Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, May 2
    Facebook X (Twitter) YouTube Instagram
    Trending
    • ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
    • ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି
    • ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::
    • ଅପରାଜିତ ମାତୃତ୍ୱ
    • ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ
    • ଜାଣନ୍ତୁ ଆଜିର ରାଶିଫଳ ::
    • ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
    • ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ
    • ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା
    • ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ
    • ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
    • ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ
    • ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ
    • ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    By Charcha NewsMay 2, 2026
    Share
    Facebook Twitter Email WhatsApp

    ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଏହାକୁ ନେଇ ୫ଲକ୍ଷ ୬୦ ହଜାର  ପରୀକ୍ଷାର୍ଥୀଙ୍କ  ଭିତରେ  ଯେତିକି ଉତ୍କଣ୍ଠା ରହିଛି ସେତିକି ଡର ମଧ୍ୟ ମନ୍ ଭିତରେ ଚାଲିଛି । ପରୀକ୍ଷା ଫଳ କଣ ହେବ, ଭଲ ହେବ ନାହିଁ, ନିଜ ଆକଳନ  ମୁତାବକ  ଫଳ ଆସିବ ତ  ଏଭଳି ଅନେକ ପ୍ରଶ୍ନ କୁ ନେଇ ପରୀକ୍ଷା ଫୋବିଆ ପରୀକ୍ଷାର୍ଥୀଙ୍କୁ ଅଭିଭାବକମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।

    ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଏହାକୁ ନେଇ ୫ଲକ୍ଷ ୬୦ ହଜାର  ପରୀକ୍ଷାର୍ଥୀଙ୍କ  ଭିତରେ  ଯେତିକି ଉତ୍କଣ୍ଠା ରହିଛି  ସେତିକି ଡର ମଧ୍ୟ ମନ୍ ଭିତରେ ଚାଲିଛି । ପରୀକ୍ଷା ଫଳ କଣ ହେବ, ଭଲ ହେବ ନାହିଁ, ନିଜ ଆକଳନ  ମୁତାବକ ଫଳ ଆସିବ ତ ଏଭଳି ଅନେକ ପ୍ରଶ୍ନ କୁ ନେଇ ପରୀକ୍ଷା ଫୋବିଆ ପରୀକ୍ଷାର୍ଥୀଙ୍କୁ ଅଭିଭାବକମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।  କିଛି ପିଲା ପରୀକ୍ଷାରେ ଭଲ ମାର୍କ ନ ଆସିଲେ ଜୀବନ ହାରି ଦେଉଛନ୍ତି, କେହିକେହି ଘରୁ ପଲାଉଛନ୍ତି, ପୁଣି କେହି କେହି ଚରମ ପଦକ୍ଷେପ ନେବାକୁ  ପଛାଉ ନାହାନ୍ତି । ସେପଟେ ଏ ଭଳି ଚିନ୍ତାରୁ ନିସ୍ତାର ବା ମୁକ୍ତି ପାଇବା ପାଇଁ ସିକ୍ଷାବିଦ ମାନେ ପ୍ରତିକ୍ରିୟା ରଖିଛନ୍ତି । ଶିକ୍ଷାବିତ୍ ତଥା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ସତ୍ୟକାମ ମିଶ୍ର କହିଛନ୍ତି ଭୟ ରହିବା ସ୍ଵାଭାବିକ ।

