Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 20
    Facebook X (Twitter) YouTube Instagram
    Trending
    • ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର
    • କୋଡ଼ିଙ୍ଗାରେ ନୂତନ JMFC କୋର୍ଟ ଉଦଘାଟନ
    • ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ
    • ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ “ଜନ ଭାଗିଦାରୀ-ସବ୍‌ସେ ଦୂର, ସବ୍‌ସେ ପହେଲେ” ଆଇ.ଇ.ସି ଅଭିଯାନ
    • ମାନିଗାଁ ରେ ନିଶା ମୁକ୍ତ ଅଭିଯାନ
    • ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    • ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ
    • କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ
    • ପଶ୍ଚିମବଙ୍ଗରେ ବୁଲଡୋଜର ବୁଲିଲା :
    • ପୁଣି ବଢ଼ିଲା ସିଏନଜି ଦର , କିଲୋଗ୍ରାମ୍ ପିଛା ଆଉ ୧ ଟଙ୍କା ବୃଦ୍ଧି
    • ନୟାଗଡ଼ ଜିଲ୍ଲାରେ ଭିଜିଲାନ୍ସର ବଡ଼ ଧରପକଡ଼ । ଘୁଷ ନେବା ବେଳେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗ (RW Section) ର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ହାତେନାତ ଧରିବାରେ ସଫଳ ହୋଇଛି ।
    • ଉଦଳାରେ ବେଆଇନ ଖଣିଜ ଚାଲାଣ ଉପରେ ପ୍ରଶାସନର କଡ଼ା ଚଢ଼ାଉ
    • କୁକୁଡ଼ା ଭାତକୁ ନେଇ ଉଦଳା ଢିପା ସାହିରେ ତୁମୁଳ କାଣ୍ଡ, ୪ ଆହତ ::
    • ପାଣିରେ ବୁଡ଼ିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»ପୁଣି ବଢ଼ିଲା ସିଏନଜି ଦର , କିଲୋଗ୍ରାମ୍ ପିଛା ଆଉ ୧ ଟଙ୍କା ବୃଦ୍ଧି

    ପୁଣି ବଢ଼ିଲା ସିଏନଜି ଦର , କିଲୋଗ୍ରାମ୍ ପିଛା ଆଉ ୧ ଟଙ୍କା ବୃଦ୍ଧି

    By Charcha NewsMay 17, 2026
    Share
    Facebook Twitter Email WhatsApp

    ରାଜଧାନୀ ଦିଲ୍ଲୀରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ରବିବାର ଠାରୁ ସିଏନଜି ଦରରେ ପୁଣି ଥରେ କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି,

    ରାଜଧାନୀ ଦିଲ୍ଲୀରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ରବିବାର ଠାରୁ ସିଏନଜି ଦରରେ ପୁଣି ଥରେ କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି, ଯାହା ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ସଂଶୋଧନ ଅଟେ। ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜିର ମୂଲ୍ୟ ପ୍ରତି କିଲୋଗ୍ରାମ ୮୦.୦୯ ଟଙ୍କା ହୋଇଥିବା ବେଳେ ନୋଏଡ଼ା ଓ ଗାଜିଆବାଦରେ ଗ୍ରାହକମାନଙ୍କୁ ପ୍ରତି କିଲୋଗ୍ରାମ ପାଇଁ ୮୮.୭୦ ଟଙ୍କା ଗଣିବାକୁ ପଡ଼ିବ । ଏହାପୂର୍ବରୁ ଗତ ମେ’ ୧୫ ତାରିଖରେ ସିଏନଜି ଦରରେ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା, ଯାହା ଏବେ ଅଟୋ, ଟାକ୍ସି ଓ ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ପକେଟ୍ ଉପରେ ଚାପ ବଢ଼ାଇ ଦେଇଛି। ସିଏନଜି ସହିତ ଜାତୀୟ ରାଜଧାନୀରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ମଧ୍ୟ ବଡ଼ ଧରଣର ବୃଦ୍ଧି ଘଟିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ମହଙ୍ଗା ହୋଇ ୯୪.୭୭ ଟଙ୍କାରୁ ୯୭.୭୭ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ମଧ୍ୟ ଲିଟର ପିଛା ୩ ଟଙ୍କା ବଢ଼ି ୮୭.୬୭ ଟଙ୍କାରୁ ୯୦. ୬୭ ଟଙ୍କା ହୋଇଯାଇଛି। ପରିବହନ ଇନ୍ଧନର ଏହି କ୍ରମାଗତ ଦରବୃଦ୍ଧି ଯୋଗୁଁ ଦୈନିକ ଯାତ୍ରୀଙ୍କ ସହ ସାଧାରଣ ଜୀବନଯାତ୍ରାର ଖର୍ଚ୍ଚ ବୃଦ୍ଧି ପାଇବା ନିଶ୍ଚିତ ହୋଇଛି। ଚଳିତ ବର୍ଷ ଫେବ୍ରୁଆରୀ ୨୮ରୁ ପଶ୍ଚିମ ଏସିଆରେ ଆରମ୍ଭ ହୋଇଥିବା ଆମେରିକା-ଇସ୍ରାଏଲ ଓ ଇରାନ ସଂଘର୍ଷ ଯୋଗୁଁ ବିଶ୍ୱ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଆମେରିକୀୟ ଡଲାର ପାର୍ କରିଯାଇଛି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ପଶ୍ଚିମବଙ୍ଗରେ ବୁଲଡୋଜର ବୁଲିଲା :

