Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, June 6
    Facebook X (Twitter) YouTube Instagram
    Trending
    • ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ
    • କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
    • ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
    • ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା
    • ଆଜିର ରାଶିଫଳ
    • ଦିଲ୍ଲୀ ରେଷ୍ଟୁରାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ : ୨୧ ଜୀବନ୍ତ ଦଗ୍ଧ :
    • ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
    • ହାତୀକୁଟରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ::
    • ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି :ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::
    • ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::
    • ମୌସୁମୀ ଆଗମନରେ ବିଳମ୍ବ : ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।
    • ଉପସାଗରରେ ବଡ଼ ବିସ୍ଫୋରଣ , ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ
    • ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜନୀତି»ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

    ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

    By Charcha NewsMay 25, 2026
    Share
    Facebook Twitter Email WhatsApp

    ବିଜେଡି ଛାଡ଼ିଲେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବର୍ତ୍ତମାନ ଆଲୋଚନା ଚାଲିଛି ଦେବାଶିଷ ସାମନ୍ତରାୟଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ଏନେଇ ଦଳୀୟ ମହଲରେ ଚାଲିଛି ବିଚାର ବିମର୍ଷ ।

    ବିଜେଡି ଛାଡ଼ିଲେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବର୍ତ୍ତମାନ ଆଲୋଚନା ଚାଲିଛି ଦେବାଶିଷ ସାମନ୍ତରାୟଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ଏନେଇ ଦଳୀୟ ମହଲରେ ଚାଲିଛି ବିଚାର ବିମର୍ଷ । ଖୁବଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରନ୍ତି ବିଜେଡି ସୁପ୍ରିମୋ । ଦେବାଶିଷ ବିଜେଡି ଛାଡ଼ି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।  ଏହି ଘଟଣା ଏବେ ଏକ ରୋଚକ ମୋଡ଼ ସୃଷ୍ଟି କରିଛି ।

    ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତ ମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ । ଗତ କିଛି ମାସ ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ  । ଦେବାଶିଷ ଇସ୍ତଫା ଦେବା ପରେ ସବୁଠି ଚର୍ଚ୍ଚା ଜୋର୍ ଧରିଛି ।

    ସୂଚନା ଅନୁସାରେ ଦେବାଶିଷ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ସେ କୃତଜ୍ଞ କିନ୍ତୁ ଗତ କିଛି ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାମ କରିଥିଲେ ମଧ୍ୟ ତାଙ୍କୁ ଯଥେଷ୍ଟ ସମ୍ମାନ ଓ ଗୁରୁତ୍ୱ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, “ଦଳରେ ମୋତେ ବ୍ୟବସ୍ଥିତ ଭାବେ ଅପମାନିତ କରାଯାଉଥିଲା ଏବଂ ମୋର ସେବାକୁ ଦଳ ଆଉ ଆବଶ୍ୟକ ମନେ କରୁନାହିଁ ।”

    ଏହା ସହ ସେ ସାର୍ବଜନୀନ ସ୍ୱାର୍ଥ ଓ ଆତ୍ମସମ୍ମାନକୁ ଦୃଷ୍ଟିରେ ରଖି ଏହି କଠିନ ସିଦ୍ଧାନ୍ତ ନେଇଥିବା କହିଛନ୍ତି । ଦେବାଶିଷଙ୍କ ଇସ୍ତଫା ପରେ ରାଜ୍ୟର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଅପରାହ୍ନରେ ସେ ଦିଲ୍ଲୀରେ ବିଜେପିରେ ଯୋଗଦେଇପାରନ୍ତି ବୋଲି ମଧ୍ୟ ସୂଚନା ମିଳୁଛି । ଏପଟେ ବିଜେଡି ଶୀର୍ଷ ନେତୃତ୍ୱ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିବା ବେଳେ, ଆଗାମୀ ଦିନରେ ଦଳ ପକ୍ଷରୁ ଆହୁରି କଠୋର ପଦକ୍ଷେପ ନିଆଯାଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି

    June 5, 2026 ରାଜନୀତି

    ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

    June 5, 2026 ରାଜ୍ୟ

    June 4, 2026 ରାଜ୍ୟ

    ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

    June 3, 2026 ରାଜନୀତି

    ହାତୀକୁଟରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ::

    June 3, 2026 ରାଜ୍ୟ

    ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି :ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::

    June 2, 2026 ରାଜ୍ୟ

    ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::

    June 2, 2026 ରାଜ୍ୟ

    ମୌସୁମୀ ଆଗମନରେ ବିଳମ୍ବ : ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

    June 2, 2026 ରାଜ୍ୟ

    ଉପସାଗରରେ ବଡ଼ ବିସ୍ଫୋରଣ , ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ

    June 2, 2026 ରାଜ୍ୟ

    ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::

    June 2, 2026 ଅନ୍ୟାନ୍ୟ

    ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶାସନର ତତ୍ପରତା

    June 2, 2026 ରାଜ୍ୟ

    ଭୋଟର ତାଲିକା ସଂଶୋଧନ ପାଇଁ ସଚେତନତା ରଥ ଗାଁ ଗାଁରେ

    June 2, 2026 ରାଜ୍ୟ
    Watch YouTube

    You May Like

    ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ

    June 5, 2026

    କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ

    June 5, 2026

    ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି

    June 5, 2026

    ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

    June 5, 2026

    June 4, 2026

    ଆଜିର ରାଶିଫଳ

    June 4, 2026

    ଦିଲ୍ଲୀ ରେଷ୍ଟୁରାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ : ୨୧ ଜୀବନ୍ତ ଦଗ୍ଧ :

    June 3, 2026

    ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

    June 3, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.