BY_-Ghasiram Behera
ମୟୂରଭଞ୍ଜଜିଲ୍ଲାମୋରଡାବ୍ଲକଚିତ୍ରଡାପଞ୍ଚାୟତପାଟପୁରଗ୍ରାମରେଜଣ୍ଡିସଆକ୍ରାନ୍ତଙ୍କସଂଖ୍ୟାବୃଦ୍ଧିପାଇବାରେଲାଗିଛି।ତେବେକେଉଁକାରଣରୁଏହିରୋଗବ୍ୟାପୁଛିତାକୁନେଇସାଧାରଣରେପ୍ରଶ୍ନଉଠିଥିବାବେଳେଦିନକୁଦିନରୋଗୀସଂଖ୍ୟାମଧ୍ୟବଢ଼ିବାରେଲାଗିଛି।ଗତ୪ଦିନଦିନଭିତରେଗ୍ରାମର୨୦ରୁଉର୍ଦ୍ଧ୍ବଲୋକଏହିଜଣ୍ଡିସବାକାମଳରୋଗରେଆକ୍ରାନ୍ତହୋଇଥିବାଜଣାପଡିଛି।ସେମାନଙ୍କମଧ୍ୟରୁମୋନାଲିସାପଲେଇ(୧୫),
ମାନସପଲେଇ (୧୩),ମାମାଲିଦାସ(୧୭), ସସ୍ମିତାବେହେରା(୧୭),
ଦିବ୍ୟଜ୍ୟୋତିମୁଦୁଲି (୧୬),ଉର୍ମିମୁଦୁଲି (୧୪), ମଞ୍ଜିତବେହେରା (୯), ରନିତାବେହେରା(୮),
ପ୍ରିୟାହେମ୍ବ୍ରମ (୧୧),ମାନସବେହେରା (୪୧),ସନ୍ଧ୍ୟାରାଣୀରାଉଳ(୩୮), ଶଙ୍କରଦାସ (୩୨),କ୍ଷୀତିଶଚନ୍ଦ୍ରସେଠୀ(୪୩),
ଈଶ୍ୱରଚନ୍ଦ୍ରମୁଦୁଲି (୧୩),ଲୋହିତକୁମାରବେହେରା (୩୪),ସୁଜିତକୁମାରବେହେରା (୩୮),ଶ୍ରୀଧରରଣା(୩୪),ବିଷ୍ଣୁମୁଦୁଲି(୧୧),ଉଷାମୁଦୁଲି(୧୬), ଲକ୍ଷ୍ମୀମୁଦୁଲି (୧୬),ଦିପାଲୀପଲେଇ(୧୪)
ପ୍ରମୁଖଏହିରୋଗରେଆକ୍ରାନ୍ତହୋଇଡାକ୍ତରଙ୍କପରାମର୍ଶକ୍ରମେଔଷଧସେବନକରୁଥିବାଜଣାପଡ଼ିଛି।କିଶାନତାଣ୍ଡିଡାକ୍ତରଖାନାପକ୍ଷରୁଡାକ୍ତରୀଦଳଗାଁକୁଯାଇସ୍ଥାନୀୟଆଶାକର୍ମୀମାଳତୀବେହେରାଙ୍କସହଯୋଗରେଘରକୁଘରବୁଲିଆକ୍ରାନ୍ତଙ୍କୁଭେଟିବାସହଏବେପରିସ୍ଥିତିନିୟନ୍ତ୍ରଣରେଥିବାଡାକ୍ତରଖାନାଅଧିକାରୀଡାକ୍ତରହାମ୍ବିରାମୁର୍ମୁକହିଛନ୍ତି।ଅପରପକ୍ଷରେଗ୍ରାମବାସୀଏହିରୋଗଏତେମାତ୍ରାରେବ୍ୟାପିବାରପ୍ରମୁଖକାରଣବସୁଧାଯୋଜନାରେଟାଙ୍କିରୁଆସୁଥିବାଦୁଷିତଜଳକୁଦାୟୀକରିଛନ୍ତି।ଯାହାକୁନେଇଲୋକେଅସନ୍ତୋଷବ୍ୟକ୍ତକରିଛନ୍ତି।ଆକ୍ରାନ୍ତଙ୍କସଂଖ୍ୟା୨୦ଟପିଥିବାବେଳେକେତେଜଣସୁସ୍ଥହୋଇଘରେଉପଚାରରେରହୁଛନ୍ତି।ଆହୁରି୧୬ଜଣରୋଗୀଏବେବିଆକ୍ରାନ୍ତହୋଇଚିକିତ୍ସିତହେଉଥିବାସ୍ବାସ୍ଥ୍ୟବିଭାଗପକ୍ଷରୁକୁହାଯାଇଛି।
ଚର୍ଚ୍ଚା news