    May 17, 2026 ରାଜ୍ୟ

    ନୟାଗଡ଼ ଜିଲ୍ଲାରେ ଭିଜିଲାନ୍ସର ବଡ଼ ଧରପକଡ଼ । ଘୁଷ ନେବା ବେଳେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗ (RW Section) ର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ହାତେନାତ ଧରିବାରେ ସଫଳ ହୋଇଛି ।

    May 17, 2026 ରାଜ୍ୟ

    ଉଦଳାରେ ବେଆଇନ ଖଣିଜ ଚାଲାଣ ଉପରେ ପ୍ରଶାସନର କଡ଼ା ଚଢ଼ାଉ

    May 17, 2026 ରାଜ୍ୟ

    କୁକୁଡ଼ା ଭାତକୁ ନେଇ ଉଦଳା ଢିପା ସାହିରେ ତୁମୁଳ କାଣ୍ଡ, ୪ ଆହତ ::

    May 17, 2026 ରାଜ୍ୟ

    ପାଣିରେ ବୁଡ଼ିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।

    May 17, 2026 ରାଜ୍ୟ

    ତୈଳ ସଙ୍କଟକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଘରେ ଗୁରୁତ୍ବପୂର୍ଣ୍ଣ ବୈଠକ ,

    May 16, 2026 ରାଜ୍ୟ

    ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

    May 14, 2026 ରାଜ୍ୟ

    ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଇଁ ଜୋରଦାର ପ୍ରସ୍ତୁତି , ରାଜସ୍ୱ ବିଭାଗର ଉପଲବ୍ଧି ନେଇ ରିପୋର୍ଟ ପ୍ରସ୍ତୁତ କଲେ ସୁରେଶ ପୂଜାରୀ

    May 14, 2026 ରାଜ୍ୟ

    ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ , ଲୋକସେବା ଭବନରେ ସକାଳ ୧୧:୩୦ରେ ସମସ୍ତ ମନ୍ତ୍ରୀଙ୍କ ସହ ଆଲୋଚନା

    May 14, 2026 ଆଜିର ଖବର

    ଇଭି ଗାଡ଼ିକୁ ପ୍ରୋତ୍ସାହନ ଦେବେ ସରକାର

    May 14, 2026 ରାଜ୍ୟ

    ଉଦଳାର ଯୁବ କଳାକାରଙ୍କୁ ଏସିଆ ସ୍ତରର ସମ୍ମାନ

    May 14, 2026 ରାଜ୍ୟ

    ଆୟ ଅନୁପାତହୀନ ସମ୍ପତ୍ତି (ଡିଏ) ଅଭିଯୋଗରେ ଭଦ୍ରକ ସିଏଡି (CAD) ଡିଭିଜନର ଜୁନିଅର ଇଞ୍ଜିନିୟର ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ କରାଯାଇଛି।

    May 14, 2026 ରାଜ୍ୟ
    Watch YouTube

    You May Like

    ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର

    May 20, 2026

    କୋଡ଼ିଙ୍ଗାରେ ନୂତନ JMFC କୋର୍ଟ ଉଦଘାଟନ

    May 20, 2026

    ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ

    May 19, 2026

    ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ “ଜନ ଭାଗିଦାରୀ-ସବ୍‌ସେ ଦୂର, ସବ୍‌ସେ ପହେଲେ” ଆଇ.ଇ.ସି ଅଭିଯାନ

    May 19, 2026

    ମାନିଗାଁ ରେ ନିଶା ମୁକ୍ତ ଅଭିଯାନ

    May 18, 2026

    ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

    May 18, 2026

    ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ

    May 18, 2026

    କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ

    May 18, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.