    ଏହାକୁ ନେଇ ଆଦୌ ବ୍ୟସ୍ତ ରହିବା ଭଲ ନୁହେଁ । ସେ କହିଛନ୍ତି ଆଜି କାଲି ଯେଉଁ ପ୍ରକାର ପରୀକ୍ଷା ହେଉଚି ପିଲା ମାନେ ନିଜ ଅନୁଯାୟୀ ରେଜଲ୍ଟ ହାସଲ କରିଛନ୍ତି । ତେବେ ଯଦି ପରୀକ୍ଷାରେ କମ ରହିଲା , ଖରାପ ହେଲା ପରୀକ୍ଷାର୍ଥୀମାନେ ଚିନ୍ତିତ ନହୋଇ ସେ ଇନଷ୍ଟାଣ୍ଟ ପରୀକ୍ଷା ଦେଇ ପାରୁଛନ୍ତି । ଯୁକ୍ତ ଦୁଇ କ୍ଲାସ ପୂର୍ବରୁ ରେଜଲ୍ଟ ବାହାରି ଯାଉଛି । ବ୍ୟସ୍ତ ହେବ ଦରକାର ନାହିଁ । ଯଦି ଗୋଟିଏ ପେପର ଫେଲ୍ ହୋଇଯାଇଛି ତାହାକୁ ନେଇ ମଧ୍ୟ ଗ୍ଲାନି ରହିବା ଉଚିତ୍ ନୁହେଁ।  କାରଣ ପିଲାର ଯେତିକି ଜ୍ଞାନ ସେ ଏହି ଗୋଟିଏ ପରୀକ୍ଷା ଭିତରେ ସୀମିତ ନୁହେଁ ।  ପିଲା ଯଦି ଗୋଟିଏ ପରୀକ୍ଷାରେ ଝୁଣ୍ଟି ପଡ଼ିଲା , ସେଇଠି ରହିଯିବା ଉଚିତ୍ ନୁହେଁ । କାରଣ ଅନେକ ସମୟରେ ଅସଫଳତା ବି ଅନେକ ସମୟେ ସଫଳତା ବାଟ ଫିଟାଇ ଥାଏ । ପୁଣି ନୂଆ ଉତ୍ସାହ  ସହିତ ଲାଗି ପଡ଼ି ଭଲ କରିବାକୁ ଚେଷ୍ଟା କରିବା ଜରୁରୀ ବୋଲି ଶିକ୍ଷାବିତମାନେ କହିଛନ୍ତି । ଅଧିକ ଭାବପ୍ରବଣ ହେବା ଉଚିତ୍ ନୁହେଁ,ଏହାକୁ ଅଭିଭାବକମାନେ ଦେଖିବା ଦରକାର । ପିଲା ଯଦି ଖରାପ କରନ୍ତି ତାକୁ ଗାଳିଗୁଲଜ ନକରି ତାକୁ ବୁଝାଇବା ଦରକାର ନୂଆ ପ୍ରେରଣା ଦେବା ଦରକାର । ସମାଜ କିମ୍ବା  ଲୋକ ଅବା  ଅଭିଭାବକ  ପିଲାମାନଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା  ଦରକାର ।

    ଅଭିଭାବକମାନେ ଚାପ ନ ପକାଇ  ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ତୁଳନା ନକରିବା ଭଲ । ପରୀକ୍ଷାକୁ ଉତ୍ସବ ଭଳି ଦେଖିବା ଦରକାର । ପରୀକ୍ଷାକୁ  ଗୋଟିଏ ପର୍ବ ଭାବିବା ଦରକାର, ମାତ୍ର  ଏମିତି ହୋଇଚି ଯେ ପରୀକ୍ଷା ଫୋବିଆ ବା  ପରୀକ୍ଷାକୁ  ନେଇ ଏକପ୍ରକାର ଭୟ ହୋଇଯାଇଛି । ପିଲାମାନଙ୍କ ଅପେକ୍ଷା ଅଭିଭାବକମାନେ ବେଶି ସାବଧାନ ହେବା ଦରକାର ।  ସେହିପରି  ପ୍ରଥମଥର ପାଇଁ  ଦୁଇଟି ଭାଷାରେ ସାର୍ଟିଫିକେଟ୍ ଆସିବା ଭଲ କଥା ବୋଲି ଶିକ୍ଷାବିତ୍ ସତ୍ୟକାମ ମିଶ୍ର କହିଛନ୍ତି ।  ସେପଟେ ପରୀକ୍ଷାଥୀମାନେ ରେଜଲ୍ଟକୁ ନେଇ ଆଶା ଆଉ ଆଶଙ୍କା ଭିତରେ । 

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026 ଆଜିର ଖବର

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026 ଅନ୍ୟାନ୍ୟ

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    May 2, 2026 ଅର୍ଥନୀତି

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026 ଆଜିର ଖବର

    ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    May 1, 2026 ଆଜିର ଖବର

    ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା

    May 1, 2026 ଆଜିର ଖବର

    ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ

    May 1, 2026 ଆଜିର ଖବର

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026 ଆଜିର ଖବର

    ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ

    April 30, 2026 ଆଜିର ଖବର

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର

    ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା

    April 28, 2026 ଆଜିର ଖବର

    ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

    April 28, 2026 ଆଜିର ଖବର
    Watch YouTube

    You May Like

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    May 2, 2026

    ଅପରାଜିତ ମାତୃତ୍ୱ

    May 2, 2026

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    May 2, 2026

    ଜାଣନ୍ତୁ ଆଜିର ରାଶିଫଳ ::

    May 2, 2026

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026

    ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ

    May 1, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.