ତିହଡl ଗ୍ରାମ ରେ ଜଳ ସଙ୍କଟ l
BY_ସର୍ବେଶ୍ୱର ବଳ
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ
ର ତିହଡl ରେ ଦୀର୍ଘ ଏକ ବର୍ଷ ହେବ ବସୁଧା ଯୋଜନା ରେ ଏକ ଟାଙ୍କି ନିର୍ମାଣ
ହୋଇଥିଲେ ମଧ୍ୟ ଗ୍ରାମ ବlସି ଆଜିବି ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l ପାଣିଟାଙ୍କି ଟି ଗୋଟେ ମାସ ଚାଲିବା ପରେ ତାର ପମ୍ପ
ନିମ୍ନ ମlନର ହୋଇଥିବାରୁ ଖରାପ ହୋଇଯାଇଛି ଏବଂ ପାଇପ ସବୁ ଫାଟି
ଗଲାଣି l ଏ ନେଇ ଗ୍ରାମ ବାସିମାନେଧୀର୍ଘ 8 ମାସ ହେବ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ସେ
ଲୋକ ମାନଂକୁ ଏଠି ପାଣି ଟାଙ୍କି ର କିଛି ଆବଶ୍ୟକ ତା ନଥିଲା l ଏଠି ପାଣି ସ୍ତର ନିମ୍ନ ମାନର ଥିବାରୁ ଏମିତି ଅସୁବିଧା ହେଉଛି l ପାଣି ମଟର ଖରାପ ଅଛି ଏମିତି କହୁଛନ୍ତି ଡେରାବିଶ ବ୍ଲକ ର କନିଷ୍ଟ ଯନ୍ତ୍ରୀ ଲ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇ ଥିଲେ ବି କିଛି ସମସ୍ୟର ସମାଧାନ ହେଇ ପାରୁନି ଏତେ ନିମ୍ନ ମାନର କାମ ଦେଖିବା ମିଳିଛି ତିହଡା ଗ୍ରାମ ରେ ଫଳକ ବିହୀନ କାମ ଦେଖିବାକୁ ମିଳିଛି l ଗ୍ରାମ ବାସି ଛୋଟ ପିଲା ଗୃହ ପାଳିତ ପଶୁ ଚାଷୀ ମାନେ ପାଣି ପାଇଁ ହନ୍ତସନ୍ତ l ଦେଖିବାକୁ ବାକି ରହିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏନେଇ କଣ ନେଉଛି ପଦକ୍ଷେପ |
ଚର୍ଚ୍ଚା news












