଆୟୋଜିତ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ବିଶେଷ»ରାମାୟଣ ଟିଜର୍‌କୁ ‌ନେଇ ଚର୍ଚ୍ଚା ::

    ରାମାୟଣ ଟିଜର୍‌କୁ ‌ନେଇ ଚର୍ଚ୍ଚା ::

    By Charcha NewsApril 5, 2026
    Share
    Facebook Twitter Email WhatsApp

    BY-SUBHASMITA:DT-5.4.2026

    DT-5.4.2026 ::ନିତେଶ ତିଵାରୀଙ୍କ ‘ରାମାୟଣ’ ଚଳଚ୍ଚିତ୍ରର ପ୍ରଥମ ଭାଗ ଏ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ନେଇ ଗତ ବର୍ଷରୁ ଉତ୍କଷ୍ଠା ଜାରି ରହିଛି। ଏବେ ଏହାର କିଛି ଚିତ୍ତାକର୍ଷକ ଦୃଶ୍ୟ ଥିବା ଏକ ଟିଜର୍‌ ପ୍ରକାଶ ପାଇଛି, ଯେଉଁଥିରେ ରହିଛି ରାମ ଭୂମିକାରେ ରଣବୀର କପୁରଙ୍କ ଏହି ରାଜକୀୟ ରୂପ। ଏହି ଟିଜର୍‌ରେ କୌଣସି ସଂଳାପ ନାହିଁ କିନ୍ତୁ ଭାରତର ଏହି ସୁପରିଚିତ କାହାଣୀର କେତେକ ଘଟଣାକୁ ଏଥିରେ ପ୍ରଦର୍ଶନ କରାଯାଇଛି। ସୀତାଙ୍କ ସ୍ବୟଂବରରେ ଧନୁ ଉଠାଇବା, ବନବାସରେ ଯିବା ପୂର୍ବରୁ ପିତାଙ୍କ ଠାରୁ ବିଦାୟ ନେବା, ଦଣ୍ଡକାରଣ୍ୟରେ ରାକ୍ଷସ ବଧ କରିବା, ଜଟାୟୁଙ୍କ ଶେଷକୃତ୍ୟ କରିବା ସମୟର ଦୃଶ୍ୟ ଏଥିରେ ଅନ୍ତର୍ଭୁକ୍ତ । 

    ରାବଣଙ୍କ ପୁଷ୍ପକ ବିମାନ ଦୃଶ୍ୟ ‘ଅବତାର’ ଚଳଚ୍ଚିତ୍ର ପରି ଦିଶୁଛି ବୋଲି କିଛି ଦର୍ଶକ ଅଭିଯୋଗ କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ବଜେଟ୍‌ରୁ ଆରମ୍ଭ କରି ଅଭିନେତା ଚୟନକୁ ନେଇ ଏହିଭଳି ଚର୍ଚ୍ଚା ଆଲୋଚନା ଜାରି ରହିବା ସ୍ବାଭାବିକ। ରଣବୀର କପୁରଙ୍କ ବ୍ୟତୀତ ଏଥିରେ ସାଇ ପଲ୍ଲବୀ, ସନ୍ନି ଦେଓଲ, ରବି ଦୁବେ, ୟଶ ପ୍ରମୁଖ ଅଭିନୟ କରିଛନ୍ତି। ଓସ୍କାର ବିଜେତା ସଂଗୀତ ନିର୍ଦେଶକ ହାନ୍‌ସ ଜିମର୍‌ ଓ ଏ. ଆର୍‌. ରହମାନ ଏହି ଚଳଚ୍ଚିତ୍ରର ସଂଗୀତ ନିର୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର ଦୁଇଟି ଭାଗ ନିର୍ମାଣ ପାଇଁ ୪୦୦୦ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି ବୋଲି ଏହାର ପ୍ରଯୋଜକ ନମିତ ମଲ୍‌ହୋତ୍ରା ପ୍ରକାଶ କରିଛନ୍ତି। 

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :

    April 15, 2026 ଆଜିର ଖବର

    ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::

    April 14, 2026 ଆଜିର ଖବର

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026 ଆଜିର ଖବର

    ଛେନା ପୋଡ…

    April 11, 2026 ଆଜିର ଖବର

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026 ଆଜିର ଖବର

    ଓଡ଼ିଆ ପକ୍ଷ : ଶିଶୁକଥା ଦିବସରେ ୧୮,୦୦୦ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ

    April 8, 2026 ଆଜିର ଖବର

    ସହରାଞ୍ଚଳ ଜଳ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ::

    April 8, 2026 ଆଜିର ଖବର

    ପଦ୍ମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉପର ଜୁମୁରୁଗୁଡ଼ାଠାରେ ବର୍ଣ୍ଣମାଳା ପୂଜନ ଦିବସ ପାଳିତ ::

    April 7, 2026 ଆଜିର ଖବର

    ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ::

    April 7, 2026 ବିଶେଷ

    ଅମର ଶହୀଦ ରଘୁ–ଦିବାକରଙ୍କ ଶ୍ରାଦ୍ଧଦିବସରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ::

    April 7, 2026 ଆଜିର ଖବର

    ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସାଂସ୍କୃତିକ ସନ୍ଧ୍ୟା : ଛାନ୍ଦ ଓ ଚମ୍ପୂ ଓଡ଼ିଆ ସ୍ୱାଭିମାନର ପ୍ରତୀକ ::

    April 7, 2026 ଆଜିର ଖବର

    ନିଜକୁ ଖରାଦିନେ ରଖନ୍ତୁ ସୁସ୍ଥ :

    April 6, 2026 ଆଜିର ଖବର
    Watch YouTube

    You May Like

    ୮୨ ତମ ଜିଲ୍ଲା ପରିଷଦ ବୈଠକ :

    April 15, 2026

    ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :

    April 15, 2026

    ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :

    April 15, 2026

    ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::

    April 15, 2026

    ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :

    April 15, 2026

    ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::

    April 15, 2026

    ଜାଣନ୍ତୁ ଆଜିର ରାଶିଫଳ :

    April 15, 2026

    ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::

    April 15, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.