ସରକାରୀ ରିପୋର୍ଟକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆପତ୍ତି ,
ବିବାଦ ଘେରରେ ମହାନଦୀର ଜଳ । ଟ୍ରିବ୍ୟୁନାଲରେ ମହାନଦୀର ପାଣି ଉପଲବ୍ଧ ଭୁଲ ତଥ୍ୟ ଉପସ୍ଥାପିତ ହୋଇଛି ବୋଲି ଅଭିଯୋଗ ଆଣିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଟ୍ରିବ୍ୟୁନାଲ ସାମ୍ନାରେ ସରକାର ଦେଇଥିବା ଭୁଲ ତଥ୍ୟ ଓଡ଼ିଶା ସ୍ୱାର୍ଥ ବିରୋଧୀ ରାଜ୍ୟ ସ୍ୱାର୍ଥକୁ ସାଲିସ କରାଯାଇଛି । ନ୍ୟାୟ ପାଇବନି ମହାନଦୀ । ଟେକ୍ନିକାଲ୍ କମିଟି ମହାନଦୀକୁ ନେଇ ଭୁଲ ହିସାବ ଦେଇଛନ୍ତି ।
କମୁନି ମହାନଦୀ ବିବାଦ ଘେର । ଟ୍ରିବ୍ୟୁନାଲରେ ମହାନଦୀର ପାଣି ଉପଲବ୍ଧ ଭୁଲ ତଥ୍ୟ ଉପସ୍ଥାପିତ ହୋଇଛି ବୋଲି ଅଭିଯୋଗ ଆଣିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଟ୍ରିବ୍ୟୁନାଲ ସାମ୍ନାରେ ସରକାର ଦେଇଥିବା ଭୁଲ ତଥ୍ୟ ଓଡ଼ିଶା ସ୍ୱାର୍ଥ ବିରୋଧୀ ରାଜ୍ୟ ସ୍ୱାର୍ଥକୁ ସାଲିସ କରାଯାଇଛି । ନ୍ୟାୟ ପାଇବନି ମହାନଦୀ । ଟେକ୍ନିକାଲ୍ କମିଟି ମହାନଦୀକୁ ନେଇ ଭୁଲ ହିସାବ ଦେଇଛନ୍ତି । ସେମାନଙ୍କ ତଥ୍ୟ ଅନୁସାରେ ମହାନଦୀରେ ସମସ୍ୟା ନାହିଁ ବରଂ ଆମେ ପାଣିରେ ଉବୁଟୁବୁ ହଉଛୁ,ମିଛରେ ପ୍ରତିବାଦ କରୁଛୁ । ମେ ୨ ରେ ସରକାର ଟ୍ରିବ୍ୟୁନାଲ ପାଖରେ ଏହି ତଥ୍ୟ ଦାଖଲ କରିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଜଳ ସଙ୍କଟର ତଥ୍ୟ ଦେଉଛନ୍ତି ହେଲେ ଅନ୍ୟପଟେ ଜଳ ସଙ୍କଟ ନାହିଁ ବୋଲି ଟ୍ରିବ୍ୟୁନାଲରେ କହୁଛନ୍ତି । ଆମେ ଆହ୍ୱାନ କରୁଛୁ ୨୦ମେ ଭିତରେ ମୁଖ୍ୟମନ୍ତ୍ରୀ ଆମକୁ ସମୟ ଦିଅନ୍ତୁ, ଆଲୋଚନାକୁ ଡାକନ୍ତୁ ।
ଚର୍ଚ୍ଚା news












