ଚର୍ଚ୍ଚା news
ଗଣେଶପାଣିଗ୍ରାହୀବରାଡ଼ବିଲିଧରାକୋଟଅନ୍ତର୍ଗତବରଡାବିଲିନୁଆଁସହିଦୀର୍ଘଦିନହେଲାଉତ୍କଟପାନୀୟଜଳସମସ୍ୟାରେଛନ୍ଦିହୋଇରହିଛନ୍ତି୧୩୦ପରିବାରଲୋକେ | ଗ୍ରାମଟିସୋରଡ଼ାଓଆସ୍କାକୁସଂଯୋଗକରୁଥିବାମୁଖ୍ୟରାସ୍ତାଉପରେଥିଲେବିପ୍ରଶାସନରନଜରପଡୁନଥିବାକହିଛନ୍ତିଗ୍ରାମବାସୀ | ବରଡାବିଲିନୁଆଁସାହିବାସିସରକାରଙ୍କକିଦୋଷକରିଛନ୍ତିକାହିଁକିଜଳକଷ୍ଟଭଳିଦଣ୍ଡମିଳୁଛିସେମାନଙ୍କୁ ? କିଏଦେବାଏହାରଉତ୍ତରବୋଲିପ୍ରଶ୍ନକଲେସ୍ଥାନୀୟବାସି | ଗ୍ରାମବାସୀଙ୍କଏକମାତ୍ରଭରସାନିକଟରେଥିବାଋଷୁକୁଲ୍ୟନଦୀଉପରେ | କିନ୍ତୁଅନେକସମୟରେବିଭିର୍ନପ୍ରକାରମୃତଜୀବଜନ୍ତୁ, ଅଳିଆଆବର୍ଜନାଭାସିଆସୁଛିଓବର୍ଷଦିନେନଦୀରେଗୋଳିଆପାଣିଆସୁଥିବାରୁଚୁଆଁଖୋଳିଗୋଲୀପାଣିଆଣିପିଇବାପାଇଁବାଧ୍ୟହେଉଛନ୍ତିବୋଲିକହିଥିଲେଗ୍ରାମବାସୀଗାଁରମହିଳାମାନେପ୍ରାୟଏକକିଲୋମଟରଦୂରପାଦରେଚାଲିଚାଲିବର୍ଷତମାମମୁଣ୍ଡରେପାଣିଆଣିଘରରତମାମକାର୍ଯ୍ୟରେଲଗାଇବାପାଇଁବାଧ୍ୟ୍ୟ | ସରକାରଙ୍କଯୋଜନାମଧ୍ୟରେହରଘରନଳମାତ୍ରଏହିଗାଁପାଇଁନଥିଲାଭଳିଜଣାପଡୁଛି |ନିକଟରେଥିବାଟାଟାକଲୋନୀପାଇଁସରହରଏହିଗାଁଭିତରଦେଇନଦୀରୁବସୁଧାଯୋଜନାମାଧ୍ୟମରେପାଣିଯୋଗାଇଦେଇଥିବାବେଳେଏହିଗ୍ରାମପ୍ରତିଏଭଳିମନଭାବସମସ୍ତଙ୍କୁଆଶ୍ଚର୍ଯ୍ୟକରିଥିବାଜଣାପଡିଛି ବୋଧେସରକାରଙ୍କଆନ୍ତରିକତାଥିଲେବିସ୍ଥାନୀୟପ୍ରଶାସନରଆନ୍ତରିକତାନଥିବାଭଳିଜଣାପଡୁଥିବାଚର୍ଚାଆଗକୁଖରାଦିନଆସୁଥିବାବେଳେପାଣିପାଇଁଡହଳବିକଳହୋଇଲୋକେଆକ୍ରୋଶଚରମସୀମାରେଶୁଣାଇଦେଲେଚରମବାଣୀ | ଯଦିଘରପର୍ଯ୍ୟନ୍ତପିଇବାପାଣିସରକାରନଯୋଗାଇଦେବେହେବରାସ୍ତାରୋକ |ଆଗାମୀପଞ୍ଚାୟତନିର୍ବାଚନରେହେବଭୋଟବର୍ଜନକରିବାଭଳିନିଷ୍ପତିନେଇଥିବାକହିଥିଲେ |
By Charcha News












