Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Sunday, May 3
    Facebook X (Twitter) YouTube Instagram
    Trending
    • ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର
    • ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
    • ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି
    • ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::
    • ଅପରାଜିତ ମାତୃତ୍ୱ
    • ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ
    • ଜାଣନ୍ତୁ ଆଜିର ରାଶିଫଳ ::
    • ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
    • ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ
    • ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା
    • ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ
    • ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
    • ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ
    • ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ହୀରାକୁଦ ଜଳଭଣ୍ଡାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନକୁ ନୂଆ ମୁହାଁ ଦେବା ପାଇଁ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଛି।

    ହୀରାକୁଦ ଜଳଭଣ୍ଡାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନକୁ ନୂଆ ମୁହାଁ ଦେବା ପାଇଁ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଛି।

    By Charcha NewsApril 27, 2026
    Share
    Facebook Twitter Email WhatsApp

    ହୀରାକୁଦ ଜଳଭଣ୍ଡାରର ପାଖ ଜମି ଡେସିମିଲ ପିଛା ୩୬ ହଜାର ୩୦୭.୫୦ ଟଙ୍କାରେ ନେବେ ଦେଶର ବଡ଼ ତାରକା ହୋଟେଲ। ହୀରାକୁଦ ଜଳଭଣ୍ଡାର ନିକଟରେ ହୋଟେଲ ନିର୍ମାଣ ପାଇଁ ଜମି ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

    BY-SUBHASMITA-DT-27-4.2026

    ସମ୍ବଲପୁର:ହୀରାକୁଦ ଜଳଭଣ୍ଡାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନକୁ ନୂଆ ମୁହାଁ ଦେବା ପାଇଁ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଛି। ଦେଶର କିଛି ପ୍ରମୁଖ ତାରକା ହୋଟେଲ ଏଠାରେ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି ଏବଂ ଡେସିମିଲ ପିଛା ପ୍ରାୟ ୩୬,୩୦୭ ଟଙ୍କା ଦରରେ ଜମି ନେବା ପ୍ରକ୍ରିୟା ଆଗକୁ ବଢ଼ୁଛି।ସମ୍ବଲପୁର ସଦର ତହସିଲ ଅଧୀନରେ ଥିବା ପାଞ୍ଚଟି ଗାଁର ୧୨୭.୦୮ ଏକର ଜମିକୁ ଇଡକୋକୁ ହସ୍ତାନ୍ତର କରାଯାଇଛି। ଏହା ପାଇଁ ଇଡକୋ ପକ୍ଷରୁ ପ୍ରାୟ ୪୨ କୋଟି ୬୦ ଲକ୍ଷ ଟଙ୍କା ଜମା କରାଯାଇଛି ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।ପ୍ରକଳ୍ପ ଅନୁସାରେ ହୀରାକୁଦ ଚାରିପାଖରେ ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରାୟ ୨୦୦୦ ଏକର ଜମିରେ ବିଶାଳ ପର୍ଯ୍ୟଟନ ଢଞ୍ଜା ତିଆରି ହେବ। ଏଥିରେ ହୋଟେଲ, ରିସର୍ଟ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସୁବିଧା ଗଢ଼ିଉଠିବ। ହୀରାକୁଦ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଏନଓସି ମିଳିଥିଲେ ମଧ୍ୟ କିଛି ସର୍ତ୍ତ ଥିବାରୁ ପ୍ରକଳ୍ପ ନେଇ ପୂର୍ବରୁ ଅନିଶ୍ଚିତତା ଥିଲା। ତଥାପି ଏବେ ଜମି ହସ୍ତାନ୍ତରଣ ଆରମ୍ଭ ହେବା ସହ ପ୍ରକଳ୍ପ ଗତି ପାଇବା ଆଶା ବଢ଼ିଛି। କିଛି ଦିନ ପୂର୍ବରୁ ମଧ୍ୟ ବଡ଼ ହୋଟେଲ ଗ୍ରୁପ୍‌ମାନେ ଏହି ଅଞ୍ଚଳ ଦେଖି ଯାଇଥିଲେ। କେଉଁ ସଂସ୍ଥାକୁ ଜମି ଦିଆଯିବ, ସେଥିରେ ଶେଷ ନିଷ୍ପତ୍ତି ପର୍ଯ୍ୟଟନ ବିଭାଗ ନେବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

    May 2, 2026 ଆଜିର ଖବର

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026 ଆଜିର ଖବର

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026 ଅନ୍ୟାନ୍ୟ

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    May 2, 2026 ଅର୍ଥନୀତି

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    May 2, 2026 ଆଜିର ଖବର

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026 ଆଜିର ଖବର

    ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    May 1, 2026 ଆଜିର ଖବର

    ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା

    May 1, 2026 ଆଜିର ଖବର

    ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ

    May 1, 2026 ଆଜିର ଖବର

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026 ଆଜିର ଖବର

    ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ

    April 30, 2026 ଆଜିର ଖବର

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର
    Watch YouTube

    You May Like

    ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

    May 2, 2026

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    May 2, 2026

    ଅପରାଜିତ ମାତୃତ୍ୱ

    May 2, 2026

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    May 2, 2026

    ଜାଣନ୍ତୁ ଆଜିର ରାଶିଫଳ ::

    May 2, 2026

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.